Lucky Zodiac Sign
Lucky Zodiac Sign: ଜାନୁଆରୀ ୨୧ ତାରିଖରେ, ତ୍ରିକୋଣ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 21 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୧ ଜାନୁଆରୀ ମଙ୍ଗଳବାର ଦିନ ଗଠିତ ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି ।
Jan 20,2025, 22:40 PM IST
top 10 news today
Top 10 News: ବ୍ଲାକ୍ ରୋଜ୍ ଜାହାଜ ବୁଡି ଘଟଣାର ହେବ ତଦନ୍ତ ଓ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Jan 20,2025, 21:57 PM IST
Odia News
ଓଡ଼ିଶାକୁ ବିହାର ଷ୍ଟେଟ୍ ବନେଇଦେବି, ନିଶା ମହାରଣାଙ୍କ ବିବାଦୀୟ ମନ୍ତବ୍ୟ...
Nisha Maharana: ନିକଟରେ ଆଇଟମ୍ ଡ୍ୟାନ୍ସର ନିଶା ମହାରଣାଙ୍କ ଏକ ବିବାଦୀୟ ମନ୍ତବ୍ୟ ଖୁବ୍ ଭାଇରାଲ୍ ହେଉଛି। ଏକ ଡିଜିଟାଲ ଗଣମାଧ୍ୟମକୁ ବାଇଟ୍ ଦେଇ ନିଶା କହିଛନ୍ତି କହିଛନ୍ତି ମୁଁ ଓଡ଼ିଶାକୁ ବିହାର୍ ଷ୍ଟେଟ୍ ବନେଇଦେବି।
Jan 20,2025, 21:33 PM IST
ପିଲାଙ୍କୁ ୬ ବର୍ଷ ନହେଲେ ସ୍କୁଲରେ ଆଡମିଶନ ହେବନି
ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ଏବେ ୫ ବର୍ଷ ନୁହେଁ ବରଂ ୬ ବର୍ଷ ବୟସ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।
Jan 20,2025, 21:17 PM IST
Ollywood News
Ollywood News: ରଙ୍ଗଶୁର: ପ୍ରକୃତି ଓ ପରମ୍ପରାର ସ୍ୱର
ଓଡ଼ିଶାର ଗଞ୍ଜାମର ଦିଗପହଣ୍ଡି ଓ ସୋନପୁରର ବିନିକା ଅଞ୍ଚଳରେ ଦେଖା ଯାଉଠିଥିବା ଚିତିରା ବାଘନାଚକୁ ବଞ୍ଚାଇ ରଖିବାନେଇ ଫିଲ୍ମରେ ପ୍ରୟାସ ହୋଇଛି ।
Jan 20,2025, 20:50 PM IST
ଅଖିଳ ଭାରତ ବୀମା କର୍ମଚାରୀ ସଂଘର ପ୍ଲାଟିନମ୍ ଜୁବଲି ସମ୍ମିଳନୀ ପାଇଁ ଅଭ୍ୟର୍ଥନା କମିଟି ଗଠିତ
ଦୀର୍ଘ ୩୫ ବର୍ଷ ପରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ସାଂପ୍ରତିକ ପରିସ୍ଥିତିରେ ଶ୍ରମିକ କର୍ମଚାରୀମାନଙ୍କର କର୍ତ୍ତବ୍ୟ ବିଷୟରେ ବ୍ୟାପକ ଆଲୋଚନା ହେବ ଓ ଆଗାମୀ ଦିନର କାର୍ଯ୍ୟକ୍ରମର ନୀଳ ନକ୍ସା ପ୍ରସ୍ତୁତ କରାଯିବ।
Jan 20,2025, 20:09 PM IST
ଜାମଖାନି କୋଇଲା ଖଣିରେ ଡାସବୋର୍ଡର ଶୁଭାରମ୍ଭ କରାଯାଇଛି
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର ଜାମଖାନି କୋଇଲା ଖଣିରେ ଅତ୍ୟାଧୁନିକ କାର୍ଯ୍ୟକ୍ଷମ ଡାସବୋର୍ଡର ଶୁଭାରମ୍ଭ ହୋଇଛି ।
Jan 20,2025, 19:39 PM IST
Grah Gochar 2025
Grah Gochar 2025: ଜାନୁଆରୀ ୨୪ରେ ଗ୍ରହ ଚଳନ, ୫ଟି ରାଶିର ଭାଗ୍ୟରେ ଆସୁଛି ସୁଖ !
