KKR vs DC
ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମୁକାବିଲା, ପୂର୍ବ ପ୍ରତିଶୋଧ ଲକ୍ଷ୍ୟରେ ପନ୍
KKR VS DC: ଇଣ୍ତିଆନ ପ୍ରିମିୟର ଲିଗ୍ -୧୭ରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ (KKR VS DC) ମଧ୍ଯରେ ୪୭ତମ ମ୍ୟାଚ୍ ଖେଳାଯିବ । ଇଡ଼େନ ଗାର୍ଡ଼େନରେ ମୁହାଁମୁହିଁ ହେବେ ଦୁଇ ଦଳ । ଉଭୟ ଦଳ ମଧ୍ଯରେ ପୂର୍ବରୁ ୩୩ ଥର ମୁକାବିଲା ହୋଇଥିବା ବେଳେ କୋଲକାତା ୧୭ ଥର ଓ ଦିଲ୍ଲୀ ୧୫ଟି ମ୍ୟାଚ୍ ରେ ବିଜୟୀ ହୋଇଛି ।
Apr 29,2024, 10:44 AM IST
Narendra Modi
Narendra Modi: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Narendra Modi: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ । ଓଡ଼ିଶାବାସୀ ଏହାକୁ ଆଉ ସହ୍ୟ କରିବେନି’। ନିର୍ବଚାନୀ ପ୍ରଚାରରେ ଓଡ଼ିଶା ଆସିବା ପୂର୍ବରୁ ଏପରି ଏକ ବୟାନ ଦେଇ ବିଜେଡ଼ିକୁ (BJD) ସିଧାସଳଖ ଟାଗେର୍ଟ କରିବା ସହ ବିଜେପିର (BJP) ଅମୋଘ ଅସ୍ତ୍ର ପ୍ରୟୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ।
Apr 29,2024, 6:58 AM IST
Bank Holidays in may 2024
ମେ’ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ଗୁରୁତ୍ୱପୂର୍ଣ୍ଣ କାମ
Bank Holidays in may 2024: ଆସନ୍ତା ମାସରେ ଯଦି ଆପଣଙ୍କ ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି ତାହାଲେ ଏହାକୁ ଶୀଘ୍ର ସାରି ଦିଅନ୍ତୁ । କାରଣ ମେ’ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ୪ଟି ରବିବାର ଓ ୨ଟି ଶନିବାର ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ କାରଣ ପାଇଁ ଅନ୍ୟ ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ମାସର ଆରମ୍ଭ ଛୁଟିରୁ ହେବାକୁ ଯାଉଛି ।
Apr 28,2024, 14:28 PM IST
IPL 2024
IPL 2024: ଆଜି ଅପରାହ୍ନରେ GT VS RCB ଲଢେଇ, ସଂଧ୍ୟାରେ ମୁହାଁମୁହିଁ ହେବେ CSK VS SRH
IPL 2024: ରବିବାର ଆଇପିଏଲରେ (IPL 2024) ଖେଳାଯିବ ଦୁଇଟି ହାଇଭେଲଟେଜ୍ ମ୍ୟାଚ୍ । ଅପରାହ୍ନରେ ଅହମ୍ମଦାବାଦରେ ଗୁଜୁରାଟ ଟାଇଟନ୍ସ (Gujarat Titans ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (Royal Challengers Bengaluru) ଲଢେଇ ପରେ ସଂଧ୍ଯାରେ ଚେନ୍ନାଇ ଚିପକ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଓ ସନରାଇଜର୍ସ ହ୍ରାଇଦ୍ରାବାଦ (Sunrisers Hyderabad) । ପ୍ଲେ-ଅପରେ ଏଣ୍ଟି ପାଇଁ ସମସ୍ତ ଟିମ୍ ର ବିଜୟୀ ଜରୁରୀ ରହିଛି ।
Apr 28,2024, 11:25 AM IST
weather update
Weather Update: ଆସନ୍ତାକାଲିଠୁ ଭୟଙ୍କର ହେବ ସ୍ଥିତି! ରେଡ଼ ଆଲର୍ଟରେ ୯ ଜିଲ୍ଲା
Weather Update: ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେବେ ଶୁକ୍ରବାର ଓ ଶନିବାର ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଦିନ ତାପମାତ୍ରା ୪୫ ଡିଗ୍ରୀ ପାର କରିବ ବୋଲି ଅନୁମାନ କରାଯାଉଛି।
Apr 25,2024, 17:32 PM IST
Similipal National Park
Similipal: ଶିମିଳିପାଳ ଜଙ୍ଗଲର ନିଆଁ ଜଗିବ AI କ୍ୟାମେରା
