Advertisement

Jagannath Temple

alt
ମହାଆଡମ୍ବରରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିତି ସମ୍ପର୍ଣ୍ଣ। ବିଳମ୍ବିତ ରାତିରେ ମହାଲକ୍ଷ୍ମୀ ପହଞ୍ଚିଲେ ଶ୍ରୀଗୁଣ୍ଡିଚା ମନ୍ଦିରରେ। ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନି ମହାଲକ୍ଷ୍ମୀ ରଥଭାଙ୍ଗିଲେ , ରାଗଜର୍ଜରିତ ହୋଇ ଫେରି ଆସିଲେ ଶ୍ରୀମନ୍ଦିର। ଆଜିଠାରୁ ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି। ତିନିରଥର ହେବ ଦକ୍ଷିଣ ମୋଡ।,, ଗତକାଲି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଛି ପବିତ୍ର ହେରାପଞ୍ଚମୀ ନିତି । ବିଧିପରମ୍ପରା ଅନୁଯାଇ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ଗଇଁଠାଳ ଫିଟି ନ ଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ
Jul 12,2024, 13:13 PM IST
alt
ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ଓ ମରାମତି କାର୍ଯ୍ୟ ର ତଦାରଖ କରିବା ପାଇଁ ରାଜ୍ୟ ସରକାର ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟ ର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟି ର ଅଧ୍ୟକ୍ଷ ଅଛନ୍ତି। ଏହି ଉଚ୍ଚ ସ୍ତରୀୟ କମିଟି ପୁରୀ ରେ ବୈଠକ ଅନୁଷ୍ଠିତ ହେଉଛି। ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କ ରେ ନିଷ୍ପତ୍ତି ସହ କିଭଳି କାର୍ଯ୍ୟ ହେବ ତାହା ରୂପ ରେଖ ଚୁଡାନ୍ତ ହେବ। ଏହି ବୈଠକ ରେ କମିଟି ର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଅଧ୍ୟକ୍ଷତା ଆରମ୍ଭ ହେଇଥିବା ବେଳେ ଏହି ବୈଠକ ରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ କମିଟି ର ସବୁ ସଦସ୍ୟ ଉପସ୍ଥିତ ରହିଛନ୍ତି।ତେବେ ଏହି କମିଟି ର ସଦସ୍ୟ ଥିବା ଶ୍ରି ମନ୍ଦିର ର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି ପୁର୍ବରୁ
Jul 6,2024, 16:13 PM IST
alt
ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁଙ୍କ ଦର୍ଶନ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲେ। ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ଦର୍ଶନ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀ ମନ୍ଦିର ପ୍ରଶାସନକୁ କଲେ ଧନ୍ୟବାଦ l ନୀତି କାନ୍ତି ଶୃଙ୍ଖଳିତ ହୋଇଥିବାରୁ ସେବାୟତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ମହାପ୍ରଭୁଙ୍କ ଚିତାକର୍ଷକ ହାତୀବେଶ ଅର୍ଥାତ ଥଗଜାନନ ବେଶ ଦର୍ଶନ କରି ସାନିଧ୍ୟ ନେଇଥିଲେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ। କଡା ସୁରକ୍ଷା ମଧ୍ୟରେ ପଶ୍ଚିମ ଦ୍ୱାର ଦେଇ ମୁଖ୍ୟମନ୍ତ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ। ସ୍ନାନବେଦୀରେ ବିରାଜିତ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଥିଲେ।
Jun 23,2024, 14:00 PM IST
alt
Jun 5,2024, 15:55 PM IST
Read More

Trending news