Nysa Devgan News

alt
Feb 13,2023, 20:42 PM IST
alt
Nysa Devgan and Kajol Siddhivinayak Temple Visit : ବଲିଉଡର ସିଂଘମ ଅଜୟ ଦେବଗନ ଓ ଅଭିନେତ୍ରୀ କାଜୋଲ ଦେବଗନଙ୍କ ଲାଡଲୀ ହେଉଛନ୍ତି ନ୍ୟାସା ଦେବଗନ । ଗତକିଛି ଦିନ ହେବ ନ୍ୟାସାଙ୍କ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରୁଛି ।  କାହିଁକିନା କାଜଲଙ୍କ ଝିଅ ନ୍ୟାସା କୁଆଡେ ସର୍ଜରୀ କରିଥିବା କୁହାଯାଉଛି । ନ୍ୟାସା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନ୍ୟାସା ନିଜର ଫଟୋ ଏବଂ ଭିଡିଓକୁ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥାନ୍ତି। ନିକଟରେ ନ୍ୟାସାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ନିଜର ଫ୍ରେଣ୍ଡସଙ୍କ ସହିତ ମସ୍ତି କରୁଥିବାର ନଜର ଆସିଥିଲେ । ଆଜି ନ୍ୟାସା ଦେବଗନ ସିଦ୍ଧି ବିନାୟକ ମନ୍ଦିରକୁ ଯାଇଥିଲେ। ସେଠାରେ ତାଙ୍କ ପୋଷାକକୁ ନେଇ ଟ୍ରୋଲର ଶିକାର ହୋଇଥିଲେ ।  
Jan 8,2023, 14:53 PM IST
alt
Jan 8,2023, 12:09 PM IST
Read More

Trending news