Advertisement
  • Malaya Ranjan Mohanty

    ମଳୟ ରଂଜନ ମହାନ୍ତି

    Zee Odisha, Bhubaneswar

    Zee Odisha, Bhubaneswar

Stories by Malaya Ranjan Mohanty

ଗଜରିଲା କଂଗ୍ରେସ,ମଉଳିଲା ବିଜେପି ଓ ଭବିଷ୍ୟତରେ ବିଜେଡିକୁ କିଏ ଦେବ ଚାଲେଞ୍ଜ

Bhubaneswar

ଗଜରିଲା କଂଗ୍ରେସ,ମଉଳିଲା ବିଜେପି ଓ ଭବିଷ୍ୟତରେ ବିଜେଡିକୁ କିଏ ଦେବ ଚାଲେଞ୍ଜ

ଫର୍ମକୁ ଫେରୁଛି କଂଗ୍ରେସ। ଦୀର୍ଘ ଦିନ ଧରି ତୃତୀୟ ନମ୍ବର ସ୍ଥାନରେ ରହିବା ପରେ ଏବେ ବିଜେପିକୁ ପଛରେ ପକାଇ ଦୁଇ ନମ୍ବର ସ୍ଥାନକୁ ଉଠିଛି କଂଗ୍ରେସ। ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ପାଇଁ ଏଭଳି କିଛି ଶୁଭଫଳ ନେଇ ଆସିଛି। ୨୦୧୯ ରେ କଂଗ୍ରେସକୁ ପଛକୁ ଠେଲି ମୁଖ୍ୟ ବିରୋଧୀ ଆସନ ନେଇଥିଲା ବିଜେପି। ଏପରିକି ଏହା ପରେ ବିଜେପି ବିଭିନ୍ନ ସମୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସୁଥିଲା। ଏପରିକି କଂଗ୍ରେସର ପ୍ରଦର୍ଶନ ଲଗାତର ଭାବେ ଅତ୍ୟନ୍ତ ଦୟନୀୟ ହୋଇ ଆସୁଥିଲା। ଏଭଳି ସ୍ଥିତିରେ ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ପାଇଁ ସଂଜୀବନୀ ସଦୃଶ ହେବା ସହ ଦଳୀୟ ନେତା କର୍ମୀଙ୍କ ମନରେ ଉତ୍ସାହ ଖେଳାଇ ଦେଇଛି।

Jun 3,2022, 19:38 PM IST

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ,ବର୍ଷାକୁ ରୋକିଦେଲା ପାହାଡ଼

Bhubaneswar

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ,ବର୍ଷାକୁ ରୋକିଦେଲା ପାହାଡ଼

(ରିପୋର୍ଟ -ମଳୟ ରଞ୍ଜନ ମହାନ୍ତି ) ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ତୋନୋଟି ରାଜ୍ୟସଭା ସଭ୍ୟ ପଦ ପାଇଁ ହେବ ନିର୍ବାଚନ। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଜୁନ ୧ ତାରିଖ ୧୧ ଟା ୩0 ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜୁନ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ। ଆବଶ୍ୟକ ହେଲେ ଜୁନ ୧୦ତାରିଖରେ ନିର୍ବାଚନ ହେବ। ସେପଟେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ବିଜେଡିର ମହିଳା କାର୍ଡରେ ଯେଉଁ ସେଲିବ୍ରିଟି ଜଣକ ଅଧିକ ଲବିରେ ଥିଲେ,ତାଙ୍କର ପାରିବାରିକ କହଳ କାରଣରୁ ତାଙ୍କୁ ଵ୍ୟାକଫୁଟ ନେଇଯାଇଥିବା ସୂଚନା ମିଳୁଛି। 

