Mobile Calling New Rule
ବଦଳିଯିବ କଲିଂ ଓ SMSର ନିୟମ, ହେବ ଏହି ବଡ଼ ପରିବର୍ତ୍ତନ; ବନ୍ଦ ହୋଇଯିବ ଏସବୁ ନମ୍ୱର
Mobile Calling New Rule: ମୋବାଇଲ୍ ୟୁଜର୍ସଙ୍କୁ ଜୋରଜବରଦସ୍ତି କଲ ବା ମେସେଜ କରି ହଇରାଣ କରିବାର ଏହି ପଦକ୍ଷେପ ବିରୋଧରେ TRAI ବର୍ତ୍ତମାନ କଠୋର ହୋଇଛି । TRAI ଦ୍ୱାରା ଏକ ନିର୍ଦ୍ଦେଶ ଜାରି କରାଯାଇଛି ଯେ, ଟେଲି ମାର୍କେଟିଂ କମ୍ପାନୀଗୁଡିକ ପ୍ରମୋସନାଲ କଲ୍ କିମ୍ବା ମେସେଜ ପାଇଁ ନର୍ମଲ ୧୦ ଅଙ୍କ ନମ୍ୱର ବନ୍ଦ କରିବା ଉଚିତ୍ ।
May 1,2023, 12:41 PM IST
Old Cooler
ପୁରୁଣା କୁଲର୍ ଘରକୁ କରିଦେବ କାଶ୍ମୀର! କେବଳ ଆପଣାନ୍ତୁ ଏହି ୫ଟି ଟ୍ରିକ୍
Cooler: ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ପୁରୁଣା କୁଲର୍ ବ୍ୟବହାର କରୁଛନ୍ତି । ମରାମତି ପରେ ଲୋକମାନେ ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରନ୍ତି । ପ୍ରାୟତଃ ଲୋକମାନେ କୁହନ୍ତି ଯେ ଲକ୍ଷ ଲକ୍ଷ ପ୍ରୟାସ ପରେ ମଧ୍ୟ ସେମାନଙ୍କର କୁଲର ଥଣ୍ଡା ପବନ ଦେଇନଥାଏ ।
May 1,2023, 8:58 AM IST
DA hike
ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ଟଙ୍କା
DA Hike: ହିମାଚଳ ପ୍ରଦେଶ ସରକାର କହିଛନ୍ତି ଯେ, ରାଜ୍ୟ କର୍ମଚାରୀମାନେ ୩ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବା ଡିଏ ପାଇବେ । ସେହିପରି ବିଗତ ଦିନରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଉପହାର ଦେଇଥିଲେ । କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ ।
May 1,2023, 8:22 AM IST
BJP MLA Son Death
ବିଜେପି ବିଧାୟକଙ୍କ ପୁଅଙ୍କ ହୃଦଘାତରେ ନିଧନ, କୋଠରୀରୁ ମୃତଦେହ ଉଦ୍ଧାର
BJP MLA Son Death: ନରସିଂହପୁରର ବିଜେପି ବିଧାୟକ ଜାଲମ ସିଂ ପଟେଲଙ୍କ ୩୨ ବର୍ଷୀୟ ପୁଅ ମୋନୁ ପଟେଲଙ୍କ ଦେହାନ୍ତ ହୋଇଛି । ହୃଦଘାତ ମୃତ୍ୟୁର କାରଣ ବୋଲି କୁହାଯାଇଛି । ବିଧାୟକଙ୍କ ପୁଅଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।
May 1,2023, 7:47 AM IST
LPG price
ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ ନୂଆ ରେଟ୍
LPG Price 1 May 2023: ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏଥିରେ କୌଣସି ପରିବର୍ତ୍ତନ ଘଟି ନାହିଁ ।
May 1,2023, 6:37 AM IST
Babar Azam
ପାକିସ୍ତାନ ଅଧିନାୟକ ବାବର ଆଜମ ରଚିଲେ ଇତିହାସ, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ମହା ରେକର୍ଡ
Babar Azam: ୧୨୦୦୦ ରନ୍ ପୂରା କରିବାରେ ବାବର ଆଜମ ଦ୍ୱିତୀୟ ଦ୍ରୁତତମ ଏସୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଜାଭେଦ୍ ମିଆନ୍ଦାଦ ଓ ସଚିନ ତେନ୍ଦୁଲକରଙ୍କ ପରି ଭେଟେରାନମାନଙ୍କୁ ପଛକୁ ପକାଇ ବାବର ଆଜମ ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି । କିନ୍ତୁ ସେ...
