Millet Day
Millet Day: ଓଡ଼ିଶାରେ ମାଣ୍ଡିଆ ପାଇଁ ନୂଆ ସମ୍ଭାବନା
Millet Day: ମାଣ୍ଡିଆର ଗୁରୁତ୍ୱକୁ ଉପଲବ୍ଧ କରି ରାଜ୍ୟ ସରକାର ୨୦୧୭ ମସିହାରେ 'ମିଲେଟ ମିଶନ' ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ମିଶନ ଏବେ ୧୯ ଜିଲ୍ଲାରେ ପହଞ୍ଚିଛି । ଆଗକୁ ରାଜ୍ୟର ୩୦ ଜିଲ୍ଲାରେ ଏହାକୁ ପ୍ରଚଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
Nov 10,2022, 19:44 PM IST
India vs South Africa
Newcastle Disease: ବ୍ରିଟେନର ରହସ୍ୟଜନକ ପାରା, ବେକ ବଙ୍କା କରି ଦେଖାଉଛି ଅସ୍ୱାଭାବିକ ଆଚରଣ
Newcastle disease: ପାରାମିକ୍ସୋଭାଇରସ୍ ସଂକ୍ରମିତ ପକ୍ଷୀଙ୍କ ମଳ ସବୁଜ ଦେଖାଯାଉଥିବା ବେଳେ ତରଳ ଥିବା ଉଦ୍ଧାରକାରୀ ଟିମ୍ ପକ୍ଷରୁ କୁହାଯାଇଛି । ଯାହାକୁ ସଂକ୍ରମିତ ପକ୍ଷୀର ଲକ୍ଷଣ ଭାବରେ ଗ୍ରହଣ କରାଯାଇପାରେ ।
Oct 30,2022, 20:51 PM IST
District Collectors
DM answerable for accidents: ରାସ୍ତାର ଖାଲ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ- ହାଇକୋର୍ଟ
ସଡକ ଦୁର୍ଘଟଣାକୁ ନେଇ କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରାସ୍ତାରେ ଖାଲ ପାଇଁ ଯଦି ଦୁର୍ଘଟଣା ହୁଏ, ତେବେ ଏଥିପାଇଁ ଜିଲ୍ଲାପାଳ ଦାୟୀ ହେବେ ବୋଲି କେରଳ ହାଇକୋର୍ଟ କହିଛନ୍ତି ।
Aug 21,2022, 16:28 PM IST
Monkeypox
ମଙ୍କିପକ୍ସ ନେଇ ରାଜ୍ୟ ସରକାରଙ୍କ ତତ୍ପରତା, ୩୦ରେ ହେବ ଉଚ୍ଚସ୍ତରୀୟ ବୈଠକ
Monkeypox: ଆସନ୍ତା ଜୁଲାଇ ୩୦ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଉଚ୍ଚାଧିକାରୀ ମାନେ ଯୋଗଦେବେ ।
Jul 26,2022, 14:48 PM IST
Jharkhand police
ଅଟକାଇବାରୁ ଗାଡ଼ି ମଡାଇଦେଲେ, ଜୀବନ ହରାଇଲେ ୨ ପୋଲିସ ଅଧିକାରୀ
Cop crushed to death: ଜଣେ ଖଣି ମାଫିଆ ଓ ଆଉ ଜଣେ ପିକଅପ ଡ୍ରାଇଭରର ଆକ୍ରାଶର ଶିକାର ହୋଇଛନ୍ତି ଦେଶର ଦୁଇଜଣ ପୋଲିସ କର୍ମଚାରୀ । ଆକ୍ରୋଶର ମୂଲ୍ୟରେ ସେମାନେ ନିଜ ଜୀବନ ହରାଇଛନ୍ତି ।
Jul 20,2022, 15:05 PM IST
Plus two Admission
Jul 16,2022, 15:09 PM IST
Bhubaneswar
ରୁଚିକା ମହାନ୍ତି ଆତ୍ମହତ୍ୟା ଖିଅ କେଉଁଠି? ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଲା ତଦନ୍ତକାରୀ ଟିମ୍
