crime news
Crime News: ବନ୍ଧୁକ ମୁନରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ପୋଲିସର ଛାନଭିନ୍ ଜାରି
Crime News: ବନ୍ଧୁକ ମୁନରେ ଲୁଟ। ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଡକାୟତ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗିତାରାଣୀ ଖଣି ନିକଟସ୍ଥ କ୍ରାକର୍ସ ଇଣ୍ଡିଆ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ ।
Feb 8,2024, 12:44 PM IST
IPS Arun Kumar Sarangi
IPS Arun Kumar Sarangi: ଦାୟିତ୍ୱ ଗ୍ରହଣ କଲେ ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ
DGP Arun Kumar Sarangi: ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଆଇପିଏସ ଅରୁଣ କୁମାର ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।
Dec 31,2023, 20:30 PM IST
George Tirkey
George Tirkey: ଏଥର ଶେଷ ନିର୍ବାଚନ ଲଢ଼ିବେ ଜର୍ଜ ତିର୍କୀ!
ଏଥର ଲଢ଼ିବି ଶେଷ ନିର୍ବାଚନ ଜର୍ଜ ତିର୍କୀ (George Tirkey) । ତାହା ବି ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ (Sundargarh) ଜିଲ୍ଲା ବୀରମିତ୍ରପୁର ବିଧାନସଭା ଆସନରୁ। କିନ୍ତୁ କେଉଁ ଦଳରୁ ନିର୍ବାଚନ ଲଢିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଶେଷ ଥର ନିର୍ବାଚନ ଲଢିବା ନେଇ ଖୋଦ ଜର୍ଜ ତିର୍କୀ
Dec 16,2023, 15:01 PM IST
Odisha news
ଶ୍ରମିକଙ୍କ ଉଦ୍ଧାର ପଛରେ ଓଡ଼ିଶାର ରହିଥିଲା ଏହି ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା, ଜାଣନ୍ତୁ କଣ
ରାଉରକେଲା: ଗତ ନଭେମ୍ବର ୧୨ ତାରିଖରେ ଯେତେବେଳେ ଗୋଟେ ପଟେ ସମଗ୍ର ଭାରତରେ ଦୀପାବଳୀ ପାଇଁ ସମସ୍ତେ ଉତ୍ସବମୁଖର ଥିଲେ, ଠିକ୍ ସେହି ସମୟରେ ଉତ୍ତରକାଶୀ ସିଲକ୍ୟାରା ଠାରେ ୪.୫୩୧ କିଲୋମିଟର ବିଶିଷ୍ଟ ନିର୍ମିତ ହେଉଥିବା ସୁଡ଼ଙ୍ଗ ମଧ୍ୟରେ ପାହାଡ ଅତଡା ଧସି ୪୧ଜଣ ଶ୍ରମିକ ଫସି ରହିବା ଘଟଣା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱବାସୀଙ୍କ ହୃଦୟ ଦୋହଲାଇ ଦେଇ
Nov 30,2023, 15:19 PM IST
Naveen Patnaik
naveen patnaik: କେନ୍ଦ୍ରୀୟ ଅବହେଳା ବନାମ ଓଡ଼ିଶାକୁ ଗୁରୁତ୍ଵ: ସ୍ୱର ବଦଳେଇଲେ ମୁଖ୍ୟମନ୍ତ୍ରୀ
ଦୀର୍ଘ ବର୍ଷ ଧରି ରାଜ୍ୟ ଶାସନରେ ରହିଥିବା ବିଜେଡି ଶେଷରେ କେନ୍ଦ୍ର ପ୍ରତି ବଦଳେଇଛି ତାର ଆଭିମୁଖ୍ୟ। ବିଧାନସଭାରେ ନିଜର ସ୍ୱର ବଦଳେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ବର୍ଷର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଛାଡି ଏବେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୁରୁତ୍ଵ ଦେଉଥିବା କଥା କହିଛନ୍ତି ମୁଖ୍ୟମନ
Sep 26,2023, 13:01 PM IST
DIG Brijes Ray transferred
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ମାମଲାରେ ବଦଳି ହେଲେ ଅନୁଗୁଳ ଡିଆଇଜି, ଜାଣନ୍ତୁ ପୂରା ଘଟଣା
