Advertisement
  • Narmada Behera

    Narmada Behera

Stories by Narmada Behera

ଓଡ଼ିଶାର ତାରକସି ସହ  ୧୦ ରାଜ୍ୟର ଉପହାରରେ ବୈଦେଶିକ ସମ୍ପର୍କରେ ଆତ୍ମୀୟତା

gifts

ଓଡ଼ିଶାର ତାରକସି ସହ ୧୦ ରାଜ୍ୟର ଉପହାରରେ ବୈଦେଶିକ ସମ୍ପର୍କରେ ଆତ୍ମୀୟତା

Gifts: ନିଜର ଉତ୍କୃଷ୍ଟ ସାଂସ୍କୃତିକ ଐତିହ୍ୟକୁ ଉପହାର ଭାବେ ପ୍ରଦାନ କରି ବୈଦେଶିକ ସମ୍ପର୍କରେ ଆତ୍ମୀୟତା ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରୁ ଆରମ୍ଭ ହୋଇଛି କହିଲେ ଅତୃକ୍ତି ହେବ ନାହିଁ । ଯଦିଓ ଅନେକ ବର୍ଷ ହେଲା ଭାରତର କଳା, ସାଂସ୍କୃତିକ ଐତିହ୍ୟ ବିଦେଶରେ ଆକର୍ଷରର କେନ୍ଦ୍ରବିନ୍ଦୁ ହୋଇ ଆମା ସମୃଦ୍ଧିକୁ ପ୍ରତିପାଦିତ କରିଛି କିନ୍ତୁ ବୈଦେଶିକ ସମ୍ପର୍କରେ ନିବିଡ଼ତା ଆଣିବା ତଥା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମ୍ବେଦନଶୀଳତାକୁ ଆକର୍ଷିତ କରିବା ଦିଗରେ ଏହି ସରକାର ଆରମ୍ଭରୁ ପ୍ରୟାସ କରି ଆସିଛନ୍ତି। ଏହିକ୍ରମରେ ନିକଟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ନାଇଜେରିଆ, ପ୍ରାଜିଲ ଓ ଗାଏନା ଦେଶ ଗସ୍ତରେ ଏମିତି କିଛି ଖାଣ୍ଟି ଭାରତୀୟ କଳାକୃତୀକୁ ସେହି ଦେଶର ରାଷ୍ଟ୍ରମୁଖ୍ୟଙ୍କ ହାତରେ ଶୋଭାପାଇବା ଦେଖିବାକୁ ମିଳିଥିଲା। ଏଥିଲାଗି ଭାରତର ବିଭିନ୍ନ ରାଜ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ବଛା ବଛା ଉତ୍କୃଷ୍ଟ କାରିଗରୀର ନିଦର୍ଶନସବୁ ସାଙ୍ଗରେ ନେଇଥିଲେ। ସେଥିରେ ୮ଟି ଉପହାର ମହାରାଷ୍ଟ୍ରରୁ ଥିବା ବେଳେ ୫ଟି ଜମ୍ମୁ ଓ କଶ୍ମୀରରୁ, ୩ଟି ଲେଖାଏ ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନରୁ, ୨ଟି ଝାଡଖଣ୍ଡରୁ ଏବଂ ଉତ୍ତରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ବିହାର, ଲଦାଖ, ଏବଂ ଓଡ଼ିଶାରୁ ଗୋଟିଏ ଲେଖାଏଁ ଉପହାର ସାମିଲ୍‍ ଥିଲା। ଆସନ୍ତୁ ନଜର ପକାଇବା କେଉଁ ଉପହାର କାହାକୁ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଫଟୋ ଗ୍ୟାଲେରିରେ।...

Nov 23,2024, 9:36 AM IST

ପ୍ରଥମାଷ୍ଟମୀରେ ପଡି଼ଛି ତିନି ଶୁଭଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

Prathamastami 2024

ପ୍ରଥମାଷ୍ଟମୀରେ ପଡି଼ଛି ତିନି ଶୁଭଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

Prathamastami 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ  ଶନିଦେବ ବର୍ତ୍ତମାନ ଶତାବିତ ନକ୍ଷେତ୍ରରେ ବିରାଜମାନ ଥିବା ବେଳେ ସେହି ନକ୍ଷତ୍ରକୁ ଆଜି ସକାଳ ୬ଟା ୧୦ ମିନିଟ୍ ସମୟରେ ଶୁକ୍ର ଚଳନ କରିଛନ୍ତି। ପ୍ରଥମାଷ୍ଟମୀରେ  ଗୋଟିଏ ନକ୍ଷେତ୍ରରେ ଶନି-ଶୁକ୍ରଙ୍କ ମିଳନ ତ୍ରି-ଏକାଦଶ ଯୋଗ ଓ ଶଶ ରାଜଯୋଗ ସହ ରବି ଯୋଗ ସୃଷ୍ଟି କରୁଛି। ଏକା ସାଙ୍ଗରେ ତିନି ଶୁଭଯୋଗ ଗଠନ ହେଉଥିବାରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ। ଜାତକର ବା ରାଶିରେ ବିଶେଷକରି ଶନିଙ୍କ ସ୍ଥିତି ମଜବୁତ୍ ଥିଲେ ବ୍ୟକ୍ତି ଜଣକ ଜୀବନରେ ଧନୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଏହି ତିନି ଶୁଭଯୋଗ କେଉଁ ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଉଛି।...   

Nov 23,2024, 7:49 AM IST

Grah Gochar 2024: ଡିସେମ୍ବର ୨ରେ ୪ ଗ୍ରହଙ୍କ ରାଶି-ନକ୍ଷତ୍ର ପରିବର୍ତ୍ତନ, ଚମକିବ ୫ରାଶିଙ୍କ ଭାଗ

Grah Gochar 2024

Grah Gochar 2024: ଡିସେମ୍ବର ୨ରେ ୪ ଗ୍ରହଙ୍କ ରାଶି-ନକ୍ଷତ୍ର ପରିବର୍ତ୍ତନ, ଚମକିବ ୫ରାଶିଙ୍କ ଭାଗ

Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଡିସେମ୍ବର ୨ ତାରିଖ ଦିନ ୪ ଗ୍ରହ ନିଜର ମୂଳ ରାଶି  ଓ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି-କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ବର୍ତ୍ତମାନ ଧନୁ ରାଶିରେ ଥିବା ବେଳେ ଡିସେମ୍ବର ୨ ତାରିଖ ପୂର୍ବାହ୍ନ ୩ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ।  ଶୁକ୍ର ମଧ୍ୟ ଡିସେମ୍ବର ୨ ତାରିଖ ପୂର୍ବାହ୍ନ ୧୨ଟା ୫ ମିନିଟ୍ ସମୟରେ ମକର ରାଶିକୁ ଚଳନ କରିବେ। ଛାୟାଗ୍ରହ କେତୁ ସେହିଦିନ ୪ଟା ୪ ମିନିଟ୍ ସମୟରେ ଉତ୍ତରା ଫାଲଗୁନି ନକ୍ଷତ୍ରକୁ ଚଳନ କରିବାକୁ ଥିବା ବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଜ୍ୟୋଷ୍ଠା ନକ୍ଷେତ୍ରରେ ବିରାଜମାନ କରିବେ। ଗୋଟିଏ ଦିନରେ ୪ ଗ୍ରହଙ୍କ ରାଶି ଓ ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ... 

Nov 22,2024, 7:48 AM IST

Trending news

Read More