ରବିବାର ନବମ ଦିନରେ ସ୍ୱତନ୍ତ୍ର ଟିମ୍ ତଦନ୍ତ କରିଥିବା ବେଳେ ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଇଛି । ସକାଳେ କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରିଛି । ଏହାସହ ହଷ୍ଟେଲରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଇଛି ।
Jul 10,2022, 15:21 PM IST
Odisha Congress
ଘର ଝିଅ ପାଇଁ ବାହାରିଲେ ସୁର; କହିଲେ, ସୋନିଆ ଫ୍ରି ଛାଡ଼ନ୍ତୁ
ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ସୋନିଆ ଗାନ୍ଧୀ (Sonia Gandhi) ନିର୍ବାଚିତ କରାନ୍ତୁ ବୋଲି ସୁର କହିଛନ୍ତି । ଏପରିକି ସେ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନେବାକୁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି । ଯାହା ଦ୍ୱାରା ଦେଶ ଜଣେ ଭଲ ମହିଳା ରାଷ୍ଟ୍ରପତି ପାଇବ ବୋଲି ସୁର ଉଲ୍ଲେଖ କରିଛନ୍ତି ।
Jun 25,2022, 15:13 PM IST
Pakistan energy crisis
Pakistan energy crisis: ରାତିରେ ବନ୍ଦ ରହିବ ଦୋକାନ ବଜାର
Pakistan energy crisis: ସିନ୍ଧର ପଦକ୍ଷେପକୁ ଦେଖି ପଞ୍ଜାବ ପ୍ରଦେଶ ମଧ୍ୟ ଶକ୍ତି ସଂରକ୍ଷଣ ଏବଂ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଦୋକାନ ବଜାର ସକାଳୁ ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।
Jun 18,2022, 21:53 PM IST
barmer news
डॉ. बामनिया बने मेघवाल समाज शैक्षणिक और शोध संस्थान के अध्यक्ष, जानें क्या कहा
रविवार का दिन सरहदी बाड़मेर में मेघवाल समाज के सबसे बड़े शैक्षणिक केंद्र के लिए महत्वपूर्ण रहा. मेघवाल समाज शैक्षणिक अनुसंधान शोध संस्थान की ओर से अध्यक्ष पद के लिए चुनावों का आयोजन किया गया.
May 29,2022, 22:05 PM IST
ଜାଣନ୍ତୁ କେତୋଟି ଦେଶରେ ବ୍ୟାପିଛି ମଙ୍କିପକ୍ସ, ନେଇପାରେ କୋରୋନା ପରି ମହାମାରୀ ରୂପ!
ବିଶ୍ୱରେ ଦୀର୍ଘଦିନ ଧରି କୋରୋନା ସଂକ୍ରମଣ ହୋଇଥିବା ବେଳେ ଏବେ ବିଭିନ୍ନ ଦେଶରେ ଚିନ୍ତା ବଢ଼ାଇବାରେ ଲାଗିଛି ମଙ୍କିପକ୍ସ (Monkeypox) । ସଂକ୍ରମଣ ବଢ଼ିବା ପରେ ଏହାର ମୁକାବିଲା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମଙ୍କିପକ୍ସ ହେଉଛି ଏକ ଭାଇରାଲ୍ ସଂକ୍ରମଣ ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକାରେ ଅଧିକ ଦେଖାଯାଏ । ନିକଟରେ ମଙ୍କିପକ୍ସ ଭାଇରସ (Monke
May 23,2022, 18:27 PM IST
Mathura Masjid Case
