Advertisement

Ratna Bhandar

alt
ଶ୍ରୀମନ୍ଦିର ଭିତରେ ରତ୍ନଭଣ୍ଡାର ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ସାଢେ ସାତ ଘଂଟାରେ ଶେଷ ହୋଇଛି ସ୍ଥାନାନ୍ତର କାମ । ସକାଳ ୯ଟା ୫୧ରୁ ଆରମ୍ଭ ହୋଇଥିବା ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା ସଂଧ୍ୟା ୫ଟା ୧୫ରେ ଶେଷ ହୋଇଛି । ମୋଟ୍ ୭ଟି ସିନ୍ଦୁକ ଓ ଆଲମିରାରରେ ରହିଥିଲା ଶ୍ରୀଜିଉଙ୍କ ଅଳଙ୍କାର । ପ୍ରଥମ ପର୍ୟ୍ୟାୟରେ ବାହାର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ଦ୍ବିତୀୟ ପର୍ୟ୍ୟାୟରେ ଭିତର ଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ଭଣ୍ଡାର ମେକାପ ସେବାୟତମାନେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରିଛନ୍ତି । ଏବେ ୬ଟି ସିନ୍ଦୁକ ଓ ୬ଟି ଆଲମିରାରେ ଅଳଙ୍କାରକୁ ରଖାଯାଇଛି । ଅସ୍ଥାୟୀ ଭଣ୍ଡାର, ଭିତର ଭଣ୍ଡାର, ମୂଳ ବାହାର ରତ୍ନ ଭଣ୍ଡାର ତାଲା ପକାଇ ସିଲ୍ କରାଯାଇଛି।
Jul 19,2024, 11:52 AM IST
alt
୧୮ ତାରିଖ ଦିନ ଖୋଲିବ ଭିତର ରତ୍ନଭଣ୍ଡାର । ସକାଳ ୯.୫୧ରୁ ୧୨.୧୫ ରହିଛି ଶୁଭ ମୂହୁର୍ତ୍ତ। ଏହି ସମୟ ମଧ୍ୟରେ ଟ୍ରେଜେରିରେ ଥିବା ୨ଟି ଚାବି ଆଣି ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି। ଭିତର ରତ୍ନଭଣ୍ଡାର ଭିତରେ ଥିବା ରତ୍ନକୁ ଗଣତି ମଣତି କରାଯିବ। ରତ୍ନ ଗଣତି ମଣତିର ଭିଡ଼ିଓ ରେକଡିଂ କରାଯିବ। ରତ୍ନଭଣ୍ଡାର ଭିତର ମରାମତି ଆବଶ୍ୟକ ହେଲେ କରାଯିବ। ରତ୍ନ ସ୍ଥାନାନ୍ତର ବେଳେ ମାଜିଷ୍ଟ୍ରେଟ, ଓଡ୍ରାଫ, ପୋଲିସ, ଅଗ୍ନିଶମ ରହିବେ। ମେଡିକାଲ ଟିମ୍, ସ୍ନେକ ହେଲ୍ପଲାଇନ ସଦସ୍ୟ ବି ଉପସ୍ଥିତ ରହିବେ। ଭିତର ରତ୍ନ ଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ରତ୍ନ। ରତ୍ନ ଗଣତି ପରେ ଏଏ
Jul 16,2024, 16:26 PM IST
alt
ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା । ଏପଟେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଚାଲିଛି । ତଦାରଖ କମିଟି ଅଧ୍ୟକ୍ଷ ବିଶ୍ବାନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଆଲୋଚନା ହେଉଛି । ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଏହାସହ ଭଣ୍ଡାର ଖୋଲାଯିବା ବେଳେ ସିଂହଦ୍ବାରା ବ୍ୟତୀତ ଅନ୍ର ତିନି ଦ୍ବାରା ବନ୍ଦ ରହିବ ବୋଲି ଜଣାପଡିଛି । ରତ୍ନଭଣ୍ଡାର ଖୋଲାଯିବା ବେଳେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିବେ । କାରଣ ଦୀର୍ଘ ବର୍ଷ ହେଲା ରତ୍ନଭଣ୍ଡାର ଖୋଲା ଯାଇ ନଥିବାରୁ ସେଥିରେ ସାପଙ୍କ ବାସ୍ ଥିବା ଆଶଙ୍କା କରାଯାଉଛି । ସେଥିପ
Jul 14,2024, 13:13 PM IST
alt