Apr 29,2023, 23:26 PM IST
IPL 2023
କୋଲକାତାର ପରାଜୟର ବଡ଼ ଭିଲେନ୍ ହେଲେ ଏହି ଖେଳାଳି! ମୁଣ୍ଡରେ ହାତ ଦେଇ ବସିଲେ ଅଧିନାୟକ ନୀତିଶ ରାଣା
KKR vs GT: ଏହି ବିଜୟ ସହିତ ଗୁଜୁରାଟ ଟାଇଟାନ୍ସ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ସିଜିନର ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚରେ କୋଲକାତା ଗୁଜୁରାଟକୁ ପରାସ୍ତ କରିଥିବାବେଳେ ଏହି ମ୍ୟାଚରେ ଗୁଜୁରାଟ ବିଜୟ ସହ ହିସାବକୁ ବରାବର କରିନେଇଛି । ପରାଜୟ ପରେ ଅଧିନାୟକ ନୀତିଶ ରାଣା ଅତ୍ୟନ୍ତ ଅସନ୍ତୁଷ୍ଟ ଦେଖାଯାଇଥିଲେ ।
Apr 29,2023, 22:28 PM IST
Chandra Grahan 2023
ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ
Lunar Eclipse 2023: ଯେତେବେଳେ ଚନ୍ଦ୍ର ଉପରେ ପୃଥିବୀର ଛାୟା ନ ପଡ଼ି ଉପଛାୟା ପଡ଼େ, ଏହାକୁ ଏକ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ । ପ୍ରକୃତରେ ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରନ୍ତି, ଯାହାକୁ ଚନ୍ଦ୍ର ମାଲିନ୍ୟ କୁହାଯାଏ । ଏହା ପରେ ଚନ୍ଦ୍ର ପୃଥିବୀର ପ୍ରକୃତ ଛାଇ ଭୁଭାରେ ପ୍ରବେଶ କରେ, କିନ୍ତୁ ଅନେକ ଥର ଚନ୍ଦ୍ର ଛାଇରେ ପ୍ରବେଶ କରି କୋଣରୁ ବାହାରିଥାଏ ।
Apr 28,2023, 20:53 PM IST
IPL 2023 ମଝିରେ ହିଁ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ବଡ଼ ଝଟକା
IPL 2023: ଏହି ଖେଳାଳି ଆହତ ଆଇପିଏଲ ୨୦୨୩ ସିଜନରୁ ବାହାର ହେବା ସନରାଇଜର୍ସ ହାଇଦ୍ରାବାଦ ବା SRH ଦଳ ପାଇଁ ଏକ ବଡ଼ ଝଟକା । କାରଣ ଏହି କ୍ରିକେଟର ତାଙ୍କ ବିସ୍ଫୋରକ ବ୍ୟାଟିଂ ଓ ସାଂଘାତିକ ବୋଲିଂ ସାହାଯ୍ୟରେ ମ୍ୟାଚ୍ ଜିତିବା ପାଇଁ ଜଣାଶୁଣା ।
Apr 27,2023, 13:33 PM IST
Mango
Mango: ଏହି ସହଜ ଉପାୟରେ ଜାଣନ୍ତୁ ଆମ୍ୱ ଖଟା କି ମିଠା, କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏସବୁ କଥା
Mango: ଖଟା ଆମ୍ବ ସାଧାରଣତଃ ଭଲ ଲାଗେ ନାହିଁ ଓ ମନ ମଧ୍ୟ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଆମ୍ବ କିଣିବାବେଳେ ଏହା ମନେ ରଖିବା ଆବଶ୍ୟକ ଯେ ଆପଣ କିଣୁଥିବା ଆମ୍ବକୁ କାଟିବା ପରେ ମଧ୍ୟ ସେଗୁଡ଼ିକ ସେଭଳି ରସଯୁକ୍ତ ଓ ମିଠା ବାହାରୁ ।
Apr 27,2023, 8:00 AM IST
epfo higher pension
ଅଧିକ ପେନସନ ପାଇବା ପାଇଁ EPFO କହିଲା ଫର୍ମୂଲା, ମେ ୩ ପର୍ଯ୍ୟନ୍ତ ନିଶ୍ଚିତ କରନ୍ତୁ ଏହି କାମ