Angul DIG Brijes Ray transferred: ହୋମଗାର୍ଡ ପିଡ଼ୀତା ଏହି ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଯାହାଫଳରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଛନ୍ତି ।
Aug 22,2023, 18:26 PM IST
Sundargarh News
Sundargarh News: ରାଜ୍ୟରେ ବଢୁଛି ମାନବ ଚାଲାଣ, ନାବାଳିକାକୁ ବିକି ଦେଲେ ସରପଞ୍ଚ
Sundargarh News (ସୁନ୍ଦରଗଡ଼, ଶୁଶାନ୍ତ କୁମାର ଦାଶ ): ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଦଲାଲ୍ ମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ରୀତିମତ ମହିଳା,ପୁରୁଷ, ଯୁବତୀଙ୍କ ସମେତ ନାବାଳିକା ମାନଙ୍କୁ ଚାଲାଣ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ସେଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅନାଥ ନାବାଳିକା (orphan girl) ଚାଲାଣ ଘଟଣା ଏବଂ ସେଥିରେ ଜଣେ ଲୋକ ପ୍ରତିନିଧି ଙ୍କ ସଂପୃକ୍ତି ଏବେ ଲୋକ ଲୋଚନକୁ ଆସିଛି ।
Aug 21,2023, 13:50 PM IST
Bhubaneswar Metro Rail Project
ଆଉ ପାଦେ ଆଗେଇଲା ଭୁବନେଶ୍ୱରରେ ମେଟ୍ରୋ ପ୍ରୋଜେକ୍ଟ, ଘୋଷଣା ହେଲା ଏହି ୨୦ଟି ଷ୍ଟେସନ୍
Bhubaneswar Metro Rail project: ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ (୨୬ କିଲୋମିଟର) ମେଟ୍ରୋ ରେଳ ଚଳାଚଳ ପାଇଁ ଟ୍ରାଫିକ, ସାମାଜିକ ଓ ପରିବେଶ ପ୍ରଭାବ, ଟପୋଗ୍ରାଫିକ୍ ସର୍ଭେ ସହ ଜିଓ ଟେକ୍ନିକାଲ ତଦନ୍ତ କାର୍ଯ୍ୟ ସାରିଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ।
Aug 17,2023, 19:40 PM IST
Guru Purnima
Guru Purnima: କାହିଁକି ପାଳନ କରାଯାଏ ଗୁରୁପୂର୍ଣ୍ଣିମା? ଜାଣନ୍ତୁ ଏହାର ଗୁରୁତ୍ୱ?
why is guru purnima celebrated: ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ଗୁରୁ ହେଉଛନ୍ତି ବନ୍ଦନୀୟ ଏବଂ ନମନୀୟ। ଗୁରୁ, ମନୁଷ୍ୟର ଅନ୍ତନିହିତ ଗୁଣ ଏବଂ ଶକ୍ତିକୁ ଜାଗରଣ କରି ବ୍ୟକ୍ତି ଜୀବନରେ ଜ୍ଞାନର ଦ୍ବୀପକୁ ପ୍ରଜ୍ବଳିତ କରିଥାନ୍ତି।
Jul 3,2023, 16:29 PM IST
Mo Bus
ଜଳିଗଲା 'ମୋ ବସ'
ଜଳିଗଲା ମୋ ବସ। ରାଉରକେଲାର ଝିର୍ ପାଣିରୁ ବେଦବ୍ୟାସ ଯାଉଥିବା ମୋ ବସ୍ ରାସ୍ତା ଉପରେ ଜଳିଯାଇଛି। ବେଦବ୍ୟାସ ନିକଟ ଟିସିଆଇ ଛକ ନିକଟରେ ଶନିବାର ଏଭଳି ଘଟଣା ଘଟିଥିଲା। ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।
May 21,2023, 11:26 AM IST
rourkela news
ରାଉରକେଲାରେ ଭଡା଼ ଘର ପାଲଟିଛି ସଟ୍ଟା କଣ୍ଟ୍ରୋଲ ରୁମ୍, ପୋଲିସ ନେଲା ବଡ଼ ଆକ୍ସନ
Rourkela News: ରାଉରକେଲା ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ସିଭିଲ ଟାଉନସିପ ଅଞ୍ଚଳର ଏକ ଭଡା ଘରେ ଅନଲାଇନ୍ ଆପ୍ ଜରିଆରେ କୋଟି କୋଟି ଟଙ୍କାର ସଟ୍ଟା(Grappling) କାରବାରର ପରଦାଫାର୍ଶ କରିଛି ରାଉରକେଲା ପୋଲିସ। ଏଥି ସହିତ ରାଜ୍ୟ ବାହାରର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Apr 6,2023, 18:43 PM IST
Jharsuguda bypoll
Jharsuguda Bypoll: ପ୍ରଭାବ ପକାଇବ କି ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ?