Budh mangal Samsaptak Yoga: ଚଳିତ ମାସ ଅର୍ଥାତ ୨୦୨୫ ଜାନୁଆରୀ ଗ୍ରହ ଚଳନ ଦୃଷ୍ଟିରୁ ଅତ୍ୟନ୍ତ ସ୍ୱତନ୍ତ୍ର । ଜାନୁଆରୀ ୨୪ରେ ବୁଧ, ସୂର୍ଯ୍ୟ ଏବଂ ମଙ୍ଗଳ ଦିନଟିକୁ ସ୍ୱତନ୍ତ୍ର କରିବେ। ଆପଣଙ୍କୁ କହି ରଖୁଛୁ ଯେ, ଏହି ଦିନ ବୁଧ ଏବଂ ମଙ୍ଗଳ ଏକ ବିଶେଷ ଯୋଗ ଗଠନ କରୁଥିବା ବେଳେ, ସୂର୍ଯ୍ୟ ଏବଂ ବୁଧ ସେମାନଙ୍କର ଗତି ପରିବର୍ତ୍ତନ କରିବେ।
Jan 20,2025, 19:14 PM IST
ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଦେଖିହେବ ଗ୍ରହପୁଞ୍ଜ ପ୍ୟାରେଡ୍
ସର୍ବସାଧାରଣ ମାନଙ୍କ ପାଇଁ ଏଥିନିମନ୍ତେ ବ୍ୟବସ୍ଥା କରାଯାଇଛି । ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାର ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ।
Jan 20,2025, 18:56 PM IST
Jagrati Shukla
ମୋର ବିବାହ ସରିଛି! ଅନୁଭବଙ୍କ ପରିବାର ମୋ ନିଜର.. ଜାଗୃତିଙ୍କ ମନ୍ତବ୍ୟ ଭାଇରାଲ୍
ବର୍ଷାଙ୍କ ୱାଇଫ୍ ସିନେମା ରିଲିଜ୍ ହେବା ପରେ ଗଣମାଧ୍ୟମରେ ଏବେ ସେ ହେଡଲାଇନରେ ରହିଛନ୍ତି। କାରଣ ବର୍ଷା ନିଜ କାହାଣୀକୁ ନେଇ ଏହି ସିନେମା କରିଥିବା ସମସ୍ତେ କହୁଛନ୍ତି।
Jan 20,2025, 17:16 PM IST
Durlabh Shathghrahi Yog
Durlabh Shathghrahi Yog: ଶନିଙ୍କ ସମେତ ୬ବଡ଼ ଗ୍ରହ ମୀନ ରାଶିରେ ହେବେ ଏକାଠି, ଏହି ରାଶିକୁ ଲାଭ
Durlabh Shathghrahi Yog: ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ଏବଂ ଅନ୍ୟ ଗ୍ରହ ସହ ସଂଯୋଗ ଜନ୍ମ ଜାତକରେ ପ୍ରଭାବ ପକାଇଥାଏ । ଫଳରେ ଜୀବନରେ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଫଳାଫଳ ମିଳିଥାଏ ।
Jan 20,2025, 16:06 PM IST
rg kar case
RG Kar Case: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ
ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ ।
Jan 20,2025, 15:28 PM IST
Lucky Zodiac Sign: ୨୦ ଜାନୁଆରୀରେ ଶୁଭଯୋଗ ପ୍ରଭାବ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 20 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ସୃଷ୍ଟି ହେଉଥିବା ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ବହୁତ ଲାଭବାନ ହେବେ।
Jan 19,2025, 22:23 PM IST
10 grams gold price
Gold Price: ଏକ ସପ୍ତାହରେ ସୁନା ଦର ୧୪୬୦ ଟଙ୍କା ବୃଦ୍ଧି.. ଏହି ସହରରେ ଶସ୍ତା !