ମଥୁରା କୃଷ୍ଣ ଜନ୍ମଭୂମି ବିବାଦ, ମସଜିଦ ପ୍ରସଙ୍ଗରେ ଶୁଣାଣି ପାଇଁ କୋର୍ଟ ରାଜି
ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଏବେ ଦେଖିବାକୁ ମିଳୁଛି ମନ୍ଦିର ମସଜିଦ ବିବାଦ ।
May 19,2022, 23:02 PM IST
Ujjwala Yojana
Ujjwala Yojana: ଦ୍ୱିତୀୟ ଥର ସିଲିଣ୍ଡର ଭରିନାହାନ୍ତି ୯୦ ଲକ୍ଷ ହିତାଧିକାରୀ
ସୂଚନା ଅଧିକାର କର୍ମୀ ଚନ୍ଦ୍ରଶେଖର ଗୌଡ଼ଙ୍କ ପକ୍ଷରୁ ପ୍ରମୁଖ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଠାରୁ ଆରଟିଆଇ ଯୋଗେ ଅଣାଯାଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି ।
May 13,2022, 14:52 PM IST
Sri Lanka
ଶ୍ରୀଲଙ୍କାରେ ଫେରିଲା ଏମର୍ଜେନସି, ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ
ଶ୍ରୀଲଙ୍କାରେ ଦେଶବ୍ୟାପୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ (Gotabaya Rajapaksa) ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ଇସ୍ତଫା ଦାବି ଜୋର ଧରିଛି। ଉଭୟ ବିରୋଧି ଦଳ ଓ ଜନତାଙ୍କ ବିରୋଧ ପରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
May 7,2022, 14:33 PM IST
Asian Games in China
କୋରୋନା ପାଇଁ ଏସିଆନ୍ ଗେମ୍ସ ସ୍ଥଗିତ!
କୋରୋନା କାୟା ମେଲାଇବାରୁ ଏସିଆନ୍ ଗେମ୍ସକୁ ବାତିଲ କରାଯାଇଥିବା ଚୀନ୍ ପକ୍ଷରୁ କୁହାଯାଇଛି ।
May 6,2022, 22:23 PM IST
Hanuman Chalisa controversy
ହନୁମାନ ଚାଳିଶା ବିବାଦ; ଜେଲରୁ ମୁକୁଳିଲେ ନବନୀତ ରାଣା
ଗତକାଲି ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।
May 5,2022, 22:05 PM IST
Atal Tunnel
ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ସମ୍ମାନ ପାଇଲା ଅଟଳ ଟନେଲ
୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଟନେଲକୁ ୨୦୨୦ ମସିହା ଅକ୍ଟୋବର ୩ ତାରିଖରେ ଉଦଘାଟନ କରାଯାଇଥିଲା
Apr 29,2022, 16:33 PM IST
Odisha Chief Minister
ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ, କ'ଣ ରହିଛି କାର୍ଯ୍ୟକ୍ରମ?
ଶୁକ୍ରବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି। ଶନିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Apr 29,2022, 15:02 PM IST
AIR INDIA
ଏୟାର ଏସିଆ ଅଧିଗ୍ରହଣ କରିବ ଏୟାର ଇଣ୍ଡିଆ!