Similipal: ଖବର ଦେଉଛି ଏଆଇ କ୍ୟାମେରା। ବର୍ତ୍ତମାନ ଶିମିଳିପାଳ ଜଙ୍ଗଲରେ ପରୀକ୍ଷାମୂଳକ ଭାବେ ୬ଟି ଏଆଇ କ୍ୟାମେରା ବ୍ୟବହୃତ ହେଉଛି। ଆଗକୁ ସାତକୋଶିଆ ସମେତ ନିଆଁ ଲାଗୁଥିବା ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବ ବୋଲି ସୂଚନା ମିଳିଛି।
Apr 25,2024, 16:14 PM IST
Arunachal Pradesh Landslide
Landslide: ଅରୁଣାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ
Arunachal Pradesh Landslide: ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ (Arunachal Pradesh) ଏକ ବଡ଼ ଧରଣର ଭୂସ୍ଖଳନ (Landslide) ଘଟିଛି । ଚୀନର ସୀମାକୁ ସଂଯୋଗ କରୁଥିବା ଏକ ରାଜପଥରେ ଏହି ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି । ଭୂସ୍ଖଳନ ଘଟିଥିବା ସ୍ଥାନ ହେଉଛି ଏକମାତ୍ର ମାର୍ଗ ଯାହାକି ଦିବଙ୍ଗ ଉପତ୍ୟକା (Dibang Valley) ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରୁଛି।
Apr 25,2024, 15:01 PM IST
indian navy jobs
Indian Navy Jobs: ଭାରତୀୟ ନୌସେନାରେ ଚାକିରି ସୁଯୋଗ, ଖାଲି ପଡ଼ିଛି ୩୦୦ଟି ପଦବୀ
Indian Navy Jobs: ଇଣ୍ତିଆନ୍ ନେଭି (Indian Navy) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ମାଧ୍ୟମରେ Indian Navy ରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ପ୍ରାୟ ୩୦୦ଟି ପଦବୀ ପୂରଣ ହେବ। ଅଷ୍ଟମ ଓ ଦଶମ ଶ୍ରେଣୀ ପାସ କରିଥିବା ପିଲାମାନେ ଏନେଇ ଆବେଦନ କରିପାରିବେ।
Apr 25,2024, 14:26 PM IST
SRH vs RCB
ଆଜି ରୟାଲ ଚ୍ୟାଲେଞ୍ଜର୍ସ ଓ ସନରାଇଜର୍ସ ଲଢ଼େଇ, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି
SRH VS RCB: ଗୁରୁବାର ଆଇପିଏଲର ୪୧ ତମ ମ୍ୟାଚ୍ ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (Royal Challengers Bengaluru) ଓ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) । ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍ ।
Apr 25,2024, 12:11 PM IST
railway service
Railway Service: ଆଗାମୀ ୫ ବର୍ଷରେ ସବୁ ଯାତ୍ରୀ ପାଇବେ କନଫର୍ମ ଟିକେଟ୍: ଅଶ୍ବିନୀ ବୈଷ୍ଣବ
Railway Service: ଟ୍ରେନ୍ ଯାତ୍ରା ବେଳେ ସିଟ୍ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆଗାମୀ ୫ ବର୍ଷରେ ସମସ୍ତ ଯାତ୍ରୀ ପାଇବେ କନଫର୍ମ ଟିକେଟ୍ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ସୂଚନା ଦେଇଛନ୍ତି ।
Apr 25,2024, 11:02 AM IST
bulletproof jacket
ଏଣିକି ଯବାନ ପିନ୍ଧିବେ ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍, ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍
Bulletproof Jacket: ସେନାରେ କାର୍ଯ୍ୟରତ ଯବାନଙ୍କ ପାଇଁ ଆସିଲା ବୁଲେଟ ପ୍ରୁଫ୍ ଜ୍ୟାକେଟ୍ (Bulletproof Jacket) । କାନପୁରସ୍ଥିତ ଡ଼ିଫେନସ ରିସର୍ଚ୍ଚ ଡେଲଭପମେଣ୍ଟ ଅର୍ଗାନାଇଜେସନ (Defence research and development organization) ପକ୍ଷରୁ ଏହି ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍ କୁ ତିଆରି କରାଯାଇଛି।
Apr 24,2024, 13:52 PM IST
HBD Sachin Tendulkar
HBD Sachin Tendulkar: ସଚିନଙ୍କ ୧୦ଟି ବଡ଼ ରେକର୍ଡ, ଯାହା ଭାଙ୍ଗିବା ଅସମ୍ଭବ!
