Odia Panchang 27th July 2024
Panchang 27th July 2024: ପଞ୍ଚାଙ୍ଗରେ ଶୁଭ ସମୟ ଦେଖି ଘରୁ ବାହାରନ୍ତୁ
Panchang Today 27th July 2024: କେଉଁ ଜିନିଷ ଖାଇବା ମନା ଏବଂ କେଉଁ ସମୟ ଶୁଭ ଜାଣନ୍ତୁ ପଞ୍ଚାଙ୍ଗରେ
Jul 26,2024, 22:51 PM IST
Accident News
ବ୍ରହ୍ମଗିରି-ପୁରୀ ରାସ୍ତାରେ ଦୁର୍ଘଟଣା, ଓଲଟିଲା ବସ୍
ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ହେଲପର ଏବଂ ଡ୍ରାଇଭର । ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବସ୍ ନିକଟକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
Jul 26,2024, 22:30 PM IST
Odia News
୧୩ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି: ବନ୍ୟା ସ୍ଥିତି ନେଇ ସଜାଗ ରୁହନ୍ତୁ
ପ୍ରତି ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବା ନେଇ ଅବଗତ କରିବାକୁ ନିର୍ଦ୍ଦେଶ ମିଳିଛି । ୧୩ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ।
Jul 26,2024, 22:09 PM IST
NEET-UG Exam 2024
NEET-UG Exam Results 2024: ପ୍ରକାଶ ପାଇଲା ସଂଶୋଧିତ ଫଳାଫଳ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଫଳ ପ୍ରକାଶ କରିଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ NTA । exams.nta.ac.in. ମାଧ୍ୟମରେ ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଦେଖିପାରିବେ ।
Jul 26,2024, 21:39 PM IST
Lucky Zodiac Sign
Lucky Zodiac Sign: ୨୭ ଜୁଲାଇ ଶନିବାର, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 27 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦିନଟିରେ ଗଠିତ ଶୁଭ ଯୋଗରୁ ବିଶେଷକରି ୫ ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ତେବେ କେଉଁ ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Jul 26,2024, 20:43 PM IST
Agniveer
ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ପୁଲିସରେ ୧୦ ପ୍ରତିଶତ ଆରକ୍ଷଣ, ୫ ବର୍ଷ ବୟସସୀମା କୋହଳ
ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି, ‘ଭାରତୀୟ ସେନାରେ ଥିବା ଅଗ୍ନିବୀର ମାନେ ଯଥେଷ୍ଟ ଦକ୍ଷତା ହାସଲ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଏକ ଯୁଗାନ୍ତକାରୀ ଯୋଜନା।
Jul 26,2024, 20:32 PM IST
Important notice
ଜୁଲାଇ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ
ଜୁଲାଇ ୨୯ ତାରିଖ ସୋମବାର ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ ।
Jul 26,2024, 19:34 PM IST
Odisha Politics
ଆଳୁ ପାଇଁ ମମତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି
ତୁରନ୍ତ ବୁଝାମଣା କରି ସମାଧାନ ପାଇଁ ଉଦ୍ୟମ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।
Jul 26,2024, 19:06 PM IST
crime news
ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ, ୬ ଜଣଙ୍କୁ ଧରିଲା ପୋଲିସ
