Advertisement

Cyber attack

alt
ଅନେକ ସମୟରେ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପୁଜେ ଯେଉଁଥିପାଇଁ ଆମକୁ ବ୍ୟାଙ୍କରୁ ଲୋନ ନେବାକୁ ପଡିଥାଏ । ଏଥିପାଇଁ ଅନେକ ଡକ୍ୟୁମେଣ୍ଟ୍ ଆବଶ୍ୟକ ହୁଏ ଏବଂ ତା’ପରେ ବ୍ୟାଙ୍କ CIBIL ସ୍କୋର ଏବଂ ଯୋଗ୍ୟତା ଯାଞ୍ଚ କରି ଲୋନ୍ ଦେଇଥାଏ । ସାଧରଣତଃ ଆମେ ଘର ନିର୍ମାଣ, ବିବାହ, ଉଚ୍ଚଶିକ୍ଷା, ବ୍ୟକ୍ତିଗତ ଉଦ୍ଦେଶ୍ୟ ଇତ୍ୟାଦି ପାଇଁ ଲୋନ୍ ନେଇଥାଉ । କିନ୍ତୁ ଅନେକ ସମୟରେ ଅସମ୍ପୂର୍ଣ୍ଣ ଦସ୍ତାବିଜ୍, କମ୍ CIBIL ସ୍କୋର କିମ୍ବା ଅନ୍ୟାନ୍ୟ କାରଣରୁ ବ୍ୟାଙ୍କ ଲୋନ୍ ଦେବାକୁ ମନା କରିଦଏ । ଏପରି ପରିସ୍ଥିତିରେ, ଯେଉଁ ବ୍ୟକ୍ତିଙ୍କ ପାଇଁ ଲୋନ୍ ଅଧିକ ଆବଶ୍ୟକ ହୋଇଥାଏ, ସେ ଲୋନ୍ ନେବା ପାଇଁ ଅନ୍ୟ ଉପାୟ ଖୋଜନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କୁ କିଛି ଜିନିଷ ଧ୍ୟାନରେ ରଖିବାକୁ ପଡିବ । ନଚେତ୍ ଆପଣ ମଧ୍ୟ ଠକାମୀର ଶିକାର ହ
Oct 24,2023, 18:26 PM IST
Read More

Trending news