Advertisement

Jagatsinghpur news

alt
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବନଖଣ୍ଡ ରେ ଚଳିତବର୍ଷ ର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ଜିଲ୍ଲାର ୫ ଟି ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଥିବା ବେଳେ ସବୁଠୁ ଅଧିକ ପକ୍ଷୀ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ସକାଳୁ ଘନ କୁହୁଡି ହୋଇଥିଲେ ମଧ୍ୟ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଶୀତ ଋତୁ ରେ ଦେଶବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କର ଆଗମନରେ ପାରାଦୀପ ପିପିଏଲ୍ ସାର କାରଖାନା ପରିସର ସୌନ୍ଦର୍ଯ୍ୟ ଭରା ପରିବେଶ ସୃଷ୍ଟି ହେଉଛି। ଏହି ବିଦେଶାଗତ ପକ୍ଷୀ ମାନେ କିପରି ସୁସ୍ଥ ପରିବେଶ ରେ ଜୀବନଯାପନ କରି ପାରିବେ ଏଥି ନେଇ କମ୍ପାନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଧାରଣ ତଃ କମେନଟିଲ, ଭିଜେନ ଡକ୍, ନରଦେନ ପି
Jan 7,2024, 13:26 PM IST

Trending news