ଟିଟିଲାଗଡ଼ରେ ପୋଲିସ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ପିକଅପ ଭ୍ୟାନ ପୋଲିସର ସନ୍ଦେହ ଘେରକୁ ଆସିଥିଲା । ପୋଲିସ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ, ଗାଡିରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଛି ।
Jul 26,2024, 18:03 PM IST
Jollywood news
ଏମିତି ବି ମୃତ୍ୟୁ ଆସେ, ନୃତ୍ୟ ଶିଖାଇବା ସମୟରେ ନିର୍ଦ୍ଦେଶକଙ୍କୁ ହୃଦଘାତ
ଚଳିତ ଯାତ୍ରା ସିଜନ ପାଇଁ ସାଥୀ କଳାକାରଙ୍କୁ ନୃତ୍ୟ ଶିଖାଉଥିବା ସମୟରେ ହୃଦଘାତରେ ଟଳିପଡିଛନ୍ତି ନୃତ୍ୟ ନିର୍ଦ୍ଦେଶକ । ଘଟଣା ଘଟିଛି ପାଣିକୋଇଲି ଷଠିପୁର ସ୍ଥିତ ‘ଯାତ୍ରା ଯାଜ୍ଞସେନୀ’ର ଆଖଡ଼ା ଶାଳରେ ।
Jul 26,2024, 17:38 PM IST
mangal gochar 2024
Mangal Gochar 2024: ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩ ରାଶିର ଭାଗ୍ୟରେ ଧନର ବର୍ଷା
Mangal Gochar 2024: ଜୁଲାଇ ୨୭ ଶନିବାର ଦିନ ମଙ୍ଗଳ ସୂର୍ଯ୍ୟଙ୍କ କୃତିକି ନକ୍ଷତ୍ର ଛାଡି ଚନ୍ଦ୍ରଙ୍କ ନକ୍ଷତ୍ର ରୋହିଣୀରେ ଚଳନ କରିବେ । ରୋହିଣୀ ନକ୍ଷତ୍ରରେ ମଙ୍ଗଳଙ୍କ ଚଳନ ପ୍ରଭାବରୁ କେଉଁ ୩ଟି ରାଶି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Jul 26,2024, 17:01 PM IST
top 10 news today
Top 10 News Today: ଫେରିଗଲା ଶତାଧିକ ଆଳୁ ଟ୍ରକ ଖବର ସହ ଅନ୍ୟ ଅପଡେଟ୍
Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର
Jul 26,2024, 16:06 PM IST
Odisha Budget 2024
Budget 2024: ଓଡ଼ିଆ ସିନେମା ବଜେଟ୍ ନେଇ ଚିନ୍ତା ପ୍ରକଟ କଲେ କଳାକାର
Entertainment News: ବଜେଟ୍ ଏବଂ ସିନେମା ଶିଳ୍ପକୁ ନେଇ ଓଲିଉଡ କଳାକାରମାନେ କିପରି ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା ।
Jul 26,2024, 15:24 PM IST
୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଭୁବନେଶ୍ୱର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ
ଆଜିର ବଜେଟରେ ମେଟ୍ରୋ ପାଇଁ ୧ ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି ରାଜ୍ୟ ସରକାର ।
Jul 25,2024, 22:41 PM IST
Ayodhya news
Ayodhya News: ଅଯୋଧ୍ୟା ରାମ ମନ୍ଦିରରେ ସୁନା ଓ ରୂପା ବର୍ଷା କରୁଛନ୍ତି ଭକ୍ତ
ପୁରା ଦିନର ଦାନ ସଂଖ୍ୟା ଏବଂ ପରିମାଣର ହିସାବ ତିଆରି କରିବା ପରେ, ଅଳଙ୍କାରଗୁଡ଼ିକ ଲକରରେ ଜମା ହୋଇଥାଏ । ଏଥିପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏକ ଲକର ତିଆରି କରାଯାଇଛି।
Jul 25,2024, 22:18 PM IST
IOCL Recruitment 2024
IOCL Recruitment 2024: ଭାରତୀୟ ତୈଳ ନିଗମରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ
IOCL Recruitment 2024: ଆବେଦନ ପରେ ୧୦ ସେପ୍ଟେମ୍ୱର ୨୦୨୪ରେ ଇ-ଆଡମିଟ୍ କାର୍ଡ ରିଲିଜ୍ କରାଯିବ । ପରେ ସେପ୍ଟେମ୍ୱର ମାସରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ । ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।
Jul 25,2024, 21:40 PM IST
budget 2024