ଡିସେମ୍ୱର ୨୦୨୦ରେ ଟାଟା ସନ୍ସ ଏୟାର ଏସିଆ ଇଣ୍ଡିଆରେ ନିଜର ଅଂଶଧନକୁ ୮୩.୬୭ ପ୍ରତିଶତକୁ ବୃଦ୍ଧି କରିଛି ।
Apr 27,2022, 23:33 PM IST
Odia Writer Binapani Mohanty
ଚାଲିଗଲେ ଓଡ଼ିଆ ଗଳ୍ପର ପାଟଦେଈ
ନିଜର ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିଲେ ।
Apr 24,2022, 23:33 PM IST
INS Vagsheer
ନୌସେନାରେ ସାମିଲ ହେଲା INS Vagsheer
ମୁମ୍ବାଇର ମାଜାଗନ୍ ଡକ୍ ସିପବିଲ୍ଡର୍ସ ଏହାକୁ ନିର୍ମାଣ କରିଛି ।
Apr 20,2022, 23:08 PM IST
Odisha Bus Fare Hike
ପୁଣି ବଢ଼ିଲା ବସ୍ ଭଡ଼ା
Bus Fare Hike in Odisha: ସେହିପରି ସୁପର ପ୍ରିମିୟମ୍ ବସଭଡ଼ା ୬ ପଇସା ବୃଦ୍ଧି ପାଇ ୨.୫୩ ଟଙ୍କାକୁ ବୃଦ୍ଧି ପାଇଛି । ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Apr 18,2022, 19:39 PM IST
Bankrupt cy in Sri Lanka
ଦେବାଳିଆ ଶ୍ରୀଲଙ୍କା; କାଲି ଠାରୁ ୫ ଦିନ ବନ୍ଦ ରହିବ ଷ୍ଟକ୍ ମାର୍କେଟ
ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଂକଟ ଦେଇ ଗତିକରୁଛି। ଗୋଟିଏ ପଟେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡ଼ିଥିବା ବେଳେ ଅନ୍ୟ ପଟେ ବିଦେଶୀ ରାଷ୍ଟ୍ରରୁ ଆଣିଥିବା ଋଣ ଭାରରେ ବୁଡ଼ି ରହିଛି।
Apr 17,2022, 23:05 PM IST
Udan scheme
'ଉଡାଣ' କୁ ପ୍ରଧାନମନ୍ତ୍ରୀ ଉତ୍କୃଷ୍ଟତା ପୁରସ୍କାର
ବିମାନ ସେବାକୁ ସାଧାରଣ ଲୋକଙ୍କ ପାଇଁ ସହଜରେ ଓ କମ ଦାମରେ ଓ କମ ସମୟରେ ଛୋଟବଡ଼ ସହରରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ୨୦୧୬ରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ।
Apr 16,2022, 22:36 PM IST
tribe
ପ୍ରକୃତିର ଉପାସନାର ପର୍ବ "ସାରହୁଲ୍"
ଆଦିବାସୀ ସମାଜରେ ସାରହୁଲ ପର୍ବର ଗୁରୁତ୍ୱ ଅଧିକ ଥାଏ। ଏହି ପର୍ବରେ ସୂର୍ଯ୍ୟଦେବତାଙ୍କୁ ବାବା ଧର୍ମେଶ ଓ ପୃଥିବୀ ତଥା ଧରିତ୍ରୀ ମାଆଙ୍କୁ ଶାରନା ଭାବେ ଗ୍ରହଣ କରାଯାଏ।
Apr 16,2022, 22:22 PM IST
IPL
ପୁଣି ବାତିଲ ହେବ ଆଇପିଏଲ! ଆସିଲା ଦୁଃଖଦ ଖବର
ଏପରିକି ଯଦି ଚଳିତ ଥର ବି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇକୁ ପ୍ରାୟ ୨ ହଜାର କୋଟି ଟଙ୍କାର କ୍ଷତି ହେବ । ତେବେ ଆଇପିଏଲ ଯୋଗୁଁ ବିସିସିଆଇ (BCCI) ର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ ସରକାରଙ୍କୁ ମଧ୍ୟ ମିଳୁଛି । ବିସିସିଆଇ ୨୦୦୭ ପରଠାରୁ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କା ଟ୍ୟାକ୍ସ ବାବଦକୁ ସରକାରଙ୍କୁ ଦେଇଛି ।
Apr 15,2022, 18:52 PM IST
Ranbir Kapoor
ସାତ ଜନମର ସାଥୀ ହେଲେ ରଣବୀର-ଆଲିୟା
ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି ରଣବୀର-ଆଲିୟା।
Apr 14,2022, 19:00 PM IST
Hate Speech
ହେଟ୍ ସ୍ପିଚ ମାମଲା; ଅକବରୁଦ୍ଦିନ ଓୱେସି ଦୋଷ ମୁକ୍ତ
ସ୍ୱତନ୍ତ୍ର କୋର୍ଟ କହିଛନ୍ତି, ଆକବରଉଦ୍ଦିନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ପ୍ରମାଣ ଦେବାରେ ବିପକ୍ଷ ବିଫଳ ହୋଇଛି ।
Apr 13,2022, 22:44 PM IST
ISRO
ପରସ୍ପରର ସାଟେଲାଇଟ୍ ସୁରକ୍ଷା କରିବେ ଭାରତ-ଆମେରିକା, ସ୍ୱାକ୍ଷରିତ ହେବ ଚୁକ୍ତି