ରାଉରକେଲା: ମାତ୍ର କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ବାଜି ସାରିଲାଣି ନିର୍ବାଚନ ବିଗୁଲ୍। ଗତ ଜାନୁଆରୀ ୨୯ ତାରିଖରେ ରାଜ୍ୟର ବରିଷ୍ଠ ନେତା ତଥା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଙ୍କ ବିଚ୍ ରାସ୍ତାରେ ଜଣେ ପୋଲିସ କର୍ମୀଙ୍କ ଦ୍ଵାରା ଗୁଳିକରି ନିର୍ମମ ହତ୍ୟା ର ଠିକ୍ ଦୁଇମାସ ପରେ ଉପ
Apr 3,2023, 7:47 AM IST
Jharsuguda Crime News
Jharsuguda News: ଅପହରଣ ପରେ ଟଙ୍କା ପାଇଁ ବ୍ୟବସାୟୀଙ୍କ ପୁଅକୁ ମାରିଦେଲେ ପଡ଼ୋଶୀ !
ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରଓ୍ୱାଲ (Samarth Agarwal) ଅପହରଣ ମାମଲାର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୋଲିସ (Jharsuguda Police)। ଏହି ଅପହରଣ ଘଟଣା ପଛରେ ସମ୍ପର୍କିୟଙ୍କ ହାତ ରହିଥିବା ନେଇ ଝାରସୁଗୁଡ଼ା ଏସପୁ ସୂଚନା ଦେଇଛନ୍ତି। କେବଳ ଅପହରଣ ନୁହେଁ, ଟଙ୍କା ପାଇଁ ସମର୍ଥ ଅଗ୍ରଓ୍ୱାଲଙ୍କୁ ହତ୍ୟା କରାଯାଇଛି ବୋଲି ଏସପି ସ
Mar 30,2023, 8:56 AM IST
Rourkela News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୨୫ରୁ ଅଧିକ ଗୁରୁତର
Accident News in Odia: ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ଘରୋଇ ବସ 'ପ୍ରଭା' ଚାନ୍ଦିପୋଷ ନିକଟରେ ଛିଡ଼ା ହୋଇଥିବା ଏକ ହାଇଓ୍ୱା ଟ୍ରକକୁ ଧକ୍କା ଦେଇଥିଲା।
Mar 27,2023, 7:03 AM IST
FIH Hockey Pro League
ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ଭାରତ ପାଇଁ ଲକି ଷ୍ଟାଡିୟମ୍: ହରମନପ୍ରିତ
ବୁଧବାର ରାଉରକେଲା ଠାରେ ଭାରତ ଅଷ୍ଟ୍ରେଲିଆ ସହ ଖେଳିଥିବା ଶେଷ ଲିଗ୍ ମ୍ୟାଚ୍ ବେଶ୍ ରୋମାଞ୍ଚ ପୂର୍ଣ୍ଣ ରହିଥିଲା।ମ୍ୟାଚ୍ ଆରମ୍ଭର ମାତ୍ର ୧ମିନିଟ ୧୨ସେକେଣ୍ଡ ମଧ୍ୟରେ ବିବେକ ସାଗର ପ୍ରସାଦ ପେନାଲ୍ଟି କର୍ଣ୍ଣର କୁ ଗୋଲ୍ ମାରି ଭାରତକୁ ଆଗୁଆ କରିଥିଲେ। ତେବେ ପ୍ରଥମ କ୍ୱାଟର ରେ ଭାରତକୁ ଆଉ ୪ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲେ ଭାରତୀୟ ଖେଳାଳି।
Mar 16,2023, 7:46 AM IST
Vedvyas Mela 2023
Vedvyas Mela 2023: କମ୍ପୁଛି ବେଦବ୍ୟାସ ପୀଠ, ମୀନାବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଉଛନ୍ତି
