Advertisement
Photo Details/zeeodisha/odisha2608427
photoDetails0hindi

Gold Price: ଏକ ସପ୍ତାହରେ ସୁନା ଦର ୧୪୬୦ ଟଙ୍କା ବୃଦ୍ଧି.. ଏହି ସହରରେ ଶସ୍ତା !

Gold Price: ସୁନା ଦର ଲଗାତାର ବଢ଼ି ଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୧୪୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ଦରରେ ୧୩୫୦ ଟଙ୍କା ବୃଦ୍ଧି ହୋଇଛି। 

1/8

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୮୧ ହଜାର ୨୬୦କୁ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪ ହଜାର ୫୦୦ ରହିଛି ।

2/8

ଏବେ ମୁମ୍ବାଇ ଓ କଲିକତାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪ ହଜାର ୩୫୦ ରହିଛି । ଯେତେବେଳେକି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୮୧ ହଜାର ୧୧୦ ଟଙ୍କା ରହିଛି।

3/8

ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪ ହଜାର ୩୫୦ ରହିଛି ଏବଂ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୮୧ ହଜାର ୧୧୦ ଟଙ୍କା ରହିଛି।

4/8

ଜୟପୁର ଓ ଚଣ୍ଡୀଗଡ଼ରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪ ହଜାର ୫୦୦ ରହିଛି ଏବଂ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୯ ହଜାର ୮୦୦ ଟଙ୍କା ରହିଛି। 

5/8

ଲକ୍ଷ୍ନୌରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪ ହଜାର ୫୦୦ ରହିଛି ଏବଂ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୮୧ ହଜାର ୨୬୦ ଟଙ୍କା।

6/8

ହାଇଦ୍ରାବଦଠାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪ ହଜାର ୩୫୦ ରହିଛି ଏବଂ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୮୧ ହଜାର ୧୧୦ ଟଙ୍କା ରହିଛି।

7/8

ସେହିପରି ଭୋପାଳରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪ ହଜାର ୪୦୦ ରହିଛି ଏବଂ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୮୧ ହଜାର ୧୬୦ ଟଙ୍କା ରହିଛି।

8/8

ସୁନା ପରି ରୂପାର ଦର ମଧ୍ୟ ବଢ଼ିଛି। ଏକ ସପ୍ତାହରେ କିଲୋଗ୍ରାମ ପ୍ରତି ୩୦୦୦ ଟଙ୍କା ବୃଦ୍ଧି ହୋଇଛି।