Pension News: ବର୍ତ୍ତମାନ ଆପଣଙ୍କର ପୂର୍ବ ଅପେକ୍ଷା ଅଧିକ ପେନସନ ପାଇବା ପାଇଁ ଏକ ସୁଯୋଗ ଅଛି । ଏହା ପାଇଁ ଆବେଦନ କରିବାକୁ ଆପଣଙ୍କ ପାଖରେ ମାତ୍ର ୫ ଦିନର ସମୟ ବାକି ଅଛି । କର୍ମଚାରୀଙ୍କ ଆବେଦନ ପାଇଁ ଅଧିକ ସମୟ ନାହିଁ, ସେମାନଙ୍କୁ ମେ ୩ ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।
Apr 27,2023, 7:00 AM IST
Rishabh Pant
ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏସିଆ କପ୍ ଓ ODI ବିଶ୍ୱକପରୁ ବାହାର ହେଲେ ଏହି ଖେଳାଳି!
Team India: ଋଷଭ ପନ୍ତଙ୍କର ଘନିଷ୍ଠ ବନ୍ଧୁମାନେ କହିଛନ୍ତି ଯେ, ତାଙ୍କୁ ବିନା ସାହାଯ୍ୟରେ ଚାଲିବାକୁ ଅତି କମରେ କିଛି ସପ୍ତାହ ଲାଗିବ । ଏହି ଦୁର୍ଘଟଣାରେ ଋଷଭ ପନ୍ତଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ଋଷଭ ପନ୍ତଙ୍କ ଲିଙ୍ଗମେଣ୍ଟ ଅସ୍ତ୍ରୋପଚାର କରାଯାଇଥିଲା, ଯାହା ପରେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି ।
Apr 26,2023, 21:04 PM IST
Bank Holiday in May 2023
ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Bank Holiday in May 2023: ସାଧାରଣ ଲୋକ ମାନେ ବ୍ୟାଙ୍କ ଛୁଟିଦିନ ତାଲିକା ଉପରେ ସର୍ବଦା ନଜର ରଖିଥାନ୍ତି । ଏଠାରେ ଆମେ ମେ ୨୦୨୩ର ବ୍ୟାଙ୍କ ଛୁଟି ତାଲିକା ବିଷୟରେ ସୂଚନା ଦେଉଛୁ । ଶନିବାର ଓ ରବିବାର ସମେତ ପର୍ବ, ଜୟନ୍ତୀ ଏବଂ ଅନ୍ୟାନ୍ୟ ଉତ୍ସବ ଯୋଗୁଁ ମେ ମାସରେ ବ୍ୟାଙ୍କଗୁଡିକ ସମୁଦାୟ ୧୨ ଦିନ ପାଇଁ ବନ୍ଦ ରହିବ ।
Apr 26,2023, 15:55 PM IST
Ayurveda tips
ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ
Ayurveda Tips: ଆମେ ଖାଦ୍ୟ ଖାଇବା ପରେ ଏପରି କିଛି କରିଥାଉ ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ ଓ ଆୟୁର୍ବେଦ ମଧ୍ୟ ଏହା କରିବାକୁ ବାରଣ କରେ । ସେଥିପାଇଁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ନିଜକୁ କିଛି ଅନାବଶ୍ୟକ କାମ କରିବା ଠାରୁ ଦୂରେଇ ରଖିବା ଜରୁରୀ ।
Apr 26,2023, 15:00 PM IST
7th Pay Commission
କେନ୍ଦ୍ର କର୍ମଚାରୀଙ୍କ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା
DA Hike: ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ବା DA ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Apr 26,2023, 6:41 AM IST