HBD Sachin Tendulkar: ୫୧ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର (Sachin Tendulkar) । ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜୁତି କରିଥିଲେ। ଏହି କାରଣରୁ ସଚିନଙ୍କୁ ମିଳିଥିଲା “ଗଡ୍ ଅଫ କ୍ରିକେଟ” (GOD of cricket )ର ଆଖ୍ୟା ।
Apr 24,2024, 12:15 PM IST
Petrol Diesel price
ପ୍ରକାଶ ପାଇଲା ଆଜିର ପେଟ୍ରୋଲ ଓ ଡିଜେଲ ମୂଲ୍ୟ, ଜାଣନ୍ତୁ କେଉଁ ସହରରେ ବଢିଲା ଦର
Petrol Diesel Price: ଆଜି ସାରା ଦେଶର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। କେତେକ ସହରରେ ପେଟ୍ରୋଲ ଡିଜେଲ ମୂଲ୍ୟ ସ୍ଥିର ରହିଥିବା ବେଳେ କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଡିଜେଲ୍ ଓ ପେଟ୍ରୋଲର ଦର।
Apr 24,2024, 9:45 AM IST
dc vs gt
DC vs GT: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ଲଢ଼େଇ, ବିଜୟ ଲକ୍ଷ୍ୟରେ ଦୁଇ ଦଳ
DC vs GT: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ । ପୂର୍ବ ମ୍ୟାଚ୍ ରେ ସନରାଇଜର୍ସ ହ୍ରାଇଦାବାଦ ଠାରୁ ପରାଜିତ ହୋଇଥିବା ଦିଲ୍ଲୀ ଆଜି ବିଜୟ ନେଇ ଉଦ୍ୟମ କରିବ । ଅନ୍ୟପଟେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।
Apr 24,2024, 7:45 AM IST
Taiwan earthquake
Taiwan Earthquake: ୮୦ଟି ଭୂକମ୍ପ ଝଟକାରେ ଥରିଲା ତାଇୱାନ୍, ତୀବ୍ରତା ରିକ୍ଟର ସ୍କେଲରେ ୬.୩
Taiwan Earthquake: ଭୂକମ୍ପରେ ଥରିଲା ତାଇୱାନ୍ । ସୋମବାର ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ ବହୁ କୋଠା ଭୁଶୁଡ଼ି ପଡିଥିବା ବେଳେ ମୃତହାତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ ।
Apr 23,2024, 12:34 PM IST
Ayodhya Ram mandir
Ayodhya Ram Mandir: ଆଜି ପର୍ଯ୍ୟନ୍ତ ରାମଲଲାଙ୍କୁ ଦର୍ଶନ କଲେଣି ଏତିକି କୋଟି ଭକ୍ତ
Ram Mandir: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି, "ପ୍ରତିଦିନ ଅଯୋଧ୍ୟା ରାମ ମନ୍ଦିରକୁ ଦର୍ଶନ ପାଇଁ ଏକ ଲକ୍ଷରୁ ଅଧିକ ଭକ୍ତ ଆସିଥାଆନ୍ତି। ଜାନୁୟାରୀ ୨୨ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ପ୍ରାୟ ୧.୫ କୋଟି ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିସାରିଲେଣି।"
Apr 22,2024, 14:27 PM IST
Virat Kohli
Virat Kohli: RCBର ପରାଜୟ ସତ୍ତ୍ବେ ବିରାଟଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ଼
Virat Kohli: କୋଲକାତା ନାଇଟ ରାଇଡ଼ର୍ସ (kolkata knight Riders) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର (Royal Challengers Bengaluru) ପରାଜୟ ସତ୍ତ୍ବେ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ନିଜ ସଫଳତାର ଧାରାରେ ଆଉ ଏକ ନୂଆ ଅଧ୍ଯାୟ ଯୋଡ଼ିଛନ୍ତି ।
Apr 22,2024, 8:02 AM IST
RR vs MI
ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମୁକାବିଲା, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି
