trendingNowFive2001332

Crime news

alt
ଗତ କାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ ପେଟ୍ରୋଲିଙ୍ଗ କରିବା ସମୟ ରେ ଅସୁରେଶ୍ୱର ଠାରେ ଜଗସିଂହପୁର ଜିଲ୍ଲା ତିର୍ତୋଲ ଅଂଚଳ ର ଦୁର୍ଦାନ୍ତ ଅପରାଧୀ ଲିପୁ /ସୁଶାନ୍ତ ସାହୁ /ଯାହା ନାମେ ରେ ବିଭିନ୍ନ ଥାନା ରେ 54ଟି ସଂଗୀନ କେଶ ରହିଛି, ସେ ଆଉ ତା ସହଯୋଗୀ ମିଶି ଅପରାଧ କରିବା ପାଇଁ ପ୍ଲାନ କରୁଥିବା ବେଳେ ନିଶ୍ଚିନ୍ତକୋଇଲି ଥାନା si ତପନ ନାୟକ ଏବଂ ପୋଲିସ ଷ୍ଟାଫ ଚଢ଼ାଉ କରିବା ସମୟ ରେ ଲିପୁ /ସୁଶାନ୍ତସାହୁ ପ୍ରଥମେ ପୋଲିସ ଉପର କୁ ଦୁଇ ରାଉଣ୍ଡ ଗୁଳି ଚଲାଇ ଥିଲା ନିଜକୁ ରକ୍ଷା କରିବା ପାଇଁ si ତପନ ନାୟକ ଲିପୁ ଉପରକୁ ଗୋଟେ ରାଉଣ୍ଡ ଗୁଳି କରିଥିଲେ ଯାହା ଫଳରେ ଅପରାଧୀ ଲିପୁ ର ବମ ଗୋଡ ରେ ଗୁଳି ବାଜିଥିଲା, ତାକୁ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ କେନ୍ଦ୍ର ନିଆଯାଇଥିଲା ପରେ ତାକୁ କଟକ ବ
Dec 3,2023, 12:52 PM IST
Read More

Trending news