aadhar update
ଆଧାର କାର୍ଡରେ ଲାଗିଥିବା ଫଟୋ ଆପଣଙ୍କୁ ନୁହେଁ ପସନ୍ଦ, ତେବେ ତୁରନ୍ତ କରନ୍ତୁ ଏହି କାମ
Aadhar Update: ଆଧାର କାର୍ଡରେ ନାମ, ଜନ୍ମ ତାରିଖ ଏବଂ ଠିକଣା ପରି ସୂଚନା ମଧ୍ୟ ରହିଛି । ଏହାକୁ ପରିଚୟ ଓ ଠିକଣାର ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ । ଏହା ଏକ ବ୍ୟକ୍ତିର ମୋବାଇଲ୍ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ, ଏହାକୁ ବିଭିନ୍ନ ସେବା ଓ ସୁବିଧା ପାଇବା ପାଇଁ ବ୍ୟବହାର କରାଯାଇପାରେ ।
Apr 25,2023, 13:13 PM IST
WTC Final
WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖେଳାଳି
WTC Final: ଅଜିଙ୍କ୍ୟ ରାହାଣେ ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଏହା ପରେ ତାଙ୍କୁ ଟିମ୍ ଇଣ୍ଡିଆରୁ ବାଦ୍ ଦିଆଯାଇଥିଲା । ଅଜିଙ୍କ୍ୟ ରାହାଣେ ଆଇପିଏଲ ୨୦୨୩ରେ ବିସ୍ଫୋରକ ବ୍ୟାଟିଂ ସହ ଚୟନକର୍ତ୍ତାଙ୍କ ନିଦ ହଜାଇ ଦେଇଥିଲେ ।
Apr 25,2023, 11:36 AM IST
Virat Kohli
ବିରାଟ କୋହଲି କରିଦେଲେ ଏହି ବଡ଼ ଭୁଲ, IPL 2023 ମଝିରେ ହିଁ ଲାଗିବ ବ୍ୟାନ୍!
IPL 2023: ପ୍ରଥମ ଥର ପାଇଁ ଅଧିନାୟକଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ । ଯଦି ଏହି ଭୁଲ ପୁନରାବୃତ୍ତି ହୁଏ, ତେବେ ଅଧିନାୟକଙ୍କ ଜରିମାନା ୨୪ ଲକ୍ଷ ହେବ ଓ ବାକି ଦଳର ଖେଳାଳିଙ୍କୁ ମ୍ୟାଚ୍ ଫିର ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡିବ । ଏଥି ସହିତ ତୃତୀୟ ଥର ପାଇଁ ସ୍ଲୋ ଓଭର ରେଟର ଭୁଲ ପାଇଁ ଅଧିନାୟକଙ୍କୁ ୩୦ ଲକ୍ଷ ଜୋରିମାନା ଦେବାକୁ ପଡିବ ଓ ଗୋଟିଏ ମ୍ୟାଚ ପାଇଁ ମଧ୍ୟ ବ୍ୟାନ୍ କରାଯାଇପାରେ ।
Apr 25,2023, 9:34 AM IST
୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ
DA Arrears: ବକେୟା ଭତ୍ତା ଦାବିରେ କର୍ମଚାରୀମାନେ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ସୁପ୍ରିମକୋର୍ଟ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି ଯେ ଏହା କର୍ମଚାରୀଙ୍କ ଅଧିକାର, ଏହା ଫ୍ରିଜ୍ ହୋଇପାରେ କିନ୍ତୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ ।
Apr 25,2023, 8:13 AM IST
PM Kisan Scheme
ଚାଷୀଙ୍କ ପାଇଁ ବଡ଼ ଖୁସି ଖବର: ପିଏମ କିସାନର ୧୪ ତମ କିସ୍ତିରେ ମିଳିବ ଡବଲ ଟଙ୍କା!
