Gujarat Assembly Election 2022
ସେହି ବିଧାନସଭା ଆସନ, ଯେଉଁଠି ୧୯୬୨ ପର ଠାରୁ କେବେ ଜିତି ନାହିଁ ବିଜେପି
Gujarat Politics: ରାଜ୍ୟରେ ଏପରି କିଛି ବିଧାନସଭା ଆସନ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ବିଜେପି କେବେ ବିଜୟୀ ହୋଇପାରି ନାହିଁ। ଏହି ଆସନ ହେଉଛି ଆଣନ୍ଦ ଜିଲ୍ଲାର ବୋରସାଦ ଏବଂ ଅଙ୍କଲବ, ଭରୁଚ ଜିଲ୍ଲାର ଝଗଡିୟା, ତାପୀ ଜିଲ୍ଲାର ବ୍ୟୋରା, ଖେଡା ଜିଲ୍ଲାର ମହୁଆ, ଅହମ୍ମଦାବାଦ ଜିଲ୍ଲାରେ ଦାନିଲିମ୍ବଦା ଏବଂ ଦାହୋଦ ଜିଲ୍ଲାର ଗରବାଡା ଆସନ।
Nov 23,2022, 19:27 PM IST