RR vs MI: ଆଇପିଏଲର ୩୮ତମ ଲିଗ୍ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ (RR vs MI) । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନର ୧ ନମ୍ବର ସ୍ଥାନ ବଜାଇ ରଖିବା ନେଇ ଉଦ୍ୟମ କରିବ । ସେପଟେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଲକ୍ଷ୍ୟ ରଖିଛି ମୁମ୍ବାଇ ।
Apr 22,2024, 7:05 AM IST
School closed
Heat Wave: ସୋମବାରଠୁ ସକାଳୁଆ ସ୍କୁଲ, ଏହି ଦିନଠୁ ଗ୍ରୀଷ୍ମ ଛୁଟି ଘୋଷଣା କଲେ ସରକାର
School Closed: ଗତ କିଛିଦିନ ହେବ ତାତିରେ ଫୁଟୁଛି ସାରା ଓଡ଼ିଶା । ରବିବାର ୪୧ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଭୁବନେଶ୍ୱରରେ ୪୦.୭, ଓ ବାଲେଶ୍ୱରରେ ୪୦.୧ ତାପମାତ୍ରା ରେକର୍ଡ କରାଯାଇଛି ।
Apr 21,2024, 14:51 PM IST
RCB vs KKR 2024
IPL 2024: କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ RCBକୁ ପୁଣି ଝଟକା
IPL 2024: ଆରସିବିକୁ (Royal Challengers Bangalore) ପୁଣି ଝଟକା । ସନରାଇଜର୍ସ ହ୍ରାଇଦାବାଦ (sunrisers Hyderabad) ବିପକ୍ଷରେ ଖେଳିନଥିବା ଆରସିବି (RCB)ର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ କୋଲକାତା ବିପକ୍ଷ ମ୍ୟାଚ୍ ରୁ ମଧ୍ଯ ବାଦ ପଡ଼ିବା ନେଇ ସୂଚନା ରହିଛି ।
Apr 18,2024, 18:39 PM IST
School Closed: ଅସହ୍ୟ ତାତିରେ କଲବଲ ସାରା ରାଜ୍ୟ, ଏତିକି ଦିନ ବନ୍ଦ ରହିବ ସ୍କୁଲ
School Closed: ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ରାଜବାସୀ । ଗତ ଦୁଇ ଦିନ ହେବ ତାପମାତ୍ର ବୃଦ୍ଧି ପାଇଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୩ ଦିନ ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏପ୍ରିଲ୍ ୧୮,୧୯ ଓ ୨୦ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି।
Apr 17,2024, 11:44 AM IST
puri news
Puri News: ଆଜି ରାମ ନବମୀ, ଆଜିଠାରୁ ଆରମ୍ଭ ହେବ ରଥକାମ
Puri News: ଆଜି ପବିତ୍ର ରାମ ନବମୀ । ସାରା ଦେଶରେ ରାମ ନବମୀ ଉତ୍ସବ ପାଳନ ହେଉଥିବା ବେଳେ ଏହି ଅବସରରେ ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ ହେବ । ଚକ ତିଆରିରୁ ହିଁ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ରଥ କାର୍ଯ୍ୟ । ମୁଖ୍ୟତଃ ଫାସୀ କାଠରେ ରଥ ଚକ ତିଆରି କରାଯାଇଥାଏ।
Apr 17,2024, 10:56 AM IST
UPSC result 2023
UPSC Result: ପ୍ରକାଶ ପାଇଲା UPSC ୨୦୨୩ ରେଜଲ୍ଟ , ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ
UPSC Result 2023: ପ୍ରକାଶ ପାଇଲା ୟୁପିଏସସି ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଦିତ୍ୟ ଶ୍ରୀବାସ୍ତବ ସାରା ଦେଶରେ ଟପ୍ପର ହୋଇଛନ୍ତି । ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନ ଓ ଡି. ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
Apr 16,2024, 15:47 PM IST
Accident News
Accident News: ଜେସିବିକୁ ଧକ୍କା ଦେଇ ଦୁଇ ଖଣ୍ତ ହେଲା ଅଟୋ, ଚାଲିଗଲା ୭ ଜୀବନ
Accident News: ଭୟଙ୍କର ସଡ଼କ ଦୁର୍ଘଟଣା । ଜେସିବି ଓ ଯାତ୍ରାବାହୀ ଅଟୋ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାର ପାଟନାରେ ।
