Advertisement

Vastu Tips For Home

alt
New Year Vastu Tips: ରାଶିଫଳ ପରି ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ମଧ୍ୟ ଅନେକ ମହତ୍ୱ ଓ ଗୁରୁତ୍ୱ ରହିଛି। ଘରର କବାଟ ହେଉ ବା ଝରକା ଏବଂ ଏଥିରେ ରଖାଯାଇଥିବା ଜିନିଷଗୁଡ଼ିକ ଯୋଗୁଁ ବାସ୍ତୁଶାସ୍ତ୍ରରେ ତ୍ରୁଟି ବା ସମସ୍ୟା ଦେଖାଦେଇଥାଏ । ବାସ୍ତୁ ତ୍ରୁଟି ମୁଖ୍ୟତଃ ଜଣେ ବ୍ୟକ୍ତିର ରୋଜଗାର ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ବାସ୍ତୁ ତ୍ରୁଟି ହେତୁ ଘରେ ଟଙ୍କା ଅଭାବ ଦେଖାଦେଇଥାଏ। ଜଣେ ବ୍ୟକ୍ତିର ଜୀବନ ଦୁଃଖ ଏବଂ ଦାରିଦ୍ରରେ ପରିପୂର୍ଣ୍ଣ ହୋଇଯାଏ। ଏହି କାରଣରୁ ମାତା ଲକ୍ଷ୍ମୀ ସେ ଘରେ ବାସ କରିବାକୁ ଭଲ ପାଆନ୍ତି ନାହିଁ। ଏହାର କାରଣ ହେଉଛି କିଛି ଜିନିଷକୁ ଏମିତି ଭାବେ ପରିତ୍ୟକ୍ତ ଭାବେ ରଖାଯାଏ ଯାହାର କୌଣସି ବ୍ୟବହାର ନଥାଏ। ତେବେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ଏହି ଜିନିଷଗୁଡିକ ଘରୁ ବାହାରୁ କାଢିନିଅନ୍ତୁ।   
Dec 15,2023, 15:30 PM IST
alt
ବାସ୍ତୁଶାସ୍ତ୍ର ଅନୁସାରେ ଘରର ସଠିକ୍ ସ୍ଥାନରେ ବା ଦିଗରେ ଯଦି ଡଷ୍ଟବିନ୍ ନରୁହେ ତାହେଲେ ଜୀବନରେ ଅନେକ ସମସ୍ୟା ଆସିପାରେ । ଏମିତିକି ଆର୍ଥିକ ସମସ୍ୟା ଅଧିକ ଦେଖାଦିଏ । ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ଆପଣାଇବା ଦ୍ବାରା ଭବିଷ୍ୟତ ଉଜ୍ବଳ ହୋଇଥାଏ । ଏବଂ ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି । ଘରେ ଅନେକ ଜିନିଷକୁ ସଠିକ୍ ସ୍ଥାନରେ ରଖିବା ଦ୍ବାରା ମଧ୍ୟ କିଛି ସମସ୍ୟା ଦୂରେଇ ଯାଏ । ଯଦି ଭୁଲ୍ ସ୍ଥାନରେ ଘରର ଜିନିଷ ରଖୁଛନ୍ତି ତାହେଲେ ଜୀବନରେ କଷ୍ଟ ଆସିପାରେ । ଆଉ ଯଦି ଘରେ ଭୁଲ୍ ସ୍ଥାନରେ ଡଷ୍ଟବିନ୍ ରଖୁଛନ୍ତି ତାହେଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହାସହ ବ୍ୟକ୍ତି ଆର୍ଥିକ ସଙ୍କଟ ଦେଇ ଗତି କରେ । ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଡ଼
Nov 15,2023, 17:26 PM IST
alt
Oct 29,2023, 19:52 PM IST
alt
ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ ଦ୍ୱାରା ଆମ ଜୀବନରେ ଶାନ୍ତି ଓ ସମୃଦ୍ଧି ଆସିଥାଏ । ତେବେ ବାସ୍ତୁ ନିୟମ କହିଲେ କେବଳ ଘରର କୋଣ ନୁହେଁ । ବାସ୍ତୁଶାସ୍ତ୍ରରେ ମଧ୍ଯ ରଙ୍ଗର ପ୍ରଭାବ ବାବଦରେ କୁହାଯାଇଛି । କେଉଁ ରଙ୍ଗ ସକରାତ୍ମକ ଶକ୍ତି ଟାଣେ କିଏ ନକରାତ୍ମକ ଶକ୍ତିକୁ ଘର ଭିତରୁ ଆଣେ ସେବାବଦରେ କୁହେ ବାସ୍ତୁଶାସ୍ତ୍ର । ବାସ୍ତୁଶାସ୍ତ୍ର ଅନୁସାରେ ଲୋକଙ୍କ ଘରେ ରଖାଯାଇଥିବା ଜିନିଷଗୁଡ଼ିକ ସେମାନଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଘରେ ଥିବା ବସ୍ତୁର ଦିଗ, ସେଗୁଡିକ କିପରି ରଖାଯାଏ ଏବଂ ସେମାନଙ୍କର ରଙ୍ଗ ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଏପରିକି ଜିନିଷର ରଙ୍ଗ ଲୋକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ । ଘର ମଧ୍ୟରେ ସକରାତ୍ମକ ଶକ୍ତି ପ୍ରବାହକୁ ଜାରି ରଖିବା ଏବଂ ସୁସ୍ଥ ଜୀବନଯାପନ କରିବା ପାଇ
Oct 22,2023, 17:13 PM IST
alt
Vastu Tips: ସମସ୍ତେ ଚାହାନ୍ତି ନିଜ ଛାତ ତଳେ ଶାନ୍ତିର ସହିତ ଜୀବନ । ବାସ୍ତୁଶାସ୍ତ୍ର ଅନୁସାରେ ଘର କେବଳ ଆମକୁ ରହିବାକୁ ସ୍ଥାନ ପ୍ରଦାନ କରେନାହିଁ,ଘର ଭିତର ଓ ଆଖପାଖର ଶକ୍ତି ମଧ୍ଯ ଆମ ଜୀବନକୁ ପ୍ରଭାବିତ କରିଥାଏ । ତେଣୁ ଭଲ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ତଥା ସମୃଦ୍ଧି ପାଇଁ ଘରେ ପଂଚତତ୍ୱର ସନ୍ତୁଳନର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଘର ବାସ୍ତୁଦୋଷ ଥିଲେ ଜୀବନରେ ଅସ୍ଥିରତା ଲାଗି ରହିଥାଏ । ଆମଦାନୀ କମ ହୁଏ । ଖର୍ଚ୍ଚ ବଢିଥାଏ । ଏହା ସହିତ ଆକସ୍ମିକ ବିପଦ ପଡିଥାଏ । ଘରେ ବାସ୍ତୁଦୋଷ ରହିବା ଦ୍ୱାରା ପରିବାର ସଦସ୍ୟ ସବୁବେଳେ ରୋଗଗସ୍ତ ହୁଅନ୍ତି । ତେଣୁ ଘରର କୋଣ ପ୍ରତି ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା କେଉଁ କୋଣରେ ସମସ୍ୟା ଥିଲେ କ’ଣ ସମସ୍ୟା ସୃଷ୍ଟି ହୁଏ ।
Oct 14,2023, 12:15 PM IST
Read More

Trending news