ହଟିଲା 'ମୋ ସ୍କୁଲ୍' ନାଁ, ଏବେ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'
ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା ତଥା ଡ୍ରପଆଉଟ ରୋକିବା ପାଇଁ ‘ମାଧୋ ସିଂ ହାତ ଖର୍ଚ୍ଚ’ ନାମରେ ଏକ ନୂଆ ଯୋଜନା ପ୍ରସ୍ତୁତ ହୋଇଛି ।
Jul 25,2024, 20:54 PM IST
Lucky Zodiac Sign: ୨୬ ଜୁଲାଇ ଶୁକ୍ରବାର ଦିନ ରବି ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 26 July 2024 : ୨୬ ଜୁଲାଇ ଶୁକ୍ରବାର କେଉଁ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Jul 25,2024, 20:31 PM IST
president draupadi murmu
ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କଲେ ଦ୍ରୌପଦୀ ମୁର୍ମୁ
୨୫ ଜୁଲାଇ ୨୦୨୨ ରେ ରାଷ୍ଟ୍ରପତି ଭାବେ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ଡ଼ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରିୟ ବିଦ୍ୟାଳୟରେ ପହଞ୍ଚି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଅଭିଜ୍ଞତା ସହ ପ୍ରକୃତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଶିକ୍ଷା ପ୍ରଦାନ କରିଥିଲେ।
Jul 25,2024, 18:57 PM IST
Odisha Budget 2024: ପୂର୍ବଥର ଅପେକ୍ଷା ବଢିଲା କୃଷି ବଜେଟ୍, ଜାଣନ୍ତୁ କିପରି ଖର୍ଚ୍ଚ ହେବ ଅର୍ଥ
କୃଷିକ୍ଷେତ୍ରରେ ୨୦୨୪-୨୫ ବର୍ଷ ପାଇଁ ୩୩,୯୧୯ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ଏଥିସହ କୃଷିକ୍ଷେତ୍ରରେ ବ୍ୟାପକ ସୁବିଧା କୃଷକଙ୍କୁ ଯୋଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Jul 25,2024, 18:36 PM IST
surya gochar 2024
Surya Gochar 2024: ଅଗଷ୍ଟ ୧୬ରେ ପାପ ଗ୍ରହ ନକ୍ଷତ୍ରରେ ସୂର୍ଯ୍ୟ ଚଳନ, ୩ଟି ରାଶିକୁ ଆର୍ଥିକ ଲାଭ
Surya Gochar 2024: ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ କହିବାନୁସାରେ, ସୂର୍ଯ୍ୟଦେବ ଅଗଷ୍ଟ ୧୬ ରେ ସନ୍ଧ୍ୟା ୭ଟା୫୩ ରେ ମଘା ନକ୍ଷତ୍ରରେ ଚଳନ କରିବାକୁ ଯାଉଛନ୍ତି । ମଘା ନକ୍ଷତ୍ର ହେଉଛି ୨୭ ନକ୍ଷତ୍ର ମଧ୍ୟରୁ ଦଶମ ନକ୍ଷତ୍ର, ଯାହାର ଆରାଧ୍ୟ କେତୁଙ୍କ ସହିତ ସିଂହ । ଏହି ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନରୁ ପ୍ରଭାବ ଦ୍ୱିଗୁଣିତ ହେବାକୁ ଯାଉଛି ।
Jul 25,2024, 16:52 PM IST
Top 10 News Today: ରାଜ୍ୟ ବଜେଟ୍ ଖବର ସହ ଅନ୍ୟ ଅପଡେଟ୍
Jul 25,2024, 15:54 PM IST
BSNL recharge plan
BSNL ଆଣିଲା ଜବରଦସ୍ତ ପ୍ଲାନ, ବର୍ଷେ ପର୍ଯ୍ୟନ୍ତ ଟେନସନ ଫ୍ରି !
BSNL Recharge plan: BSNL ଭଲ ରିଚାର୍ଜ ପ୍ଲାନ ପ୍ରସ୍ତୁତ କରିଛି । ଏହି ପ୍ଲାନ ଗୁଡିକ ବହୁତ ଶସ୍ତା ଏବଂ ଆପଣ ଏଥିରେ ଭଲ ଅଫର ମଧ୍ୟ ପାଇବେ । BSNL ହେଉଛି ଏକମାତ୍ର କମ୍ପାନୀ ଯାହା ଶସ୍ତା ଏବଂ ସର୍ବୋତ୍ତମ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି ।
Jul 25,2024, 15:05 PM IST
BJP MP Bhartruhari Mahtab
ବଜେଟର ଆକର୍ଷଣ ବିଷୟରେ ବର୍ଣ୍ଣନା କଲେ ବିଜେପି ସାଂସଦ ଭର୍ତ୍ତୁହରୀ ମହତାବ