ଦୀର୍ଘ ୫ବର୍ଷର ପ୍ରୟାସ ପରେ ଶେଷରେ ଭାରତ ଏବଂ ଆମେରିକା ସ୍ପେସ୍ ସିଟୁଏସନାଲ୍ ଆୱାରନେସ (SSA) ବୁଝାମଣା ପତ୍ର ସ୍ୱାକ୍ଷରିତ କରିବେ।
Apr 11,2022, 23:08 PM IST
Jharkhand news
ରୋପୱେ ଟ୍ରାଜେଡି: ଆକାଶରୁ ଖସି ୨ମୃତ, ଫସି ରହିଛନ୍ତି ୩୦ରୁ ଅଧିକ
ଝାଡ଼ଖଣ୍ଡର ଦେଓଘର ନିକଟସ୍ଥ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପ ୱେ ଦୁର୍ଘଟଣା ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୩୦ରୁ ଅଧିକ ଫସି ରହିଛନ୍ତି। ଭାରତୀୟ ବାୟୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ।
Apr 11,2022, 16:10 PM IST
Indian railways
କିପରି ଦେଖିବେ ବାତିଲ ଟ୍ରେନ୍ ତାଲିକା? ପଢ଼ନ୍ତୁ ପୂରା ଖବର
ଆଜି ରେଳବାଇ ପକ୍ଷରୁ ମୋଟ ୨୩୭ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ୨୦୭ ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଛି। ୩୦ଟି ଟ୍ରେନ ଆଂଶିକ ବାତିଲ ହୋଇଛି।
Apr 10,2022, 20:09 PM IST
IPL 2022
IPL 2022: ଧୋନିଙ୍କ ନୂଆ ରେକର୍ଡ, ଜାଣନ୍ତୁ କ'ଣ?
IPL 2022: ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱିକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇଛି ।
Apr 3,2022, 21:46 PM IST
odisha budget
ଆଜି ବିଧାନସଭାରେ କାମଚଳା ବଜେଟ୍; ଜାଣନ୍ତୁ, କେଉଁ ବିଭାଗକୁ କେତେ?
ମୋଟ କାମଚଳା ବଜେଟ୍ ଆକାର ପ୍ରାୟ ୬୦ ହଜାର କୋଟି ଟଙ୍କା ଛୁଇଁପାରେ ବୋଲି ଆକଳନ କରାଯାଇଛି। ଚଳିତ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ମିଳିପାରେ। ବିଶେଷକରି କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ବ୍ୟାପକ ବ୍ୟୟବରାଦ କରାଯିବ।
Mar 30,2022, 8:49 AM IST
Amarnath
ଅମରନାଥ ଯାତ୍ରା; ଏହି ରୁଟ୍ ଦେଇ ଗଲେ ହେବନି ସମସ୍ୟା
ଜମ୍ମୁକାଶ୍ମୀର ଲେଫନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛିଦିନ ତଳେ କରାଯାଇଥିବା ଏକ ଟ୍ୱିଟରେ ଅମରନାଥ ଯାତ୍ରା ଆରମ୍ଭ ନେଇ କୁହାଯାଇଛି । ଅମରନାଥ ଯାତ୍ରା ଆରମ୍ଭ ନେଇ ବୋର୍ଡ ପକ୍ଷରୁ ଏକ ବୈଠକ ବସିଥିଲା ।
Mar 29,2022, 14:18 PM IST
Amarnath Yatra
ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେତେ ଦୁଃସାହସିକ ହୋଇଥାଏ ଏହି ଯାତ୍ରା
Amarnath Yatra: ପ୍ରଚଳିତ ପ୍ରଥା ଅନୁସାରେ ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମାରେ (Raksha Bandha) ଶେଷ ହେବାର ପରମ୍ପରା ରହିଛି । ଏନେଇ ଆଜି ଜମ୍ମୁ କାଶ୍ମୀର (Jammu and Kashmir) ଲେଫନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
Mar 27,2022, 21:53 PM IST
suresh raina
'ସ୍ପୋର୍ଟସ ଆଇକନ୍' ପୁରସ୍କାରରେ ସମ୍ମାନିତ ହେଲେ ରାଇନା
ନିଜ କ୍ରିକେଟ କ୍ୟାରିୟରରେ ବିଭିନ୍ନ ସଫଳତା ପାଇଁ ରାଇନାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।ବାଂଲାଦେଶର ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ମହମ୍ମଦ ଜାହିର ଅହସାନ ରସେଲଙ୍କ ଉପସ୍ଥିତିରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
Mar 20,2022, 16:50 PM IST
Pakhala Dibasa
World Pakhala Day: ମାଟି ପିଣ୍ଡାରୁ ହୋଟେଲ ମେନୁ, କାହିଁକି ଲୋକପ୍ରିୟ ହେଲା 'ପଖାଳ'?
