Advertisement

Vastu Pyramid

alt
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି କିଛି ଜିନିଷ ସଠିକ୍ ଦିଗରେ ଏବଂ ସଠିକ୍ ସ୍ଥାନରେ ରଖାଯାଏ, ତେବେ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ରହିବ ନାହିଁ । ସେହି ଘରେ ସକରାତ୍ମକ ଶକ୍ତି ପ୍ରବାହ କରେ ଯାହାର ବାସ୍ତୁ ଠିକ୍ ଥାଏ । ଆଜିର ସମୟରେ ସମସ୍ତେ ନିଜ ଘରର ବାସ୍ତୁକୁ ଠିକ ରଖିବାକୁ ଚାହାନ୍ତି କିନ୍ତୁ ସମୟ ଓ ଜ୍ଞାନର ଅଭାବ ଯୋଗୁ ଏହା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ କହିବୁ କେମିତି ପିରାମିଡ୍ ଦ୍ୱାରା ଆପଣ ନିଜ ଘରର ବାସ୍ତୁଦୋଶକୁ ଖଣ୍ଡନ କରିପାରିବେ । ପ୍ରାଚୀନ କାଳରେ, ବାସ୍ତୁ ଶାସ୍ତରେ ଆଠଟି ଦିଗକୁ ବିଚାର କରି ଗୃହ ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ କିଛି କାରଣରୁ ଘରେ ଛୋଟବଡ଼ ବାସ୍ତୁ ଦୋଷ ରହିଯାଏ । ଆସନ୍ତୁ ଆଜି ଜାଣିବା କେମିତି ପିରାମିଡ୍ ସ୍ଥାପନ କରି ଘରର ଏଭଳି ବାସ୍ତୁ ଦୋଷକୁ ଦୁର କରାଯାଇପାର
Nov 11,2023, 19:52 PM IST

Trending news