Advertisement

President Droupadi Murmu

alt
ଦିଲ୍ଲୀରେ ରାଷ୍ଟ୍ରପତି ଙ୍କୁ ଭେଟିଲେ ଓଡ଼ିଶା ଛାତ୍ର ସଙ୍ଗଠନ| ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା | ନୂଆଦିଲ୍ଲୀ ରେ ଗତ ପାଞ୍ଚ ତାରିଖ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଓଡ଼ିଶା ତଥା ଭାରତରେ ବୈଦିକ ପରମ୍ପରା ତଥା ଗୁରୁକୁଳ ପରମ୍ପରା କୁ ସୁଦୃଢ କରିବା,ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ,ପଣ୍ଡିତ ରଘୁନାଥ ମୁର୍ମୁ, ଭୀମ ଭୋଇ,ଗଙ୍ଗାଧର ମେହେର,ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଭଳି ବିଭିନ
Mar 7,2024, 12:13 PM IST
alt
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କନ୍ଧରା କୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି | ଆସନ୍ତା କାଲି ମାର୍ଚ୍ଚ ଦୁଇ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇ ଙ୍କ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ଭୀମ ଭୋଇ ସ୍ମୃତି ପୀଠ ବେଶ ଉତ୍ସାହିତ |ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଆସନ୍ତା କାଲି ସାଢେ ବାର ଟା ରେ ସେଠାରେ ପହଂଚିବା କାର୍ଯ୍ୟକ୍ରମ ରହିବା ସହ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ମହିମା ଧାର୍ମାବଲମ୍ବୀ ଙ୍କ ମଧ୍ୟ ରେ ବେଶ ଉତ୍ସାହ ଦେଖାଦେଇଛି | ସୂଚନା ଥାଉ କି ସନ୍ଥ କବି ଭୀମ ଭୋଇ ଙ୍କ ବାଣୀ ''ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ
Mar 1,2024, 13:13 PM IST
alt
Jan 9,2024, 17:24 PM IST
Read More

Trending news