Advertisement

Chief minister News

alt
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନୂତନ ଗୃହକୁ ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ନୂତନ ଥାନା ଗୃହର ଶୁଭ ଉଦଘାଟନ କରିଛନ୍ତି । ପୁଲିସ ଜନସାଧାରଣ ଙ୍କ ଅଧିକ ନିକଟତର ହେବା ସହ ଜନସାଧାରଣଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଜନସାଧାରଣଙ୍କୁ ହାତପାହାନ୍ତାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଉଦ୍ଦେଶ୍ୟରେ ଏହାକୁ ଶୁଭ ଉଦଘାଟନ କରାଯାଇଛି ବୋଲି ଅତିଥି ଭାବେ ଯୋଗ ଦେଇଥିବା ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସମେତ ଆସିକା sdpo ସଞ୍ଜୟ ମହାପାତ୍ର। ହିଞ୍ଜିଳି ନିର
Mar 14,2024, 13:52 PM IST
Read More

Trending news