Advertisement

Mohan Charan Majhi

alt
ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁଙ୍କ ଦର୍ଶନ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲେ। ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ଦର୍ଶନ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀ ମନ୍ଦିର ପ୍ରଶାସନକୁ କଲେ ଧନ୍ୟବାଦ l ନୀତି କାନ୍ତି ଶୃଙ୍ଖଳିତ ହୋଇଥିବାରୁ ସେବାୟତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ମହାପ୍ରଭୁଙ୍କ ଚିତାକର୍ଷକ ହାତୀବେଶ ଅର୍ଥାତ ଥଗଜାନନ ବେଶ ଦର୍ଶନ କରି ସାନିଧ୍ୟ ନେଇଥିଲେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ। କଡା ସୁରକ୍ଷା ମଧ୍ୟରେ ପଶ୍ଚିମ ଦ୍ୱାର ଦେଇ ମୁଖ୍ୟମନ୍ତ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ। ସ୍ନାନବେଦୀରେ ବିରାଜିତ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଥିଲେ।
Jun 23,2024, 14:00 PM IST
alt
Jun 11,2024, 20:39 PM IST

Trending news