ଓଡ଼ିଶାରେ ସାଧାରଣତଃ ଲୋକମାନେ ଭାତ ଖାଇଥାନ୍ତି । ଏହି ଭାତକୁ ଅଧିକ ଦିନ ରଖିବା ପାଇଁ ଏହାକୁ ପାଣିରେ ଭିଜାଇ ରଖାଯାଇଥାଏ । ଯାହାକୁ ପରେ ଖାଇହୁଏ । ଧନୀ ଗରିବ ସମସ୍ତଙ୍କ ପାଇଁ ସେହି ସମାନ ଫର୍ମୁଲା ।
Mar 20,2022, 9:00 AM IST
Women
ସୁନ୍ଦରୀଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ
୪ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ପ୍ରାୟ ଅଧା ଲୋକ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରକୁ ଡେଇଁପଡ଼ିଛନ୍ତି। ଏପରିକି କିଭର ମହିଳା ଓ ତରୁଣୀମାନେ ମଧ୍ୟ ବନ୍ଧୁକ ଧରି ମାତୃଭୂମିର ସୁରକ୍ଷାରେ ନିଜକୁ ନିୟୋଜିତ କରିଛନ୍ତି।
Mar 15,2022, 7:42 AM IST
Roscosmos
ମହାକାଶରେ ଋଷ-ୟୁକ୍ରେନ ଯୁଦ୍ଧ, ଖସି ପଡ଼ିବ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ!
ଯଦି ଋଷ ନିଜକୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ଅଲଗା କରେ, ତେବେ ୫୦୦ ଟନ୍ ଓଜନ ବିଶିଷ୍ଟ ସ୍ପେସ୍ ଷ୍ଟେସନର ଅସ୍ତିତ୍ୱ ଲୋପ ପାଇବ। ପୃଥିବୀର ଯେଉଁ ଅଂଶରେ ସ୍ପେସ୍ ଷ୍ଟେସନ୍ ପଡ଼ିବ, ସେହି ଅଞ୍ଚଳ ରସାତଳକୁ ଯାଇପାରେ।
Mar 13,2022, 11:32 AM IST
Paytm
ଆପଣ ବି Paytm ବ୍ୟବହାର କରୁଛନ୍ତି କି? RBIର ରୋକ ପରେ ଏମିତି କହିଲା କମ୍ପାନୀ
ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ (Paytm Payments Bank)ଉପରେ ରୋକ ଲଗାଇଲା ଭାରତୀୟ ରିର୍ଜଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ର ଧାରା ୩୫(A) ଅଧୀନରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ ବିରୋଧରେ RBIକାର୍ଯ୍ୟାନୁଷ୍ଠାନ ନେଇଛି । ତେବେ କାରଣ କ'ଣ ଅଧିକ ପଢନ୍ତୁ ।
Mar 13,2022, 10:15 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.