Odisha news
Odisha News: ଗଭୀର ସମୁଦ୍ରରେ ବନ କର୍ମଚାରୀଙ୍କୁ ଜଳଦସ୍ୟୁଙ୍କ ଆକ୍ରମଣ
Odisha News: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ରରେ ଜଳଦସ୍ୟୁଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବନ ବିଭାଗ କର୍ମଚାରୀ। ସୋମବାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର (Gahirmatha Marine Sanctuary) ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ବିରଳ ଅଲିଭ ରିଡ଼ଲେ କଇଁଛ (Alive Riddle) ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ ବନ ବିଭାଗର ୧୧ ଜଣିଆ ପାଟ୍ରୋଲିଙ୍ଗ ଟିମ୍ ।
Mar 19,2024, 12:26 PM IST
Bhitarkanika Bird
ଖୁସି ଖବର! ଭିତରକନିକାରେ ବଢ଼ିଲା ବିଦେଶାଗତ ପକ୍ଷୀ ଓ ବଉଳା କୁମ୍ଭୀର ସଂଖ୍ୟା
Bhitarkanika National Park: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡରେ ଚଳିତ ମାସ ୬ ତାରିଖ ଦିନ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିଲା। ଗଣନା ସକାଳ ୫ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ୧୮ଟି ଟିମ୍ ପକ୍ଷୀ ଗଣନା କରିଥିଲେ । ଏହି ପକ୍ଷୀ ଗଣନାରେ ପକ୍ଷୀ ବିଶାରଦ ମାନଙ୍କ ସହିତ ବନବିଭାଗର କର୍ମଚାରୀମାନେ ସାମିଲ ହୋଇ ୫ଟି ରେଞ୍ଜ ରେ ପକ୍ଷୀ ଗଣନା କରିଥିଲେ । ସାତଭାୟା, କାଳିଭଞ୍ଜଡିଆ,ଚିଞ୍ଚିରୀ ମୁହାଣ, ଡାଙ୍ଗମାଳ,ରାଇପାଟିଆ,ଯଉଦିଆ,ପାରାଦୀପ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା। ଚଳିତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧୪୦ ପ୍ରଜାତିର ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଗଣନା କରାଯାଇଥିଲା ।
Jan 18,2024, 13:43 PM IST
Dolphin census in Bhitarkanika National Park
ଭିତରକନିକାରେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଡଲଫିନ୍ ଗଣନା
Bhitarkanika National Park: ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ଆସନ୍ତା ୨୦ତାରିଖ ରେ ଡଲଫିନ୍ ଗଣନା ଆରମ୍ଭ ହେବ । ୨୦ ତାରିଖ ରୁ ୨୨ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା ।
Jan 18,2024, 11:28 AM IST
Seasonal Bird Count In Bhitarkanika
Bhitarkanika: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
Bhitarkanika: ପକ୍ଷୀମାନଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଛି। ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ।
