Advertisement

Droupadi Murmu

alt
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କନ୍ଧରା କୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି | ଆସନ୍ତା କାଲି ମାର୍ଚ୍ଚ ଦୁଇ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇ ଙ୍କ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ଭୀମ ଭୋଇ ସ୍ମୃତି ପୀଠ ବେଶ ଉତ୍ସାହିତ |ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଆସନ୍ତା କାଲି ସାଢେ ବାର ଟା ରେ ସେଠାରେ ପହଂଚିବା କାର୍ଯ୍ୟକ୍ରମ ରହିବା ସହ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ମହିମା ଧାର୍ମାବଲମ୍ବୀ ଙ୍କ ମଧ୍ୟ ରେ ବେଶ ଉତ୍ସାହ ଦେଖାଦେଇଛି | ସୂଚନା ଥାଉ କି ସନ୍ଥ କବି ଭୀମ ଭୋଇ ଙ୍କ ବାଣୀ ''ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ
Mar 1,2024, 13:13 PM IST
Read More

Trending news