Apr 16,2024, 14:51 PM IST
Salman Khan
Salman Khan: ସାମ୍ନାକୁ ଆସିଲା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ସମୟର ଫଟୋ
Salman Khan: ରବିବାର ଭୋରରୁ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ନେଇ ଖବର ସମ୍ନାକୁ ଆସିଥିଲା । ଏ ଘଟଣାରେ ମୁମ୍ବାଇ ପୋଲିସ ଛାନଭିନ୍ କରୁଥିବା ବେଳେ ସିସିଟିଭି ଫୁଟେଜରୁ ୨ ଦୁର୍ବୃତ୍ତଙ୍କ ଫଟୋ ସାମ୍ନାକୁ ଆସିଛି ।
Apr 15,2024, 14:16 PM IST
Heat wave
Heat Wave: ସକାଳୁ ଜଳୁଛି ରାଜଧାନୀ, ୩୦ ଡିଗ୍ରୀ ଟପିଲା ୧୦ ସହରର ତାପମାତ୍ରା
Heat Wave: କିଛି ଦିନର ଆଶ୍ବସ୍ତି ପରେ ଆଜିଠାରୁ ପୁଣି ବଢିଲା ତାତି । ଗରମ ଗୁଳୁମୁଳି ସାଙ୍ଗକୁ ବଢିଲା ତାପମାତ୍ରା । ମୁଣ୍ତ ଫଟା ଖରାରେ ହନ୍ତସନ୍ତ ସମଗ୍ର ରାଜ୍ୟବାସୀ । ତେବେ ଆଗାମୀ ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
Apr 15,2024, 10:17 AM IST
KYC Policy
KYC Policy: କଡ଼ାକଡ଼ି ହେବ ବ୍ୟାଙ୍କରେ କେଓ୍ୱାଇସି ନିୟମ, ଜାଣନ୍ତୁ କେମିତି
KYC: ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ମିର୍ଚାଣ୍ଟ ଓ ବ୍ୟାଙ୍କିଙ୍ଗ କରେସପେଣ୍ତେଣ୍ଟ (BC) ମାନଙ୍କୁ ସାମିଲ କରିବା ବେଳେ କେୱାଇସି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯିବ ।
Apr 15,2024, 9:40 AM IST
Srimandir New Panji
Srimandir New Panji: ଶ୍ରୀମନ୍ଦିରରେ ନୂଆ ପାଞ୍ଜି,ଜାଣନ୍ତୁ କେମିତି ପାଳନ ହେବ ଏ ବର୍ଷର ରୀତିନୀତ
Srimandir New Panji: ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଶ୍ରୀମନ୍ଦିର ଚାରି ଦ୍ବାରରେ ଥିବା ପ୍ରଭୁ ହନୁମାନଙ୍କ ନିକଟକୁ ଯାଇଥାଏ । ସେଠାର ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଇଥାଏ ।
Apr 15,2024, 8:42 AM IST
Salman Khan: ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ୩ ରାଉଣ୍ତ ଗୁଳି, ସୁରକ୍ଷା ବଢାଇଲା ପୋଲିସ
Salman Khan: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ । ଦୁଇ ଜଣ ଦୁର୍ବୃତ୍ତ ଭୋର ବାଇକ ଯୋଗେ ଆସି ୪.୫୫ ସମୟରେ ଅଭିନେତାଙ୍କ ଘର ବାହାରେ ୩ ରାଉଣ୍ତ ଗୁଳି ଚଳାଇଥିବା ସୂଚନା ମିଳିଛି । ସେତେବେଳେ ସଲମାନ ଘରେ ଥିବା କୁହାଯାଉଛି ।
Apr 14,2024, 9:47 AM IST
Pana Sankranti 2024
Pana Sankranti 2024: ଆଜି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ
Pana Sankranti 2024: ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜିଠାରୁ ନୂତନ ଓଡ଼ିଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ । ପୃଥିବୀର କ୍ରାନ୍ତ ପଥକୁ ୧୨ ଭାଗ, ୧୨ ମାସ ଓ ୧୨ଟି ରାଶିରେ ବିଭକ୍ତ କରାଯାଇଛି । ତେଣୁ ରାଶି ଚକ୍ରର ପ୍ରଥମ ରାଶି ମେଷ ହୋଇଥିବାରୁ ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଇଥାଏ ।
Apr 14,2024, 6:34 AM IST
Ramayana
Ramayana: ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିବେନି ୟଶ, ଜାଣନ୍ତୁ କାରଣ...