Jan 6,2024, 12:14 PM IST
Cuttack Deer Park
Cuttack Deer Park: ବନ୍ଦ ହେବ କଟକର ହରିଣ ପାର୍କ, ଚାଲିଛି ହରିଣ ସ୍ଥାନାନ୍ତରଣ
Cuttack Deer Park: କଟକର ହରିଣ ପାର୍କ କିଏ ବା ନ ଜାଣେ । କଟକ ତୁଳସୀପୁର ମଧୁସୂଦନ ନଗରର ଏହି ହରିଣ ପାର୍କ ଯେମିତି କଟକର ଏକ ଅଂଶ। ହେଲେ ଏହି ହରିଣ ମାନଙ୍କୁ ଏବେ କରାଯାଉଛି ସ୍ଥାନାନ୍ତର। ଅଟୋ କିମ୍ବା ଟାଉନ ଏମିତି କି ରିକ୍ସା ବାଲାକୁ ଯଦି କୁହାଯାଏ ହରିଣ ପାର୍କ ଛକରେ ଛାଡ଼ିବାକୁ ତେବେ ସେ ନିର୍ଦ୍ଵନ୍ଦରେ ଆଣି ଛିଡ଼ା କରିଦିଏ ୪୦ ବର୍ଷର ଏହି ହରିଣ ପାର୍କଠାରେ ।
Jan 3,2024, 20:24 PM IST
Bhitarkanika
Bhitarkanika:ଜାନୁଆରୀ ୫ ତାରିଖ ଠାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
Bhitarkanika: ଜାନୁଆରୀ ୫ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯିବ । ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି।
Dec 26,2023, 13:21 PM IST
SCB medical
SCB Medical: ‘SCB ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ପ୍ରତିବାଦ କରିବାରୁ ପୋଲିସର ମାଡ଼’
SCB Medical: SCB ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦ କରିବାରୁ ପୋଲିସର ମାଡ଼ ଅଭିଯୋଗ।ମୃତ ଦେହ ରଖି ଏସସିବି(SCB) ମେଡିକାଲ ଫାଣ୍ଡି ଆଗରେ ରଖି ସମ୍ପର୍କୀୟଙ୍କ ଧାରଣା। ଆଲୋଚନା ପରେ ଧାରଣାରୁ ଉଠିଲେ ରୋଗୀ ସମ୍ପକୀୟ।
Dec 24,2023, 16:47 PM IST
Kendrapara news
ରାଜନଗର ଯୋଗାଣ ବିଭାଗରେ ଦୁର୍ନୀତିର ଗନ୍ଧ, ୩ ମାସ ହେବ ରାସନ ପାଇନାହାନ୍ତି ହିତାଧିକାରୀ
Kendrapara News: ରାଜନଗର ବ୍ଲକ ଯୋଗାଣ ବିଭାଗରେ ଦିନକୁ ଦିନ ଲମ୍ବି ଚାଲିଛି ଦୁର୍ନୀତିର ଚେର । ବିଭାଗର ରିଟେଲରମାନେ ମନଇଚ୍ଛା ଖାଉଟିଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନୂଆ ନୁହେଁ, ଏହା ପୂର୍ବରୁ ରାସନ୍ ସାମଗ୍ରୀ ହଡପ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ଯ ଏନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Dec 18,2023, 14:17 PM IST
Kendrapara News: ବାହାଘର ଦିନ ଶୁଦ୍ଧିକ୍ରିୟା, ବଞ୍ଚି ଥାଉ ଥାଉ ଝିଅକୁ ପିଣ୍ତଦାନ କଲେ ପରିବାର
Kendrapara News: ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ , ହାରିବା ଭିତରେ ଯେଉଁଠି ଜିତିବା ଦେଖାଯାଏ, ତାହା ହେଉଛି ପ୍ରେମ। ଏହି ପ୍ରେମ ପାଇଁ ଏକ ପରିବାର ଲୋକେ ନିଜ ଝିଅକୁ ସବୁଦିନ ପାଇଁ ସାତପର କରିଛନ୍ତି। ଝିଅ ବଞ୍ଚି ଥାଉ ଥାଉ ତାହାର ଶୁଦ୍ଧିକ୍ରିୟା କରିଛନ୍ତି। ଅର୍ଥାତ ଝିଅର ବାହାଘର ଦିନ ବାପାମାଆ ତାହାର ଶୁଦ୍ଧିକ୍ରିୟା (Last rites) କରିଛନ୍ତି ।
