Advertisement

Railway Minister

alt
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବା ପରେ ପୁରୀ ରେଳଷ୍ଟେସନରେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ପୁରୀରେ ଜାରି ରହିଥିବା ରେଳଷ୍ଟେସନ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।୧୨୪ କୋଟି ୮୯ ଲକ୍ଷଟଙ୍କା ବ୍ୟୟ ଅଟକଳରେ ପୁରୀରେ ଜାରି ରହିଛି ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ ।୩୦ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ଲାଗି ଟାର୍ଗେଟ ରହିଛି। ନିର୍ମାଣ କାର୍ଯ୍ୟ ସରିବା ପରେ ଅତ୍ୟାଧୁନିକ ସୁବିଧା ପାଇପାରିବେ ରେଳଯାତ୍ରୀ । ପୁରୀ ରେଳ ଷ୍ଟେସନରେ ମୋଦିଜୀଙ୍କ ସ୍ବପ୍ନ ଅନୁଯାୟୀ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ରେଳ ଷ୍ଟେସନର ତିନିଟି ଫ୍ଲୋର କ
Feb 15,2024, 12:26 PM IST
Read More

Trending news