Ramayana: ନିକଟରେ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ରଣବୀର କପୁର ପ୍ରଭୁ ଶ୍ରୀ ରାମ, ସାଇ ପଲ୍ଲବୀ ମାତା ସୀତା ଓ ସନ୍ନି ଦେଓଲ ହନୁମାନ ଭୂମିକାରେ ନଜର ଆସିବେ । ପୂର୍ବରୁ, ୟଶ ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ, ୟଶ ନୀତେଶଙ୍କ ଏହି ଅଫରକୁ ରିଜେକ୍ଟ କରିଦେଇଛନ୍ତି ।
Apr 12,2024, 17:06 PM IST
IPL 2024: ଲଗାତାର ପରାଜୟ ପରେ RCBକୁ ପୁଣି ବଡ଼ ଝଟକା...
IPL 2024: ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ୨୦୨୪ର ୨୫ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁକୁ ୭ ୱିକେଟରେ ପରାସ୍ତ କରିଛି । ତେବେ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ପରାଜୟ ବରଣ କରିଛି ଆରସିବି । ତେବେ ଇତି ମଧ୍ଯରେ ଦଳ ପାଇଁ ଆସିଛି ଏକ ଦୁଃଖଦ ଖବର ।
Apr 12,2024, 14:57 PM IST
LSG vs DC
LSG VS DC: ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ - ଦିଲ୍ଲୀ କ୍ୟାପିଟାଲସ୍ ଟକ୍କର
LSG VS DC: ଲକ୍ଷ୍ନୌ ସୁପରଜାଏଣ୍ଟସ୍ (Lucknow Super Giants) ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ଯରେ ଶୁକ୍ରବାର ଆଇପିଏଲ-୧୭ର ୨୬ତମ ମ୍ୟାଚ୍ ଲକ୍ଷ୍ନୌ ଏକନା ଷ୍ଟାଡ଼ିୟମରେ ଖେଳାଯିବ । ଘରୋଇ ଗ୍ରାଉଣ୍ତରେ ବିଜୟ ନେଇ ଲକ୍ଷ୍ୟ ରଖିଛି ସୁପରଜାଏଣ୍ଟସ୍ । ସେପଟେ ୫ଟି ରୁ ୪ଟି ମ୍ୟାଚ୍ ହାରି ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ବିଜୟ ଅତ୍ୟନ୍ତ ଜରୁରୀ ଅଟେ ।
Apr 12,2024, 10:50 AM IST
Actor Offers Free IAS Coaching
Free IAS Coaching: ଅଭିନେତାଙ୍କ ମହାନତା, ଫ୍ରି’ରେ ଆଶାୟୀଙ୍କୁ ଦେବେ IAS କୋଚିଂ ସୁବିଧା
Actor Offers Free IAS Coaching: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ବର୍ତ୍ତମାନ ଦେଶ ପାଇଁ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହାକୁ ଲୋକେ କେବଳ ଆଜି ନୁହେଁ ଆଗାମୀ ଭବିଷ୍ୟତରେ ମଧ୍ୟ ମନେ ରଖିବେ। ଯଦିଓ ଏହି ଅଭିନେତା ପରଦାରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିଥାଆନ୍ତି, କିନ୍ତୁ ଦର୍ଶକଙ୍କ ହୃଦୟର ସେ ପ୍ରକୃତ ହିରୋ ।
Apr 11,2024, 15:44 PM IST
Hardik Pandya
Hardik Pandya: କୋଟି କୋଟି ଟଙ୍କା ଠକି, ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଭାଇ ଗିରଫ
Hardik Pandya: ମୁମ୍ବାଇ ଇଣ୍ତିଆନ୍ସର (Mumbai Indians) ଅଧିନାୟକ ଦାୟିତ୍ବ ନେବା ପରେ ଲଗାତାର ଭାବେ ଫ୍ୟାନ୍ସଙ୍କ ଟ୍ରୋଲ ଶିକାର ହେଉଛନ୍ତି ହାର୍ଦ୍ଦିକ ପାଣ୍ତ୍ୟା । ତେବେ ଇତି ମଧ୍ଯରେ ଠକେଇର ଶିକାର ହୋଇଛନ୍ତି ପାଣ୍ଡ୍ୟା ବ୍ରଦର୍ସ (Pandya Brothers)।