Gold Price: ସୁନା ଦର ଲଗାତାର ବଢ଼ି ଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୧୪୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ଦରରେ ୧୩୫୦ ଟଙ୍କା ବୃଦ୍ଧି ହୋଇଛି।
Jan 19,2025, 21:29 PM IST
Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "ଆଞ୍ଜେଲ"ର ଟିଜର ଏବଂ ମ୍ୟୁଜିକ୍ ରିଲିଜ୍
Ollywood News: ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର । ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବିଶେଷ ଭୂମିକାରେ ଶିଶୁ କଳାକାର ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି ।
Jan 19,2025, 20:10 PM IST
Surya Shani Yuti 2025
Surya Shani Yuti: ବର୍ଷିବ ସୂର୍ଯ୍ୟ ଏବଂ ଶନିଙ୍କ କୃପା, ୩ ରାଶିକୁ ମିଳିବ ଧନ
Surya Shani Yuti Rashifal: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଏବଂ ନକ୍ଷତ୍ରଙ୍କ ସ୍ଥିତି ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗମନ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ-ଦୁଃଖ, ସଫଳତା-ବିଫଳତା, ସ୍ୱାସ୍ଥ୍ୟ, କ୍ୟାରିଅର, ବିବାହ ଏବଂ ଟଙ୍କା ସହିତ ଜଡିତ ଘଟଣାଗୁଡ଼ିକୁ ପ୍ରଭାବିତ କରିଥାଏ ବୋଲି ଜ୍ୟୋତିଷଙ୍କ ମତ ।
Jan 19,2025, 19:46 PM IST
EPFO Rule Change
EPFO Rule Change: ସହଜରେ ଟ୍ରାନସଫର କରିପାରିବେ ଆକାଉଣ୍ଟ, ମିଳିବ ଏହିସବୁ ସୁବିଧା
EPFO Rule Change: ଏବେ କର୍ମଚାରୀମାନେ ସହଜରେ ସେମାନଙ୍କର ଇପିଏଫ୍ଓ (EPF) ଆକାଉଣ୍ଟ ନିଜେ ସ୍ଥାନାନ୍ତର କରିପାରିବେ।
Jan 19,2025, 18:37 PM IST
Ollywood News: ବସନ୍ତ ନାୟକଙ୍କୁ ଭୁଲି ଗଲେ କି ସୁପରଷ୍ଟାର ଅନୁଭବ ମହାନ୍ତି?
ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ । ତାଙ୍କରି ପ୍ରଡକ୍ସନ ହାଉସ୍ ବ୍ରଜରାଜ ମୁଭିସ୍ ପ୍ରଡକ୍ସନରୁ ଡ଼େବ୍ୟୁ କରିଥିଲେ ଉଭୟ ବର୍ଷା ଓ ଅନୁଭବ । ବସନ୍ତ ନାୟକଙ୍କ ଜନ୍ମ ବାର୍ଷିକୀରେ ପହଞ୍ଚିଥିଲେ ବର୍ଷା କିନ୍ତୁ ଅନୁଭବଙ୍କୁ ଦେଖିବାକୁ ମିଳିନଥିଲା ।
Jan 19,2025, 17:16 PM IST
Top 10 News: ମନ୍ କି ବାତରେ କୁମ୍ଭ ମେଳା କଥା କହିଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଅପଡେଟ୍
Jan 19,2025, 16:02 PM IST
Weekly Health Horoscope
Health Horoscope: ନୂଆ ସପ୍ତାହରେ କିପରି ରହିବ ସ୍ୱାସ୍ଥ୍ୟ ? ଜାଣନ୍ତୁ ରାଶିଫଳ ପଢି
Weekly Health Horoscope 20 To 26 Jan 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନୂଆ ସପ୍ତାହଟି ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସମସ୍ତ ରାଶି ପାଇଁ କପରି ବିତିବ ଆସନ୍ତୁ ଜାଣିବା ।
Jan 19,2025, 15:22 PM IST
Lucky Zodiac Sign: ୧୯ ଜାନୁଆରୀରେ ଉଭୟଚାରି ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 19 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୯ ଜାନୁଆରୀ ରବିବାର ଦିନ ସୃଷ୍ଟି ହେବାକୁ ଥିବା ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ ।
Jan 18,2025, 22:47 PM IST
Dates fruits benefits
Dates fruits: ପ୍ରତିଦିନ ଖାଆନ୍ତୁ ମାତ୍ର ୨ଟି ଖଜୁରୀ, ଭଲ ହେବ ୧୪ଟି ରୋଗ !