May 25,2022, 1:12 AM IST

ବିଜେଡି କାଉନସିଲର ସ୍ୱାମୀଙ୍କୁ ହତ୍ୟା, ମଦ ନିଶାରେ ହତ୍ୟା କଲା ଭାଇ

Sonpur

ବିଜେଡି କାଉନସିଲର ସ୍ୱାମୀଙ୍କୁ ହତ୍ୟା, ମଦ ନିଶାରେ ହତ୍ୟା କଲା ଭାଇ

ମାତ୍ର କିଛି ଘଣ୍ଟା ତଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର 10ନମ୍ବର ଓ୍ବାର୍ଡର କାଉନସିଲର ସୁନୀତା ନାଏକଙ୍କ ସ୍ବମୀ ସଂଜୀବ ଗୁରୁ ଓରଫ ରାଜାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ଜିଲ୍ଲା ପୋଲିସ । ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସୂଚନା ଦେଇଛନ୍ତି।ଗତ ଦୁଇ ଦିନ ତଳେ ତରଭା 10ନମ୍ବର ଓ୍ବାର୍ଡର ବିଜେଡି କାଉନସିଲଙ୍କ ସ୍ବାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପୋଲିସ ପାଇଁ ଏହି ହତ୍ୟାକାଣ୍ଡ ରହସ୍ୟ ତଥା ହତ୍ୟାକାରୀକୁ ଧରିବା ଏକ ବଡ ଚେଲେଞ୍ଜ ହୋଇଥିବା ବେଳେ ପୋଲିସ ବି ଏହି ଘଟଣାକୁ ଗୁରୁତର ଭାବେ ନେଇ ଖୋଲତାଡ ଆରମ୍ଭ କରି ହତ୍ୟାକାରୀ ଙ୍କୁ ଧରିବାରେ ସଫଳ ହୋଇଥିଲା l  ଜଣା ପଡିଲା ରାଜାକୁ ନିଜର ଦାଦା ପୁଅ ଭାଇ ମଦ ନିଶାରେ ଜୀବନରୁ ମାରିଦେଲା l  

May 10,2022, 22:20 PM IST

ବିଜେପି ଘୋଷଣା କଲା ପାର୍ଥୀ ,ଭରସା ରାଧାରଣୀ ପଣ୍ଡାଙ୍କୁ, ବ୍ରଜରାଜନଗରର ଭରସା କାହାକୁ।

brajarajnagar

ବିଜେପି ଘୋଷଣା କଲା ପାର୍ଥୀ ,ଭରସା ରାଧାରଣୀ ପଣ୍ଡାଙ୍କୁ, ବ୍ରଜରାଜନଗରର ଭରସା କାହାକୁ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବରେ ବିଜେପି ତାର ପାର୍ଥୀ ଘୋଷଣା କରିଛି.ଏଥିରେ ରାଜାରାଣୀ ପଣ୍ଡାଙ୍କୁ ପୁଣି ଥରେ ନିର୍ବାଚନ ମୈଦାନରେ ଲଢେ଼ଇ କରିବା ପାଇଁ ଦଳ ପାର୍ଥି ଭାବେ ଘୋଷଣା କରିଛିଏ।ଠାରେ ରାଧାରାଣୀ ପାଣ୍ଡା ୨୦୧୪ ମସିହାରେ ବିଧାୟିକା ଭାବେ ନିରଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ.କିନ୍ତୁ ୨୦୧୯ ରେ ମୋଦିଙ୍କ ପ୍ରଚଣ୍ଡ ଲହର ସତ୍ୱେ ବି ରାଧାରାଣୀ ଏହି ଆସନରୁ ଜିତି ପାରି ନଥିଲେ,ଏଥିରେ ପୂର୍ବତନ ଦିବଙ୍ଗ ନେତା ତଥା ପୂର୍ବତନ ବାଚସ୍ପତି କିଶୋରେ ମହାନ୍ତି ବିଜେଡି ରୁ ପାର୍ଥି ହୋଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ.ଗତ ୨୦୨୧ ମସିହା ଡିସେମ୍ବ ମାସରେ କିଶୋରେ ମହାନ୍ତିଙ୍କ ହୃତଘାତରେ ମୃତ୍ୟୁ ପରେ ଏହି ସ୍ଥାନ ଖାଲି ପଡିଥିଲା।  

May 8,2022, 13:20 PM IST

Trending news

Read More