PM Kisan 14th Installment: କେନ୍ଦ୍ର ସରକାର ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି ।
Apr 24,2023, 13:57 PM IST
IPL 2023 ସମୟରେ ଆସିଲା ବହୁତ ଖରାପ ଖବର, ଟୁର୍ଣ୍ଣାମେଣ୍ଟ ମଝିରେ ହିଁ ଛାଡ଼ିବେ ରୋହିତ-ବିରାଟ!
WTC Final 2023: ଆଇପିଏଲରେ ଭେଟେରାନ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ CSK ପାଇଁ ଖେଳୁଥିବା ଅଜିଙ୍କ୍ୟ ରାହାଣେ (Ajinkya Rahane) ଙ୍କ ମଧ୍ୟ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମିଳିପାରେ । ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ଗସ୍ତ ପରଠାରୁ ଅଜିଙ୍କ୍ୟ ରାହାଣେ (Ajinkya Rahane) ଟିମ୍ ଇଣ୍ଡିଆ ପାଇଁ ଖେଳି ନାହାଁନ୍ତି ।
Apr 24,2023, 13:08 PM IST
Old Pension Scheme
ପୁରୁଣା ପେନସନ ଉପରେ ଆସିଲା ବଡ଼ ଖୁସି ଖବର, ସରକାର ପ୍ରତ୍ୟାହାର କରିବେ ନିଜ ନିଷ୍ପତ୍ତି!
Old Pension Scheme: ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।
Apr 24,2023, 8:50 AM IST
Maharashtra politics
BJPରେ ଯିବେ ଅଜିତ ପାୱାର; ମହାରାଷ୍ଟ୍ରରେ ହେବାକୁ ଯାଉଛି ବଡ଼ ଖେଳ!
Maharashtra Politics Crisis: ବିଭାଗ ବଣ୍ଟନ ନେଇ ଅଜିତ ପାୱାର କ୍ୟାମ୍ପ ଓ ବିଜେପି ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ମଧ୍ୟ ଦାବି କରାଯାଇଛି । କୁହାଯାଉଛି ଯେ ଏପ୍ରିଲ୍ ୩୦ ସୁଦ୍ଧା ମହାରାଷ୍ଟ୍ରରେ କ୍ଷମତା ଲଢ଼େଇକୁ ନେଇ ସୁପ୍ରିମକୋର୍ଟ ନିଜ ରାୟ ପ୍ରଦାନ କରିପାରନ୍ତି ।
Apr 24,2023, 6:43 AM IST
ODI World Cup 2023
ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ
Pakistan ODI Captain: ଏକ ବୈଠକରେ ମିକି ଆର୍ଥର ନଜାମ ସେଠୀଙ୍କୁ କହିଛନ୍ତି ଯେ, ଦଳରେ ଅନେକ ମ୍ୟାଚ୍ ବିଜେତା ଥିବାରୁ ବର୍ତ୍ତମାନର ପାକିସ୍ତାନ ଦଳର ବିଶ୍ୱକପ ଜିତିବାର ସାମର୍ଥ୍ୟ ରହିଛି । ସେମାନଙ୍କୁ କେବଳ ଉପଯୁକ୍ତ ମାର୍ଗଦର୍ଶନ ଆବଶ୍ୟକ ଓ ଏହି କାର୍ଯ୍ୟ ସେମାନଙ୍କ କୋଚିଂ କର୍ମଚାରୀଙ୍କ ସାହାଯ୍ୟରେ କରାଯିବ । ସେଠୀ ଟିମ୍ ନିର୍ଦ୍ଦେଶକଙ୍କୁ ପୂର୍ଣ୍ଣ ଅଧିକାର ଦେଇଛନ୍ତି ଓ ତାଙ୍କ ସୁପାରିଶ ଆଧାରରେ ସମସ୍ତ ନିଷ୍ପତ୍ତି ନିଆଯିବ ।
Apr 23,2023, 14:18 PM IST
guru gochar 2023
୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ
Guru Gochar 2023: ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିର ଯୁତିର ସଂଯୋଗ ୧୨ ବର୍ଷ ପରେ ସୃଷ୍ଟି ହେଉଛି । ଯାହାର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶିର ଜାତକ ଉପରେ ପଡ଼ିବ । ଅନ୍ୟପଟେ ୫ଟି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ ଭାଗ୍ୟୋଦୟ ହେବ । ଏହି ଯୁତି ମେ ୧୫ ପର୍ଯ୍ୟନ୍ତ ରହିବ ଓ ଏହି ଲୋକମାନେ ବହୁ ଉପକୃତ ହେବେ ।
