Digital currency's first pilot
ଆସନ୍ତାକାଲି ଠାରୁ ଭାରତରେ ପ୍ରଚଳନ ହେବ ଡିଜିଟାଲ୍ ମୁଦ୍ରା : RBI
ପାଇଲଟ୍ ପ୍ରୋଜେକ୍ଟରେ ଅଂଶଗ୍ରହଣ ପାଇଁ ନଅଟି ବ୍ୟାଙ୍କ ମନୋନିତ କରାଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)(State Bank of India), ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡ଼ିଏଫସି ବ୍ୟାଙ୍କ(HDFC Bank), ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଏବଂ ଏଚଏସବିସି କୁ ଚିହ୍ନଟ କରାଯାଇଛି ।
Oct 31,2022, 22:36 PM IST