Crime News: ବନ୍ଧୁକ ମୁନରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ପୋଲିସର ଛାନଭିନ୍ ଜାରି
Advertisement
Article Detail0/zeeodisha/odisha2100241

Crime News: ବନ୍ଧୁକ ମୁନରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ପୋଲିସର ଛାନଭିନ୍ ଜାରି

Crime News:  ବନ୍ଧୁକ ମୁନରେ ଲୁଟ। ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଡକାୟତ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗିତାରାଣୀ ଖଣି ନିକଟସ୍ଥ କ୍ରାକର୍ସ ଇଣ୍ଡିଆ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ ।

ସୂଚନା ଅନୁଯାୟୀ, ଭୋର ୩ଟାରେ ୫ ଜଣରୁ ଉର୍ଦ୍ଧ୍ବ ଦୃର୍ବୁତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ CCTV ରେ କଏଦ ହୋଇଛି । କେଉଁଠାରେ ଟଙ୍କା ରଖାଯାଇଛି ସେନେଇ ଦୁର୍ବୃତ୍ତମାନେ ପୂର୍ବରୁ ଜାଣିଥିଲେ ଫଳରେ ସେଠାରୁ ଆସି ଟଙ୍କା ନେଇ ବାଇକ ଯୋଗେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । CCTV  ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Also Read- Illegal Sanda lifting: ରାମନଦୀରୁ ବେଧଡକ ଉତ୍ତୋଳନ ହେଉଛି ବାଲି, ଦୈନିକ ଶହ ଶହ ଟ୍ରାକ୍ଟର..