Video: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱରର କପିଳାପ୍ରସାଦରେ ମୂର୍ତ୍ତୀ ଗଢୁଥିବା କାରିଗରମାନଙ୍କୁ ଭେଟି ସେମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ରେଳ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ଏହାର ଉପକାରିତା ବିଷୟରେ କହିଥିଲେ। ମନ୍ତ୍ରୀ କହିଥିଲେ ଯେ, କାରିଗର ଏବଂ କୁଶଳୀ ଶ୍ରମିକମାନଙ୍କୁ ବିଶ୍ୱକର୍ମା ସମ୍ପ୍ରଦାୟର ଆର୍ଥିକ ସହାୟତା ଯୋଗାଇବା ପାଇଁ ଏକ କେନ୍ଦ୍ର ସରକାରୀ ଯୋଜନା ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.