Advertisement

Odisha news

alt
Anshuman Mohanty: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ମହାପ୍ରଭୁଙ୍କ ଆଶିର୍ବାଦ ନେବାକୁ ପୁରୀକୁ ପ୍ରାର୍ଥିଙ୍କ ସୂଅ ଛୁଟିଛି। ଗତକାଲି ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଜଣାଶୁଣା ଦଳର ସାଂଗଠନିକ ସଂପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମହାପ୍ରଭୁଙ୍କ ଆଶିର୍ବାଦ ନେଇଥିଲେ। ତେବେ ଆଜି କେନ୍ଦ୍ରାପଡାର ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି। ଅଂଶୁମାନ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଲଢିବେ। ସେପଟେ ନବରଙ୍ଗପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀନୀ କୌଶଲ୍ଯା ପ୍ରଧାନୀ ମଧ୍ୟ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କର
Mar 29,2024, 19:26 PM IST
alt
Mar 29,2024, 10:33 AM IST
alt
Mar 27,2024, 11:52 AM IST
alt
ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମରଶରୀର।ଦାମ ରାଉତ ଅମର ରହେ ଧ୍ୱନୀରେ କମ୍ପିଲା ସ୍ଵର୍ଗଦ୍ଵାର।ପୁରୀ ସ୍ଵର୍ଗଦ୍ଵାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଦାମୋଦର ରାଉତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ରାତ୍ର ପ୍ରାୟ ୧୧ ଟା ୩୦ ରେ ତାଙ୍କୁ ତାଙ୍କ ବଡ ପୁଅ ସମ୍ବିତ ରାଉତ ମୁଖାଗ୍ନି ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ ।ସ୍ଵର୍ଗଦ୍ଵାର ଠାରେ ପୁରୀ ଏସପି ପିନାକ ମିଶ୍ର ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଜିଲ୍ଲା ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
Mar 23,2024, 13:29 PM IST
Read More

Trending news