trendingNowFive2000819

Vastu tips News

alt
ତମ୍ବା ସୂର୍ଯ୍ୟ ଘରେ ଅଫିସରେ କେଉଁଠି ଲଗାଇବା ଉଚିତ । ଏବଂ ଏହା ଲଗାଇବା ଦ୍ବାରା କଣ ଲାଭ ମିଳିଥାଏ । ଯାହାଦ୍ବାରା ଆଜିକାଲି ଏହାର ପ୍ରଚଳନ ବଢ଼ିବାରେ ଲାଗିଛି । ଆସନ୍ତୁ ଜାଣିବା ଏହାକୁ ଲଗାଇବାର ଫାଇଦା ଏବଂ ନିୟମ । ଘରେ ତମ୍ବାର ସୂର୍ଯ୍ୟ ଘରେ ଲଗାଇବା ଦ୍ବାରା ଘରୁ ନକାରାତ୍ମକତା ଦୂର ହୁଏ । ଯାହା ବାସ୍ତୁର ଏକ ପ୍ରମୁଖ ନିୟମ । କିନ୍ତୁ ଏହା ସଠିକ୍ ସ୍ଥାନରେ ଲାଗିବା ଉଚିତ୍ । ତମ୍ବା ସୂର୍ଯ୍ୟ ସକାରାତ୍ମକ ପ୍ରଭାବକୁ ବଢ଼ାଇଥାଏ । ନକାରାତ୍ମକତାକୁ ଦୂର କରେ । ଆସନ୍ତୁ ଜାଣିବା ଘରର କେଉଁଠି ତମ୍ବା ସୂର୍ଯ୍ୟ ଲଗାଇବେ ଏବଂ ଏହାକୁ ଲଗାଇବା ଦ୍ବାରା କଣ ଲାଭ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହେଉ କିମ୍ବା ଅଫିସରେ ତମ୍ବା ସୂର୍ଯ୍ୟ ଲଗାଇବା ଦ୍ବାରା ସମ୍ମାନ ପ୍ରାପ୍ତି ହୋଇଥାଏ । ପ୍ରଭାବଶାଳୀ ଲୋକଙ୍କ ସହ ଆପଣଙ୍କ ସମ
Nov 26,2023, 16:00 PM IST
alt
ବାସ୍ତୁଶାସ୍ତ୍ର ଅନୁସାରେ ଘରର ସଠିକ୍ ସ୍ଥାନରେ ବା ଦିଗରେ ଯଦି ଡଷ୍ଟବିନ୍ ନରୁହେ ତାହେଲେ ଜୀବନରେ ଅନେକ ସମସ୍ୟା ଆସିପାରେ । ଏମିତିକି ଆର୍ଥିକ ସମସ୍ୟା ଅଧିକ ଦେଖାଦିଏ । ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ଆପଣାଇବା ଦ୍ବାରା ଭବିଷ୍ୟତ ଉଜ୍ବଳ ହୋଇଥାଏ । ଏବଂ ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି । ଘରେ ଅନେକ ଜିନିଷକୁ ସଠିକ୍ ସ୍ଥାନରେ ରଖିବା ଦ୍ବାରା ମଧ୍ୟ କିଛି ସମସ୍ୟା ଦୂରେଇ ଯାଏ । ଯଦି ଭୁଲ୍ ସ୍ଥାନରେ ଘରର ଜିନିଷ ରଖୁଛନ୍ତି ତାହେଲେ ଜୀବନରେ କଷ୍ଟ ଆସିପାରେ । ଆଉ ଯଦି ଘରେ ଭୁଲ୍ ସ୍ଥାନରେ ଡଷ୍ଟବିନ୍ ରଖୁଛନ୍ତି ତାହେଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହାସହ ବ୍ୟକ୍ତି ଆର୍ଥିକ ସଙ୍କଟ ଦେଇ ଗତି କରେ । ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଡ଼
Nov 15,2023, 17:26 PM IST
Read More

Trending news