Sep 7,2023, 14:50 PM IST
Chandrayaan-3
ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛି ଏହି ଓଡ଼ିଆ ଯୁବ ବୈଜ୍ଞାନିକର ହାତ
Chandrayaan-3 mission: ଚନ୍ଦ୍ରଯାନ-୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସୁଶୀଲ ଏହାର ଏକ ସ୍ଵତନ୍ତ୍ର ବିଭାଗର ନେତୃତ୍ବ ନେଇଥିଲେ l ଏଥିପାଇଁ ଦୀର୍ଘ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା l ତେବେ ସୁଶିଲଙ୍କ ଗାଁରେ ଏହି ଖବର ପହଁଞ୍ଚିବା ପରେ ତାଙ୍କ ଗାଁରେ ଉତ୍ସବର ପରିବେଶ ରହିଛି l ବାଜା ବଜାଇ ମିଠା ବାଣ୍ଟି ଗାଁ ଲୋକ ଖୁସି ପାଳନ କରୁଛନ୍ତି l
Aug 24,2023, 20:13 PM IST
OSSTA Class 10 New Test Paper
New Test Paper Release: ନୂତନ ମୂଲ୍ୟାୟନ ପଦ୍ଧତି ଆଧାରରେ ଓଷ୍ଟା ପକ୍ଷରୁ ଦଶମ ଶ୍ରେଣୀ ଟେଷ୍ଟ ପେ
OSSTA Class 10 New Test Paper: ଏହି ଟେଷ୍ଟ ପେପର ଆସନ୍ତା ୨୦୨୪ ବର୍ଷରେ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ବିଶେଷ ଉପକାରୀ ହେବ। ଆସନ୍ତା ଅଗଷ୍ଟ ୨୧ ତାରିଖରୁ ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର ବଜାରରେ ଉପଲବ୍ଧ ହେବ।
Aug 6,2023, 22:50 PM IST
Kendrapara Crocodile Attack
ଗାଁ ଭିତରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ଦିନକୁ ଦିନ ବଢିଚାଲିଛି ଆକ୍ରମଣ
Crocodile Attack in Kendrapara: ପଟ୍ଟାମୁଣ୍ଡାଇ ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି କୁମ୍ଭୀର ଆକ୍ରମଣ ଘଟଣା। ଗ୍ରାମରେ ଅବସ୍ଥିତ ପୋଖରୀରେ ବାସନ ମାଜୁଥିବା ମହିଳାଙ୍କୁ ଟାଣି ନେଇଛି କୁମ୍ଭୀର।
Jun 21,2023, 16:43 PM IST
Kendrapara News: ମରଣଜନ୍ତା ପାଲଟିଛି ରାଜନଗର-ତାଳଚୁଆ ରାସ୍ତା, ନିଇତି ଘଟୁଛି ଦୁର୍ଘଟଣା
Kendrapara News: ଗମନା ଗମନର ବିକାଶପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବାସ୍ତବ ସ୍ଥିତି ନିଆରା । ବିଶେଷକରି ନଳିତାପାଟିଆ ଠାରୁ ତାଳଚୁଆ ଓ ଡାଙ୍ଗମାଳ ଠାରୁ ତାଳଚୁଆ ଏହି ଦୁଇଟି ରାସ୍ତାକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ରାସ୍ତାର ଶୋଚନୀୟ ଅବସ୍ତା । ଯାହାକୁ ନେଇ ଏହି ପଂଚାୟତ ଗୁଡିକରେ ଜନ ଅସନ୍ତୋଷ ବୃଦ୍ଧିପାଇବା ସହ ଆନ୍ଦୋଳନ ଦାନା ବାନ୍ଧୁଛି ।
May 25,2023, 16:27 PM IST