Apr 23,2023, 8:37 AM IST
ପୁରୁଣା ପେନସନ ନେବା ପାଇଁ ଜାରି ହେଲା ଫର୍ମ, ଯଦି ଏହି ତାରିଖ ପର୍ଯ୍ୟନ୍ତ ନ ଭରିବେ ତ ମିଳିବନି...
Old Pension Scheme: OPSରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ ।
Apr 23,2023, 7:49 AM IST
shani gochar 2023
୩୦ ମାସ ପର୍ଯ୍ୟନ୍ତ ଏହି ୩ ରାଶିକୁ ମାଲାମାଲ କରିଦେବେ ଶନି ଦେବ, ଶଶ ରାଜଯୋଗ ଯୋଗୁଁ ବର୍ଷିବ ଧନ
Shani Gochar 2023: ଚଳିତ ବର୍ଷ ଜାନୁଆରୀ ୧୭ରେ ଗୋଚର କରିବା ପରେ ସେ ୨୦୨୫ ବର୍ଷ ପର୍ଯ୍ୟନ୍ତ ଏହି ରାଶିରେ ବିରାଜମାନ ରହିବେ । ଏହି କାରଣରୁ ୧୨ଟି ରାଶିକୁ ଶୁଭ କିମ୍ବା ଅଶୁଭ ଫଳାଫଳ ମିଳିବ । କିନ୍ତୁ ୩ଟି ରାଶି ଏପରି ଅଛି, ଯାହାଙ୍କୁ ବର୍ଷ ୨୦୨୫ ଅର୍ଥାତ୍ ୩୦ ମାସ ପର୍ଯ୍ୟନ୍ତ ଶନି ଦେବ ଧନ ସମ୍ପଦରେ ଭରି ଦେବେ । ଆସନ୍ତୁ ଜାଣିବା ଏହି ସବୁ ରାଶି ବିଷୟରେ...
Apr 22,2023, 11:29 AM IST
ପୁରୁଣା ପେନସନକୁ ନେଇ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବେ ସରକାର
Old Pension Scheme: ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।
Apr 22,2023, 8:33 AM IST
Shreyas Iyer
IPL 2023 ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ହେଲା ସର୍ଜରୀ, WTC ଫାଇନାଲରୁ ହେଲେ ବାହାର
WTC Final: IPL 2023 ଶେଷ ହେବା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଆନଶିପର ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଇଂଲଣ୍ଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ଜୁନ ୭ରୁ ୧୧ ପର୍ଯ୍ୟନ୍ତ ଖେଳାଯିବାର ଅଛି । ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଦଳର ଜଣେ ମ୍ୟାଚ୍ ୱିନର ଖେଳାଳି ଆହତ କାରଣରୁ ଏହି ମ୍ୟାଚ୍ ଖେଳିପାରିବେ ନାହିଁ ।
Apr 21,2023, 14:21 PM IST
lady finger benefits
ଯଦି ଆପଣଙ୍କର ଅଛି ଦୃଷ୍ଟି ଶକ୍ତି ସମସ୍ୟା, ତେବେ ଏହି ଖାଆନ୍ତୁ ଭେଣ୍ଡି
Lady Finger Benefits: ଆଖିର ସୁରକ୍ଷା ପାଇଁ ଆମେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ, ନଚେତ୍ ଆମକୁ ଭବିଷ୍ୟତରେ କଷ୍ଟ ସହିବାକୁ ପଡ଼ିବ । ଅନେକ ଥର ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯୋଗୁଁ ଆଖିର ଦୃଷ୍ଟି ଶକ୍ତି କମ୍ ହେବାକୁ ଲାଗିଥାଏ । ଭିଟାମିନ୍ ଏ ସାହାଯ୍ୟରେ ସାଧାରଣ ଚକ୍ଷୁ ସମସ୍ୟା ଦୂର ହୋଇପାରିବ । ଯଦି ବୃଦ୍ଧମାନେ ଭେଣ୍ଡିକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି । ତେବେ ମୋତିଆବିନ୍ଦୁ ମଧ୍ୟ ରୋକାଯାଇପାରିବ ।