Ratna Bhandar: ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ଗଣତି ଓ ମରାମତି କାର୍ଯ୍ଯର ତଦାରଖ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ତଦାରଖ କମିଟିର ଆଜି ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଥିଲା। ଶ୍ରୀମନ୍ଦିର ପ୍ରଶାସନ ସମ୍ମିଳନୀ କକ୍ଷରେ ବସିଥିଲା ଏହି ୧୬ଜଣିଆ କମିଟିର ସ୍ୱତନ୍ତ୍ର ବୈଠକ। ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଥିଲା ଏହି ବୈଠକ। କମିଟିର ସଦସ୍ୟ, ଜିଲ୍ଲାପାଳ, ଏସପି ଆଦି ବୈଠକରେ ଉପସ୍ଥିତ ରହିଥିଲେ। ତେବେ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଟିକୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରାଯିବ। କେବେ ରତ୍ନଭଣ୍ଡାର ଖୋଲାଯିବ ସେନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ କମିଟି ବୈଠକ ରେ ଜୁଲାଇ ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି। ତେବେ ଏହି ତାରିଖକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦ
Jul 9,2024, 13:00 PM IST
alt
ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ଓ ମରାମତି କାର୍ଯ୍ୟ ର ତଦାରଖ କରିବା ପାଇଁ ରାଜ୍ୟ ସରକାର ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟ ର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟି ର ଅଧ୍ୟକ୍ଷ ଅଛନ୍ତି। ଏହି ଉଚ୍ଚ ସ୍ତରୀୟ କମିଟି ପୁରୀ ରେ ବୈଠକ ଅନୁଷ୍ଠିତ ହେଉଛି। ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କ ରେ ନିଷ୍ପତ୍ତି ସହ କିଭଳି କାର୍ଯ୍ୟ ହେବ ତାହା ରୂପ ରେଖ ଚୁଡାନ୍ତ ହେବ। ଏହି ବୈଠକ ରେ କମିଟି ର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଅଧ୍ୟକ୍ଷତା ଆରମ୍ଭ ହେଇଥିବା ବେଳେ ଏହି ବୈଠକ ରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ କମିଟି ର ସବୁ ସଦସ୍ୟ ଉପସ୍ଥିତ ରହିଛନ୍ତି।ତେବେ ଏହି କମିଟି ର ସଦସ୍ୟ ଥିବା ଶ୍ରି ମନ୍ଦିର ର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି ପୁର୍ବରୁ
Jul 6,2024, 16:13 PM IST
alt
Jun 30,2024, 15:26 PM IST
alt
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନାଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ଓ ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ରତ୍ନଭଣ୍ଡାର ଖୋଲିବା ନେଇ ବୈଠକରେ ଚୁଡାନ୍ତ ହେବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି। ସେପଟେ ରତ୍ନଭଣ୍ଡାର ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ। କାରଣ ନଥାଇ ରତ୍ନଭଣ୍ଡାର କାହିଁକି ଖୋଲୁନଥିଲେ। ରତ୍ନଭଣ୍ଡାର ଖୋଲିଲେ ମହାପ୍ରଭୁ ତାଙ୍କ ଅଳଙ୍କାର ପିନ୍ଧିବେ । ସେପଟେ ବର୍ଷାପାଣି ପଡି ସବୁ ନଷ୍ଟ ହୋଇଗଲାଣି ବୋଲି କହିଲେ ବାଡଗ୍ରାହୀ।
Mar 10,2024, 19:39 PM IST
alt
Mar 9,2024, 19:13 PM IST
Read More

Trending news