ମହତାବ କହିଛନ୍ତି ଯେ, ୧.୪୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ ଭାରତର ଜନସଂଖ୍ୟା ଡିଭିଡେଣ୍ଡର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।
Jul 24,2024, 22:33 PM IST
Income Tax Day
Income Tax Day: ରାଜଧାନୀରେ ୧୬୫ ତମ ଆୟକର ଦିବସ ପାଳିତ
ଆୟକର ଦିବସ ପ୍ରତିବର୍ଷ ୨୪ ଜୁଲାଇରେ ପାଳନ କରାଯାଏ। ୧୮୬୦ ମସିହା ଏହି ଦିନରେ ସାର୍ ଜେମ୍ସ ୱିଲସନ ପ୍ରଥମ ଥର ପାଇଁ ଭାରତରେ ଇନକମ୍ ଟ୍ୟାକ୍ସ ପ୍ରବର୍ତ୍ତନ କରିଥିଲେ ।
Jul 24,2024, 22:19 PM IST
Accident News: ଭାରସ୍ୟାମ ହରାଇ ଓଲଟିଲା ବସ୍, ୧ ମୃତ, ୮ ଆହତ
ଯାତ୍ରୀଙ୍କୁ ନେଇ ବସ ଖଣ୍ଡୱାରୁ ବୁରହାନପୁର ଅଭିମୁଖେ ଯାଉଥିଲା । ବସଟି ଦୃତ୍ତଗତିରେ ଅନ୍ୟ ଏକ ଯାନକୁ ଓଭରଟେକ୍ କରିବା ସମୟରେ ଓଲଟି ପଡିଥିଲା ବୋଲି ପ୍ରତକ୍ଷଦର୍ଶୀ କହିଛନ୍ତି ।
Jul 24,2024, 21:50 PM IST
missile test
AD-1 Interceptor Missile: ପୃଥ୍ୱୀ-୨ ଏବଂ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଏହି ପରୀକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରୁ ୧୦,୫୮୧ ଲୋକଙ୍କୁ ସାମୟିକ ଭାବେ ସ୍ଥାନାନ୍ତର କରିଥିଲା ବାଲେଶ୍ୱର ପ୍ରଶାସନ ।
Jul 24,2024, 20:46 PM IST
Cuttack news
ଡମଡମଣି ଡ୍ୟାମରେ ଅଘଟଣ, ୨ ମୃତଦେହ ଉଦ୍ଧାର
୫ ସାଙ୍ଗ ମିଳିମିଶି ଆଜି ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ତନ୍ମଧ୍ୟରୁ ୩ ଜଣ ସାଙ୍ଗ ଡମଡମଣି ଡ୍ୟାମରେ ଗାଧେଇବା ପାଇଁ ଇଚ୍ଛା କରି ପାଣିରେ ପସିଥିଲେ । କିନ୍ତୁ ଅସାବଧାନତା କାରଣରୁ ଗଭୀର ଜଳରେ ସେମାନଙ୍କର ପାଦ ଖସି ଯାଇଥିଲା ।
Jul 24,2024, 20:15 PM IST
Lucky Zodiac Sign: ୨୫ ଜୁଲାଇରେ ଗୁରୁ ମଙ୍ଗଲ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 25 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ତେବେ କେଉଁ ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Jul 24,2024, 19:46 PM IST
PM Janjatiya Unnat Gram Abhiyaan
ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା, ୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ
୨୦୧୩-୧୪ ରୁ ଡିଏପିଏସଟି ପାଣ୍ଠି ଆବଣ୍ଟନ ୫.୮ ଗୁଣ ବୃଦ୍ଧି ପାଇ ୨୧,୫୨୫.୩୬ କୋଟି ଟଙ୍କା (ବାସ୍ତବ ବ୍ୟୟ) ରୁ ୨୦୨୪-୨୫ ରେ ୧,୨୪,୯୦୮.୦୦ କୋଟି ଟଙ୍କାରେ ପହଞ୍ଚିଛି । ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ ବ୍ୟୟବରାଦ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୭୩.୬୦% ବୃଦ୍ଧି ପାଇ ପ୍ରାୟ ୧୩, ୦୦୦ କୋଟି ଟଙ୍କାରେ ପହଞ୍ଚିଛି ।
Jul 24,2024, 18:05 PM IST
IIT
IIT ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି ଛେଳି ଚରାଉଛନ୍ତି ଛାତ୍ରୀ, ଜାଣନ୍ତୁ କାରଣ
ମଧୁଲତା ଆଦିବାସୀ କଲ୍ୟାଣ ଜୁନିଅର କଲେଜରେ ଅଧ୍ୟୟନ କରନ୍ତି, ସେ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ତାଙ୍କୁ ୨୭ ଜୁଲାଇ ସୁଦ୍ଧା କଲେଜ ହଷ୍ଟେଲ ଏବଂ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ତାହେଲେ ଯାଇ ସେ ଉକ୍ତ ଅନୁଷ୍ଠାନରେ ସ୍ଥାନ ପାଇପାରିବେ।
Jul 24,2024, 17:22 PM IST