Bhitarkanika National Park
Bhitarkanika National Park: ମେ ୧ ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା
Bhitarkanika National Park News In Odia: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ(Bhitarkanika National Park) ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ ୧ ତାରିଖ(May 1) ଠାରୁ ଜୁଲାଇ ୩୧ ଯାଏଁ (July 31), ଦୀର୍ଘ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ (Bhitarkanika National Park) ବନ୍ଦ(Close) ରହିବ ।
Apr 30,2023, 17:26 PM IST
ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ କରାଗଲା ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା
Kendrapara News: ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା । ଚଳିତ ବର୍ଷ ୧୭୯ଟି ପକ୍ଷୀ ଗଣନା କରାଯାଇଥିବା ସୂଚନା ମିଳିଛି ।
Apr 19,2023, 17:43 PM IST
Kendrapara
Kendrapara News: ବୁଲିବା ଡ଼ାକି ଯୁବକଙ୍କ ଯୌନାଙ୍ଗ କାଟି ଦେଇ ସାଙ୍ଗ ଫେରାର, କାରଣ ଅସ୍ପଷ୍ଟ
Kendrapara News: ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡି଼ରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ମେଡି଼କାଲରେ ଭର୍ତ୍ତି କରାଇଛନ୍ତି । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Apr 2,2023, 17:38 PM IST
Hental Forest of Bhitarkanika
ଭିତରକନିକାରେ ସୃଷ୍ଟି ହୋଇଛି ନୂଆ ହେନ୍ତାଳ ଉଦ୍ୟାନ, ଯାହା ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ
Bhitarkanika National Park: ଓଡିଶାରେ ୨୫୮.୫୯ ବର୍ଗ କିଲୋମିଟିର ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି ।
Oct 8,2022, 23:21 PM IST
Kendrapada
ଭିତରକନିକା ରେ ନିଆରା ଲାଇବ୍ରେରୀ,ପାଣିରେ ବୁଲିବ ଲାଇବ୍ରେରୀ
କେନ୍ଦ୍ରାପଡା (ତ୍ରିଲୋଚନ ଦାସ) - ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ଲାଇବ୍ରେରୀ ଆପଣ ଦେଖିଥିବେ । କିନ୍ତୁ ଆପଣଙ୍କୁ ଆମେ ଏକ ନିଆରା ଲାଇବ୍ରେରୀ ବିଷୟରେ ସୂଚନା ଦେବା ପାଇଁ ଯାଉଛୁ । ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଜୈବ ବିବିଧତା , ପ୍ରାକୃତିକ ସୋଭା ରାଜି , ହେନ୍ତାଳବଣ ଓ ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡି ଶାଳ ଭାବେ ବେଶ ଖ୍ୟାତି ଅର୍ଜନ କରିଛି । ଯେଉଁଥିପାଇଁ ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକ ଭିତରକନିକା ବୁଲି ଆସିଥାନ୍ତି। ଭିତରକନିକା ରେ ପ୍ରଥମ କରି ନୂତନ ବୋଟ ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଛି ।