Vedvyas Mela 2023 In Odia News: ଦୀର୍ଘ ଦୁଇବର୍ଷର କୋରୋନା କଟକଣା ପରେ ସୁନ୍ଦରଗଡ଼ ଜିଲ୍ଲା,ରାଉରକେଲାର (Rourkela)ପୁରାଣ ପ୍ରସିଦ୍ଧ ତ୍ରିବେଣୀ ସଙ୍ଗମ ତଥା ମହାଭାରତ ର ରଚୟିତା ମହର୍ଷି ବ୍ୟାସ ଦେବଙ୍କ ଜନ୍ମ ପୀଠ,ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରୀ ଧୁମଧାମରେ ପାଳନ କରାଯାଇଛି। ଏନେଇ ବେଦ୍ୟାବସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।
Feb 19,2023, 16:25 PM IST
Sundargarh
କେତେ ସଫଳ 5T? କାନ୍ଥ ସାଜିଛି କଳାପଟା; ବ୍ଲାକବୋର୍ଡ ବିନା କାନ୍ଥରେ ପାଠ ପଢ଼ୁଛନ୍ତି କୁନି ପିଲା
Sundargarh: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଗୋପନା ପଞ୍ଚାୟତର ସାନପୁରୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ରହିଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ମୋଟ ୪୭ ଓ ଶିକ୍ଷକ ସଂଖ୍ୟା ୩ ରହିଛି ।
Feb 9,2023, 16:13 PM IST
ରାଜ୍ୟ ରାଜନୀତିରେ 'ମେ ୨୯'; ରବିବାର ନବୀନ ପଟ୍ଟନାୟକ ନେଇପାରନ୍ତି ଏହି ସବୁ ପଦକ୍ଷେପ
ଦୀର୍ଘ ୨୨ବର୍ଷ ଧରି ଦିନକୁ ଦିନ ନିରାଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଚାଲିଥିବା ୨୬ ଡିସେମ୍ବର ୧୯୯୭ ମସିହାରେ ଗଠିତ ବିଜୁ ଜନତା ଦଳ ଗଠନ ଠାରୁ ଆରମ୍ଭ କରି, ୨୦୧୨ ମେ ୨୯ ଘଟଣା ଭଳି ଅନେକ କ୍ଷେତ୍ରରେ ରାଜ୍ୟ ରାଜନୀତି ସହିତ ଯୋଡି ହୋଇଛି ରାଉରକେଲାର ନାଆଁ। ଆଉ ସେସବୁ ଘଟଣାବଳିରେ ରାଉରକେଲାର ଦୁଇ ନେତା ବିଜୁ ବାବୁଙ୍କ ମାନସପୁତ୍ର ବୋଲାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏବଂ ପୂର୍ବତନ ମନ୍ତ୍ରୀ ଶାରଦା ନାୟକଙ୍କ ସଂପୃକ୍ତି ରାଜ୍ୟ ରାଜନୀତିର ଏକ ଅଭୁଲା ଅଂଶ।
May 28,2022, 14:02 PM IST
Rourkela
ବନ୍ଦ ଘରେ ମାଆର ମୃତଦେହ ଚାରି ଦିନ ବିତାଇଲା ଝିଅ
ବାସନ୍ତୀ କଲୋନୀ ଏଫ୍ଏଲ ୨୨୩ ଘରୁ ପୋଲିସ ବୃଦ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହିତ ସେଠାରେ ଥିବା ମାନସିକ ଦିବ୍ୟାଙ୍ଗ ଝିଅକୁ ମଧ୍ୟ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
May 24,2022, 18:37 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.