Apr 21,2023, 12:17 PM IST
Gold silver price
ଶୀଘ୍ର କରନ୍ତୁ: ରେକର୍ଡ ଦରରୁ ସୁନା ୬୦୦ ଟଙ୍କା ଓ ରୁପା ୨,୩୮୦ ଟଙ୍କା ମିଳୁଛି ଶସ୍ତା!
Gold-Silver Price: ଗତକାଲି ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଘଟିଥିଲା । କିନ୍ତୁ ଆଜି ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଆଜି ଉଭୟ ସୁନା ଓ ରୁପା ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ସୁନା-ରୁପାର ଯେଉଁ ଦାମ କୁହାଯାଇଛି, ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ ।
Apr 21,2023, 11:49 AM IST
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ସରକାର କଲେ ବଡ଼ ଘୋଷଣା, ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
DA Hike: ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଅଧିକ ଟଙ୍କା ପାଆନ୍ତି । ବାସ୍ତବରେ, ବର୍ତ୍ତମାନ ହରିୟାଣା ସରକାରଙ୍କ ଦ୍ୱାରା ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି ।
Apr 21,2023, 7:41 AM IST
ପୁରୁଣା ପେନସନକୁ ନେଇ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜରୁରୀ ଅପଡେଟ୍, ମୋଦି ସରକାର କଲେ ବଡ଼ ଘୋଷଣା
Old Pension Scheme: ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ଅବସର ପରେ ପୂରା ପେନସନ୍ ରାଶି (Pension Amount) ପ୍ରଦାନ କରାଯାଇଥାଏ । ଯଦିଓ ୨୦୦୪ରେ ତତ୍କକାଳୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁରୁଣା ପେନସନ ଯୋଜନା (OPS) ବନ୍ଦ କରାଯାଇଥିଲା ।
Apr 20,2023, 13:51 PM IST
PM Kisan 14th Installment
ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ କଲେ ବଡ଼ ଘୋଷଣା, ଚାଷୀକୁ ମିଳିବ ଲାଭ
SATHI Mobile App: କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦେଶର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି । ନକଲି ମଞ୍ଜି ବିକ୍ରିକୁ ରୋକିବା ପାଇଁ କେନ୍ଦ୍ରର ମୋଦି ସରକାର ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି । ଦେଶର ୧୪ କୋଟି ଚାଷୀ ଏହି ଆପରୁ ଲାଭ ପାଇବେ ।
Apr 20,2023, 9:11 AM IST
Gary Ballance Retirement
ଆଇପିଏଲ ୨୦୨୩ ମଝିରେ ଏହି ଖେଳାଳି ଫ୍ୟାନ୍ସଙ୍କୁ ଦେଲେ ବଡ଼ ଝଟକା, ହଠାତ୍ କଲେ ଅବସର ଘୋଷଣା