Dates fruits benefits: ଖଜୁରୀ ଖାଇବାର ଉପକାରିତା: ଖଜୁରୀ ଖାଇବା ଦ୍ବାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ଖଜୁରୀରେ ଫାଇବର, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ରହିଥାଏ। ଏଥିରେ ଭିଟାମିନ୍ ସି ଏବଂ ଭିଟାମିନ୍ ଡି ଭଳି ପୁଷ୍ଟିକର ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ।
Jan 18,2025, 22:22 PM IST
LTC rules
LTC Rules: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଟ୍ରେନରେ କରିବେ ମାଗଣା ଯାତ୍ରା !
LTC Rules: ସରକାରୀ କର୍ମଚାରୀମାନେ ସେମାନଙ୍କର ଲିଭ୍ ଟ୍ରାଭେଲ୍ ରିହାତି (LTC) ପାଇ ଅତ୍ୟାଧୁନିକ ବନ୍ଦେ ଭାରତ, ତେଜସ୍ ଏବଂ ହମସଫର ଏକ୍ସପ୍ରେସରେ ଯାତ୍ରା କରିବାର ସୁବିଧା ପାଇପାରିବେ।
Jan 18,2025, 21:18 PM IST
Khandagiri Jatra Update
Khandagiri Jatra: ପ୍ରଶାସନ ଉପରେ ବର୍ଷିଲେ ନିଶା, ରାଣୀ ଏବଂ ସାହୁ ଭାଉଜ... 'ଆମ ଦାନାପାଣିରେ...
ବିଏମସି ମେୟର ସୁଲୋଚନା ଦାସ ଆଜି ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି। ଅଶ୍ଳିଳତାକୁ କେବେବି ପ୍ରଶୟ ଦିଆଯିବ ନାହିଁ। ଯେଉଁ ମାନଙ୍କୁ ବ୍ୟାନ୍ କରାଯାଇଛି ସେମାନଙ୍କୁ ଖଣ୍ଡଗିରିକୁ ଅନୁମତି ମିଳିବ ନାହିଁ।
Jan 18,2025, 19:58 PM IST
Bollywood news
Bollywood News: ସୈଫ୍ଙ୍କୁ ଆକ୍ରମଣ ଘଟଣା, ଛତିଶଗଡ଼ ଦୁର୍ଗରୁ ଧରାପଡ଼ିଲା ସନ୍ଦିଗ୍ଧ
ସିସିଟିଭିରୁ ଦେଖିଥିବା ସନ୍ଦିଗ୍ଧ ସହ ଚେହେରା ମିଶିବାରୁ ଜଣାଇଥିଲେ ଯାତ୍ରୀ ଜଣକ । ଧରାପଡ଼ିଥିବା ସନ୍ଦିଗ୍ଧର ନାଁ ଆକାଶ ବୋଲି ସୂଚନା ମିଳିଛି । ସନ୍ଦିଗ୍ଧକୁ ଆଣିବାକୁ ଛତିଶଗଡ଼ ଯାଇଛି ମୁମ୍ବାଇ ପୋଲିସ ।
Jan 18,2025, 19:25 PM IST
crime news
RG Kar Case: କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସଞ୍ଜୟ ରାୟ, କହିଲେ ମତେ ଫସାଯାଇଛି
Kolkata RG Kar Case update: କୋଲକାତାର ଆର.ଜି. କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କୋର୍ଟରେ ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
Jan 18,2025, 18:24 PM IST
saptahik rashifal
Saptahik Rashifal: ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କଠାରୁ ଜାଣନ୍ତୁ କିପରି ବିତିବ ନୂଆ ସପ୍ତାହ
Saptahik Rashifal 20 january to 26 january 2025: ୨୦ ଜାନୁଆରୀରୁ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ନୂଆ ସପ୍ତାହରେ ଚନ୍ଦ୍ର କନ୍ୟା ରାଶିରୁ ଧନୁ ରାଶିକୁ ଚଳନ କରିବେ। ବୁଧ ଜାନୁଆରୀ ୨୪ ତାରିଖରେ ଧନୁ ରାଶିରୁ ମକର ରାଶିକୁ ଚଳନ କରିବେ । ଏହି ରାଶି ପରିବର୍ତ୍ତନ ଅନେକ ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବ।
Jan 18,2025, 17:31 PM IST
Top 10 News: RG କର ଘଟଣାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ଓ ଅନ୍ୟାନ୍ୟ ଅପଡେଟ୍
Jan 18,2025, 15:53 PM IST
Shani Dev Upay
Shani dev Upay: ଶନିବାର ଦିନ କରନ୍ତୁ ଏହି ଉପଚାର, ଶନି ମହାଦଶାରୁ ମିଳିବ ମୁକ୍ତି !