Railway Minister
ଓଡ଼ିଶାକୁ ମିଳିବ ୧୦ହଜାର ୫୮୬ କୋଟି ଅନୁଦାନ - ରେଳମନ୍ତ୍ରୀ
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୟୁପିଏ ସରକାର ସମୟରେ ବର୍ଷକୁ ୮୩୮ କୋଟି ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ତାହା ୧୨ ଗୁଣ ଅଧିକ ମିଳୁଛି ।
Jul 24,2024, 16:30 PM IST
Top 10 News Today: ରାସନ କାର୍ଡରୁ ବଞ୍ଚିତ ହେବେ ଅଯୋଗ୍ୟ ହିତାଧିକାରୀ ଖବର ସହ ଅନ୍ୟ ଅପଡେଟ
Jul 24,2024, 15:57 PM IST
Shukra gochar 2024
Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ
ଅଗଷ୍ଟ ମାସରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ମିଳିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ଆର୍ଥିକ ସୁବିଧା, ପାରିବାରିକ ସୁଖ ସମେତ କ୍ୟାରିଅରରେ ଅନେକ ଭଲ ସୁଯୋଗ ପାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ଭାଗ୍ୟବାନ ।
Jul 24,2024, 15:00 PM IST
Political News
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
Jul 23,2024, 22:42 PM IST
ଗାଡି ଚାଳକ ସାବଧାନ ! ଫିଟ୍ନେସ୍ ନଥିଲେ ଗାଡ଼ି ହେବ ସିଜ୍
ବିନା ଫିଟନେସ୍ରେ ବେଧଡକ ଭାବେ ରାସ୍ତାରେ ଚାଲୁଥିବା ଗାଡ଼ି ଗୁଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Jul 23,2024, 22:32 PM IST
Union Budget 2024-25
କେନ୍ଦ୍ର ବଜେଟ 2024-25 ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ
ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ, କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନାମରେ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହା ୫ କୋଟି ଆଦିବାସୀଙ୍କୁ ଉପକୃତ କରୁଥିବା ୬୩,୦୦୦ ଗାଁକୁ ଅନ୍ତର୍ଭୁକ୍ତ କରିବ । ଏହାଦ୍ଵାରା ଓଡ଼ିଶାର ଜନଜାତି ଭାଇ ଓ ଭଉଣୀ ମାନେ ବିଶେଷଭାବେ ଉପକୃତ ହେବେ ।
Jul 23,2024, 21:52 PM IST
Crime News: ପ୍ରେମିକକୁ ନପାଇ ଏମିତି କଲେ ପ୍ରେମିକା, ସଭିଏଁ ହେଲେ ଚକିତ
ମୁଜାଫରପୁରର ବେଲା ଅଞ୍ଚଳର ଏକ କାରଖାନାରେ କମ୍ପ୍ୟୁଟର ଅପରେଟର ସଂସ୍କୃତି ଭର୍ମାଙ୍କ ଗୁଳି ବିନିମୟ ମାମଲାର ଖୋଳତାଡ ପରେ ପୋଲିସ ଆଜି ଗଣମାଧ୍ୟମ ଆଗରେ ସମସ୍ତ ଘଟଣା ପ୍ରକାଶ କରିଛି।
Jul 23,2024, 21:26 PM IST
puri news
ବୁଧବାର ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ଦର୍ଶନ ବନ୍ଦ
ଶ୍ରାବଣ କୃଷ୍ଣ ତୃତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Jul 23,2024, 20:37 PM IST
bsnl plan
BSNL Plan: ମାତ୍ର ଏତିକି ଟଙ୍କାରେ ୩୫ ଦିନ ପର୍ଯ୍ୟନ୍ତ ଟେନସନ ଫ୍ରି
107 ଟଙ୍କା (BSNL 107 Plan) BSNL ପ୍ଲାନ ଚାର୍ଟରେ ଉପଭୋକ୍ତାମାନଙ୍କୁ କେଉଁ ସୁବିଧା ଦିଆଯାଉଛି ଏବଂ ଜିଓ, ଏୟାରଟେଲ ଏବଂ ଭିଆଇ ଏହି ଯୋଜନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୌଣସି ଯୋଜନା ଅଛି କି ନାହିଁ? ଆଜି ଆମେ ଆପଣଙ୍କୁ ଏହି ବିଷୟରେ ସୂଚନା ଦେବାକୁ ଯାଉଛୁ ।
Jul 23,2024, 20:07 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.