Gary Ballance Retirement: ଏହି ଖେଳାଳି ଜଣକ ଗୋଟିଏ ନୁହେଁ ଦୁଇ ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଏହି କ୍ରିକେଟର ଗୋଟିଏ ଦେଶ ପାଇଁ ଦିନିକିଆ ବିଶ୍ୱକପ ଦଳର ଏକ ସଦସ୍ୟ ମଧ୍ୟ ଥିଲେ । ଗ୍ୟାରି ବାଲାନ୍ସଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର କେପଲର ଭେସେଲ୍ସ ଏହି କାର୍ଯ୍ୟ କରିସାରିଛନ୍ତି ।
Apr 20,2023, 8:45 AM IST
ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି
Apr 20,2023, 7:44 AM IST
Surya Parag 2023
Surya Parag 2023: ଆଜି ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ପାଇଁ ବିପଦ! ରହିଛି କ୍ଷତିର ଯୋଗ
Surya Parag 2023: ବର୍ତ୍ତମାନ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷରେ ବିରାଜମାନ ଅଛନ୍ତି । ଯେଉଁଥିପାଇଁ ମେଷ ସହିତ ଅନ୍ୟ ୪ଟି ରାଶି ଉପରେ ଏହି ସୂର୍ଯ୍ୟ ପରାଗର ନକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଉପରେ ଏହି ବିପଦ ରହିଛି, ଯେଉଁମାନଙ୍କୁ ସତର୍କ ରହିବାକୁ ପଡ଼ିବ ।
Apr 20,2023, 7:16 AM IST
ସରକାରୀ କର୍ମଚାରୀଙ୍କୁ ଲାଗିଲା ଡବଲ୍ ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିଲା ଏହି ଖୁସି ଖବର
7th Pay Commission DA Hike: ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।
Apr 19,2023, 11:40 AM IST
8th pay commission
8th Pay Commissionକୁ ନେଇ ଆସିଲା ବଡ଼ ଅପଡେଟ୍, ମୋଦି ସରକାର ନେବାକୁ ଯାଉଛନ୍ତି ଏହି ନିଷ୍ପତ୍ତି
Fitment Factor: ବର୍ତ୍ତମାନ ସାରା ଦେଶରେ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଅଧୀନରେ ବେତନ ପାଉଛନ୍ତି । କିନ୍ତୁ କର୍ମଚାରୀଙ୍କ ଠାରୁ ଏପରି ଅନେକ ଅଭିଯୋଗ ଦେଖାଯାଉଛି ଯେ ସେମାନେ ସୁପାରିଶ ଅନୁଯାୟୀ ବେତନ ପାଉନାହାଁନ୍ତି । ଅର୍ଥାତ ସେମାନେ ଯେତିକି ବେତନ ପାଇବା କଥା ତାହାଠାରୁ ଅଧିକ କମ୍ ଟଙ୍କା ପାଉଛନ୍ତି । ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ଆଗରେ ଅଷ୍ଟମ ବେତନ ଆୟୋଗର ଦାବି କରାଯାଉଛି ।
Apr 15,2023, 8:04 AM IST
BCCI
BCCIର ବଡ଼ ନିଷ୍ପତ୍ତି! WTC ଫାଇନାଲ ପରେ ଟିମ୍ ଇଣ୍ଡିଆକୁ ମିଳିବ ନୂଆ 'ବସ୍'
WTC Final 2023: ଟିମ୍ ଇଣ୍ଡିଆର ପୂର୍ବତନ ଚେତନ ଶର୍ମା ବିରାଟ କୋହଲି, ରୋହିତ ଶର୍ମା, ସୌରଭ ଗାଙ୍ଗୁଲି ଏବଂ ଫିଟନେସ ପାଇଁ ଖେଳାଳି ଇଞ୍ଜେକ୍ସନ ନେବା ସମେତ ଷ୍ଟିଙ୍ଗ ଅପରେସନରେ ଅନେକ ବଡ଼ ଖୁଲାସା କରିଥିଲେ । ସେବେଠାରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦ ଖାଲି ପଡିଛି ।
Apr 15,2023, 7:33 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.