Shani dev Upay: ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟ ଏବଂ କର୍ମର ଦେବତା ଭାବେ ବିବେଚନା କରାଯାଇଛି। ଯଦି ଆପଣ ଋଣ, ଚାକିରି କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଶନିବାର ଦିନ ବିଶେଷ ଉପଚାର କରିବା ଦ୍ୱାରା ଆପଣ ଉକ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ।
Jan 18,2025, 14:56 PM IST
BSNL recharge plan
BSNL Plan: ଏଥର ଇଣ୍ଟରନେଟ୍ ପାଇଁ ଚିନ୍ତା ଗଲା, ମିଳିବ 252 GB, ଜାଣନ୍ତୁ କେମିତି
BSNL Recharge Plan: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଏକ ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ୮୪ ଦିନର ବୈଧତା ମିଳିବ । BSNLର ଏହି ପ୍ଲାନର ଲାଭ ଉଠାଇବା ପାଇଁ, ଉପଭୋକ୍ତାମାନଙ୍କୁ ମାତ୍ର ଅଳ୍ପ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
Jan 17,2025, 22:46 PM IST
Lucky Zodiac Sign: ୧୮ ଜାନୁଆରୀରେ ଶଶା ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 18 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦିନଟିରେ ସୃଷ୍ଟି ହୋଇଥିବା ଶୁଭ ଯୋଗର ଲାଭ ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବାକୁ ଯାଉଛି ।
Jan 17,2025, 22:24 PM IST
କାଶ୍ମୀର ବରଫରେ ଆଇଫୋନ ହଜେଇ ଓଡ଼ିଶା ଫେରିଥିଲେ ଯୁବତୀ, ଫେରାଇଦେଲା ପୋଲିସ
ଯବାନଙ୍କ କଥାମାନି ନିକଟସ୍ଥ ଥାନାରେ ଫୋନ ହଜିବା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ ପୋଲିସକୁ ଫୋନର ଆଇଏମଇଆଇ ନମ୍ୱର (phone imei number) ପ୍ରଦାନ କରିଥିଲେ ।
Jan 17,2025, 21:40 PM IST
Mangal vakri 2025
Mangal Vakri 2025: ଜାନୁଆରୀ ୨୧ ରେ ମଙ୍ଗଳଙ୍କ ଚଳନ, ୩ ରାଶିରେ ବଡ଼ ପ୍ରଭାବ !