Jun 6,2022, 22:16 PM IST
ରାଜୀବ ଗାନ୍ଧୀଙ୍କୁ ବିମୋହିତ କରିଥିବା 'ଗୋରୀ' କେବେ ମାଆ ହେବ? ବଢୁଛି ସସ୍ପେନ୍ସ୍
୧୯୭୫ ମସିହା କୁମ୍ଭୀର ଚାଷ ପ୍ରକଳ୍ପ ଆରମ୍ଭରୁ ଜନ୍ମ ନେଇଥିବା ଗୋରୀ ୪୭ ବର୍ଷ ବୟସରେ ପଦାର୍ପଣ କରିଛି। ହେଲେ ଏହି ମାଇ କୁମ୍ଭୀର ମାତୃତ୍ୱରୁ ବଂଚିତ ରହିଛି। ଯାହା ପରିବେଶବିତ୍ ମାନଙ୍କୁ ଚିନ୍ତାରେ ପକାଇଛି।
Jun 3,2022, 14:11 PM IST
cyclone
ବାତ୍ୟା ଉଜାଡିଥିଲା ଫସଲ, କ୍ଷତି ପୂରଣ ଦେବା ବଦଳରେ ପ୍ରଶାସନ କରୁଛି କଲବଲ ,ସରକାରଙ୍କ ବାତ୍ୟା ଘୋଷଣ
ବାତ୍ୟା ବାତ୍ୟା ଯୁଆଡେ ଶୁଣିବେ ଖାଲି ବାତ୍ୟାର ଭୟ।ଏଥିରେ ସାଧାରଣ ଚାଷୀଟିଏ ଯେଉଁ କଷ୍ଟ ପାଇଥାଏ ତାହା ନକହିଲେ ଭଲ।ସରକାର ବାତ୍ୟା ସମୟରେ କରନ୍ତି ବଡ ବଡ ଘେଷଣା କିନ୍ତୁ ପ୍ରକୃତରେ ତାହା ଚାଷୀଙ୍କା ପାଖରେ ରୂପାନ୍ତରିତ ହୁଏ ନାହିଁ । ଏହା ଜ୍ୱଳନ୍ତ ଉଦାହରଣ ଓ ଜ୍ୱଳନ୍ତ ଚିତ୍ର ଆପଣ ମାନଙ୍କୁ ଦେଖାଇବକୁ ଚାହୁଁଛୁ ,ଯେ ପ୍ରକୃତରେ ଆମର ଅର୍ଣ୍ଣଦାତାକୁ ସରକାର କିଭଳି ପ୍ରତାରଣା କରିଥାଆନ୍ତି।
May 7,2022, 15:51 PM IST
crocodile breeding center
ବନବିଭାଗର ଦୋମୁହାଁ ନୀତି, କୁମ୍ଭୀର ପ୍ରଜନନ କେନ୍ଦ୍ରରେ କଣ କରୁଥିଲେ VIP ଟୁରିଷ୍ଟ ?
କୁମ୍ଭୀର ଗଣନା ପାଇଁ ସାଧାରଣତଃ ୪ରୁ୫ ଦିନ ବୋଟ ଚଳାଚଳ ବନ୍ଦ ରହିବା ପରେ କୁମ୍ଭୀର ଗଣନା କରାଯାଇଥାଏ ।କାରଣ ପର୍ଯ୍ୟଟକମାନଙ୍କୁ ନେଇ ବୋଟ ଯାଉଥିବା ବେଳେ ନଦୀପଠାରେ ଶୋଇ ଖରା ଖାଉଥିବା କୁମ୍ଭୀର ଗୁଡିକ ଭୟରେ ନଦୀ ଭିତରକୁ ଚାଲି ଆସନ୍ତି।
Jan 3,2022, 15:46 PM IST
Kangaroo Court
ଟଙ୍କା ନଦେଇ ପାରିବାରୁ ଭୋଗିଲେ କଙ୍ଗାରୁ କୋର୍ଟ ଦଣ୍ଡ; ଗିରଫ ପରେ ୧୦ ମହିଳା କୋର୍ଟ ଚାଲାଣ
ଲୋନ କରାଇଦେବାକୁ କହି ୧୨ ଶହ ଟଙ୍କା ଲେଖାଏଁ ନେଇଥିଲେ ଜଣେ ମହିଳା ପଇସା ନଦେବାରୁ ତାଙ୍କୁ କଙ୍ଗାରୁ କୋର୍ଟରେ ଭୋଗିବାକୁ ପଡିଛି ଏଭଳି ଦଣ୍ଡ।
Sep 23,2021, 21:16 PM IST
Brahamadhwani Jangya
ଅଶାନ୍ତ ସମୁଦ୍ରକୁ ଶାନ୍ତ କରିବାକୁ ବ୍ରହ୍ମଧ୍ୱନୀ ଯଜ୍ଞ
ରାଜନଗର ବଙ୍ଗୋପସାଗର (Bay Of Bengal) ତଟବର୍ତ୍ତୀ ପେଣ୍ଠ ବେଳାଭୂମିରେ ମହିମା ଅଲେଖ ଧର୍ମାବଲମ୍ୱୀ ପରିବ୍ରାଜକ ସନ୍ଥ ବାମନ ବାବାଙ୍କ ତତ୍ତ୍ୱାବଧାନରେ ଅଖଣ୍ଡ ବ୍ରହ୍ମଧ୍ୱନୀ ଯଜ୍ଞ (Brahamadhwani Jangya) ଅନୁଷ୍ଠିତ ହୋଇଛି।
Mar 31,2021, 22:21 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.