Apr 11,2024, 14:34 PM IST
Accident News: ସ୍କୁଲ ବସ ଓଲଟି ୬ ଜଣ ଛାତ୍ରଛାତ୍ରୀ ମୃତ, ଅନେକ ଆହତ
Accident News: ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର କାନିନା ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।
Apr 11,2024, 12:56 PM IST
RCB vs MI
ଆଜି ୱାଙ୍ଖଡ଼େ ଷ୍ଟାଡ଼ିୟମରେ ବେଙ୍ଗାଲୁରୁ- ମୁମ୍ବାଇ ଟକ୍କର, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
RCB vs MI: ଆଇପିଏଲ-୧୭ ଗୁରୁବାର ୨୫ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ଯରେ ଖେଳାଯିବ । ଏହି ହାଇଭେଲଟେଜ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଦ୍ବିତୀୟ ବିଜୟ ନେଇ ପ୍ରୟାସ କରିବେ ।
Apr 11,2024, 11:38 AM IST
Chenna Poda Divas 2024
ଆଜି ଛେନାପୋଡ଼ ଦିବସ, ଜାଣନ୍ତୁ କିପରି ଲୋକଲୋଚନକୁ ଆସିଥିଲା ଏହି ମିଠା
World Chenna Poda Divas 2024: ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ି କରି ତିଆରି କରାଯାଇଥିବା ଛେନାରେ ପ୍ରସ୍ତୁତ ଏକ ମିଠା । ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ । ନୟାଗଡ଼ କଥା ପଡ଼ିଲେ ପ୍ରଥମେ ପାଟିକୁ ଆସେ ଛେନାପୋଡ଼ ।
Apr 11,2024, 10:39 AM IST
Janhvi Kapoor
Janhvi Kapoor: ବେକରେ କାହା ନାଁ ଥିବା ନେକଲେସ୍ ପିନ୍ଧିଲେ ଜାନଭୀ, ଦେଖନ୍ତୁ ଭିଡ଼ିଓ
Janhvi Kapoor: ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର (Janhvi Kapoor) ସର୍ବଦା ନିଜ କାର୍ଯ୍ୟ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟରେ ରହିଥାଆନ୍ତି । ବର୍ତ୍ତମାନ ଶିଖର ପାହାରିଆଙ୍କ (Shikhar Pahariya) ସହ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଶିଖର ପାହାରିଆଙ୍କୁ ଡେଟ୍ କରୁଥିବା ଜଣାପଡ଼ିଛି।
Apr 10,2024, 17:28 PM IST
RR VS GT
Today IPL Match: ଆଜି ରାଜସ୍ଥାନ ରୟାଲ୍ସ-ଗୁଜୁରାଟ ଟାଇଟନ୍ସ ଟକ୍କର
RR VS GT: ଆଇପିଏଲ-୧୭ର ବୁଧବାର ୨୪ତମ ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲସ୍ ଓ ଗୁଜୁରାଟ ଟାଇଟାନସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଅପରାଜୟ ରାଜସ୍ଥାନ ବିଜୟ ଧାରା ବଜାୟ ରଖିବା ନେଇ ମଇଦାନ ଓହ୍ଲାଇବ ସେପଟେ ଗୁଜୁରାଟ ଟାଇଟନ୍ସ ମଧ୍ଯ ବିଜୟ ନେଇ ଲକ୍ଷ୍ୟ ରଖିଛି ।
Apr 10,2024, 14:45 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.