Mangal Vakri 2025: ଜାନୁଆରୀ ୨୧ ତାରିଖରେ ମଙ୍ଗଳ ମିଥୁନ ରାଶିରେ ଚଳନ କରିବେ । ତେବେ ଏପରି ସ୍ଥିତିରେ କେଉଁ ରାଶି ପାଇଁ ସମୟ ଚ୍ୟାଲେଞ୍ଜିଂ ହୋଇପାରେ ଆସନ୍ତୁ ଜାଣିବା।
Jan 17,2025, 20:10 PM IST
Crime News: ଜେଲ୍ ଗଲେ ଲଞ୍ଚୁଆ ଓଏଏସ ଅଫିସର
ନବରଙ୍ଗପୁରର ପୂର୍ବତନ ସବ-କଲେକ୍ଟର ପ୍ରଶାନ୍ତ କୁମାର ରାଉତଙ୍କ ପେନସନ ବନ୍ଦ କରିବା ପାଇଁ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବ।
Jan 17,2025, 19:38 PM IST
Ollywood News: "ଭାଇ" ଚଳଚ୍ଚିତ୍ରର ଅଡିଓ ରିଲିଜ୍, ୨୪ ଜାନୁଆରୀରେ ଶୁଭମୁକ୍ତି
ଆମର ଷ୍ଟୁଡିଓ ଏବଂ ଶ୍ରେୟାନ୍ସ ପ୍ରଡ଼କସନ୍ସ ବ୍ୟାନରରେ ପ୍ରସ୍ତୁତ ନବୀନ ଭଣ୍ଡାରୀ ଏବଂ କାଜଲ ରାୟଙ୍କ ପ୍ରଯୋଜନରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଭାଇ" ର ଅଡିଓ ରିଲିଜ୍ ହୋଇଛି । ସିନେମାଟି ଆସନ୍ତା ଜାନୁଆରୀ ୨୪ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା ହୋଇଛି । ତାଣ୍ଡବ, ମାଲ୍ୟଗିରି ଓ ‘ଗୁପଚ
Jan 17,2025, 19:11 PM IST
Budget session 2025
Budget session: ୩୧ରୁ ବଜେଟ୍ ଅଧିବେଶନ, ଏପ୍ରିଲ-୪ ଯାଏ ଚାଲିବ
ସୂଚନା ଅନୁସାରେ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ୩୧ ଜାନୁୟାରରେ ଆରମ୍ଭ ହେବ। ଏହା ୧୩ ଫେବୃୟାରୀ ଯାଏ ଚାଲିବ। ଏହାପରେ ବଜେଟ୍ ବାବଦରେ ବିଭିନ୍ନ କମିଟିରେ ଆଲୋଚନା ତଥା ସାଂସଦଙ୍କ ଅଧିକ ତର୍ଜମା ଲାଗି ୨୪ ଦିନ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯିବ।
Jan 17,2025, 18:47 PM IST
ସିଙ୍ଗାପୁର ସହ ୮ଟି ବିଷୟରେ ନିବେଶ ପାଇଁ ବୁଝାମଣା ସ୍ୱାକ୍ଷର
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶଣ୍ଗୁରତ୍ନମ୍ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ରୟ ପ୍ରଧାନ ସ୍ୱାଗତ କରିଥିଲେ। ଏହାପରେ ଥର୍ମନ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରନ୍ସପୋର୍ଟ ଲାବ ଏବଂ ଟ୍ରାଭେଲେଟର ଲ୍ୟାବ୍ ପ୍ରଦର୍ଶନ କରିଥିଲେ
Jan 17,2025, 18:38 PM IST
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ, ୮୦୦ ଜଣ ଗଲେ ସିରିଡି ଓ ନାସିକ
ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକ ସିରିଡି, ନାସିକ, କୋଲକତା ଦକ୍ଷିଣ କାଳୀ, କାମାକ୍ଷା, ଅଯୋଧ୍ୟା ଓ ବାରଣାସୀକୁ କରିବେ ତୀର୍ଥଯାତ୍ରା ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ପୁଣ୍ୟ ଅର୍ଜନ କରି ଖୁସିରେ ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Jan 17,2025, 18:25 PM IST
Health care
ଖାଆନ୍ତୁ ହଳଦିଆ କ୍ୟାପ୍ସିକମ୍..ରକ୍ତଚାପ, କୋଲେଷ୍ଟ୍ରଲ୍ ଏବଂ ଓଜନ ନିୟନ୍ତ୍ରଣ ସହ ମିଳିବ ଅନେକ ଲାଭ
ସାଧାରଣତଃ ଲୋକମାନେ ଲାଲ କିମ୍ବା ହଳଦିଆ କ୍ୟାପ୍ସିକମ୍ ଅପେକ୍ଷା ସବୁଜ କ୍ୟାପ୍ସିକମ୍ ଅଧିକ ଖାଇଥାନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ ହଳଦିଆ କ୍ୟାପସିକମ୍ କେବଳ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ?
Jan 17,2025, 17:26 PM IST
ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ପୁନୋରୁଦ୍ଧାର ପାଇଁ ୧୧୪୪୦ କୋଟି ଟଙ୍କା ସହାୟତାକୁ ଅନୁମୋଦନ
ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଯେ ଭାରତର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଆର.ଆଇ.ଏନ୍.ଏଲ୍ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।
Jan 17,2025, 17:08 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.