Advertisement

Same sex marriage

alt
ତେବେ ଏହି ନିଷ୍ପତ୍ତି ପରେ ଆଥଲେଟ ଦୂତି ଚାନ୍ଦ ଏବେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆମ ବାହାଘର ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ଏହା ଶୁଣି ମୁଁ ବହୁତ ମର୍ମାହତ ବୋଲି କହିଛନ୍ତି ଦୂତି ଚାନ୍ଦ। ସେ କହିଛନ୍ତି ଯେ, ନିଜ ବାନ୍ଧବୀ ମୋନାଲିସାଙ୍କୁ ବିବାହ କରିବାକୁ ନେଇ ସେ ଅନେକ କିଛି ପ୍ଲାନ କରିଥିଲେ । ହେଲେ ଏମିତି ଏକ ରାୟ ଆସିବା ପରେ ଆମ ବିବାହ ଏବେ ଅନିଶ୍ଚିତତା ଘେରରେ । କାରଣ ମୁଁ ମୋ ବାନ୍ଧବୀ ମୋନାଲିସାଙ୍କ ସହ ଦୀର୍ଘ ୫ ବର୍ଷ ହେଲା ରହିଆସିଛି। ମୁଁ ଆଶା କରୁଛି ଯେ, ସଂସଦ ଏହା ଉପରେ ଏକ ଆଇନ ପାସ୍ କରିବେ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିବ ବୋଲି ମୁଁ ଆଶା ରଖିଛି ବୋଲି କହିଛନ୍ତି ଦୂତି ଚାନ୍ଦ । ଏହାସହ ଦୂତି ପ୍ରଶ୍ନ କରିଛନ୍ତି ଯେ, ଅନେକ ଦେଶ ଏହ
Oct 18,2023, 20:04 PM IST
Read More

Trending news