Advertisement

Vastu for home

alt
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି କିଛି ଜିନିଷ ସଠିକ୍ ଦିଗରେ ଏବଂ ସଠିକ୍ ସ୍ଥାନରେ ରଖାଯାଏ, ତେବେ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ରହିବ ନାହିଁ । ସେହି ଘରେ ସକରାତ୍ମକ ଶକ୍ତି ପ୍ରବାହ କରେ ଯାହାର ବାସ୍ତୁ ଠିକ୍ ଥାଏ । ଆଜିର ସମୟରେ ସମସ୍ତେ ନିଜ ଘରର ବାସ୍ତୁକୁ ଠିକ ରଖିବାକୁ ଚାହାନ୍ତି କିନ୍ତୁ ସମୟ ଓ ଜ୍ଞାନର ଅଭାବ ଯୋଗୁ ଏହା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ କହିବୁ କେମିତି ପିରାମିଡ୍ ଦ୍ୱାରା ଆପଣ ନିଜ ଘରର ବାସ୍ତୁଦୋଶକୁ ଖଣ୍ଡନ କରିପାରିବେ । ପ୍ରାଚୀନ କାଳରେ, ବାସ୍ତୁ ଶାସ୍ତରେ ଆଠଟି ଦିଗକୁ ବିଚାର କରି ଗୃହ ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ କିଛି କାରଣରୁ ଘରେ ଛୋଟବଡ଼ ବାସ୍ତୁ ଦୋଷ ରହିଯାଏ । ଆସନ୍ତୁ ଆଜି ଜାଣିବା କେମିତି ପିରାମିଡ୍ ସ୍ଥାପନ କରି ଘରର ଏଭଳି ବାସ୍ତୁ ଦୋଷକୁ ଦୁର କରାଯାଇପାର
Nov 11,2023, 19:52 PM IST
alt
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ଗୁରୁତ୍ୱ ରହିଛି। ଏଥି ସହିତ, ବାସ୍ତୁ ଶାସ୍ତ୍ରର ନିର୍ଦ୍ଦେଶଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଘରର ସବୁ କୋଣ ଠିକ ଥିଲେ ପରିବାରରେ ଶାନ୍ତିସମୃଦ୍ଧି ଆସିଥାଏ । ଘର ସାଜସଜ୍ଜା ପାଇଁ ଅନେକ ପ୍ରକାରର ପ୍ରତିମା ରଖାଯାଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ପ୍ରତିମା ରଖିବେ, ତେବେ ଆପଣ ଆର୍ଥିକ ଲାଭ ପାଇବେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହି ଦିଗରେ ଦେବତା ଏବଂ ଦେବୀଙ୍କୁ ସ୍ୱତନ୍ତ୍ର ବାସସ୍ଥାନ ଭାବରେ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଧନର ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତି, ତେବେ ଆପଣ ଆର୍ଥିକ ଲାଭ ପାଇପାରିବେ ।
Nov 7,2023, 19:52 PM IST
alt
Oct 29,2023, 19:52 PM IST
Read More

Trending news