Advertisement

Gajapati News

alt
ଚନ୍ଦ୍ରଗିରି ନବ ବିବାହିତ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ମଙ୍ଗଳବାର ରାତିରେ ବିବାହ ପଟୁଆର ବେଳେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନ କୁ ଅତି ଅମାନୁଷିକ ଭାବେ ହତ୍ୟା ଘଟଣାରେ ଦୁଇ ଜଣକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚନ୍ଦ୍ରଗିରି ଗ୍ରାମର ଶ୍ରୀହରୀ ପ୍ରଧାନ ଓ ତା''ର ବଡ଼ ଭାଇ କୃଷ୍ଣାର୍ଯୁନ ପ୍ରଧାନ । ହତ୍ୟାକାରୀ ପାଖରୁ ଗୋଟିଏ ରକ୍ତ ଭିଜା ଧାରୁଆ ଛୁରିକୁ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏବଂ ହତ୍ୟା ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ର ଘର ଓ ଗାଡ଼ି କୁ ଜାଳି ପୋଡ଼ି ନଷ୍ଟ କରିଦେଇଥିବା ଘଟଣା ରେ ୨୫ ଜଣ ଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ପୁର୍ବ ସତୃତାରୁ ହତ୍ୟା ଘଟ
Mar 15,2024, 15:04 PM IST
alt
ରାଜ୍ୟ ସରକାର ହୁଅନ୍ତୁ କିମ୍ୱା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଆଜି ମଧ୍ୟ ଅନେକ ଗାଁ ରହିଛି ସ୍ଵାଧୀନତା ର ସାତ ଦଶନ୍ଧି ପରେ ମଧ୍ୟ ଗାଁ କୁ ପକ୍କା ରାସ୍ତା ଖଣ୍ଡେ ହୋଇ ପାରିନି। ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହିଥିବା ମୋହନା ବ୍ଲକ ଗୁରଝଳି ପଞ୍ଚାୟତ ର ଲାଞ୍ଜେରୀ ଓ ଗାଡ଼ଗୋଠ ଗାଁ। ପଞ୍ଚାୟତ ରେ ବସବାସ କରୁଥିବା ୮ ଓ ୯ ନମ୍ବର ୱାର୍ଡ କୁ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରିନି ସଦର ମହକୁମା ବ୍ଲକ କାର୍ଯ୍ୟାଳୟ କୁ। ଯାହା ଫଳରେ ୬ କିଲୋମିଟର ଦୂର ପାହାଡ଼ିଆ ପଥୁରିଆ ରାସ୍ତାରେ ଯିବାକୁ ପଡୁଛି ଗ୍ରାମବାସୀଙ୍କୁ। ଭଲ ରାସ୍ତା ନଥିବା ହେତୁ ଗାଁ କୁ ଜରୁରୀ କାଳୀନ ଏମ୍ବୁଲେନ୍ସ ମଧ୍ୟ ଆସିପରୁନାହିଁ।୬ କିଲୋମିଟର ପାହାଡ଼ିଆ ରାସ୍ତାରେ ଭାର କରି ଯିବା
Feb 22,2024, 13:39 PM IST
alt
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧମେଟୁ ଗ୍ରାମ ନିକଟରେ ଜଣେ ମଦ୍ୟପ ଯୁବକ ଘରୋଇ କଳହକୁ ନେଇ ଅତି ଉଚ୍ଚସମ୍ପର୍ଣ୍ଣ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବାର ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଅଞ୍ଚଳ ବାସୀନ୍ଦା ଓ ଗାରବନ୍ଧ ଥାନା ଅଧିକାରୀ ଗବିନ୍ଦ ଗୌଡ ଏବଂ ପୋଲିସ କର୍ମଚାରୀଙ୍କ ଉଦ୍ୟମ କ୍ରମେ ଏକ ଜୀବନ ବଞ୍ଚି ଯାଇଥିବାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଅଛି । ଘଟଣାରୁ ପ୍ରକାଶ ଯେ, ଗାରବନ୍ଧ ଗ୍ରାମ ନିକଟସ୍ଥ ପିଲୁରୁ ଗ୍ରାମର ଜଣେ ଯୁବକ ଏସ୍‌.ଯୋଗେନ୍ଦ୍ର (୩୦) ଆଜି ସକାଳୁ ସକାଳୁ ତାଳଚେର-ବାଙ୍ଗାଲୁରୁ ଯାଇଥିବା ଅତି ଉଚ୍ଚସମ୍ପର୍ଣ୍ଣ ବିଦ୍ୟୁତ ଟାୱାର ଉପରେ ଚଢିଥିବାର କିଛି ପଥଚାରୀ ଦେଖିଥିଲେ । ଏହାପରେ ସ୍ଥାନୀୟ ଗ୍ରାମାଞ୍ଚଳବାସୀ ପହଞ୍ଚି ଯୁବକ ଜଣକଙ୍କୁ ଓହ୍ଲାଇବା ନିମନ
Aug 7,2023, 19:52 PM IST
alt
Jul 26,2023, 18:26 PM IST
Read More

Trending news