trendingNowFive1987982

Train accident News

alt
Nov 28,2023, 13:59 PM IST
alt
Nov 14,2023, 9:12 AM IST
alt
ବାହାନଗା ରେଳ ଦୃଘଟଣା ମନରୁ ଲିଭିନଥିବାବେଳେ ଏବେ ପୁଣି ବିଶାଖାପାଟଣା-ରାୟଗଡା ଓ ବିଶାଖାପାଟଣା ପଲାସା ପାସେଞ୍ଚର ଟ୍ରେନ ଗତକାଲି ସନ୍ଧ୍ୟାରେ ମର୍ମନ୍ତୁଦ ଦୃଘଟଣାର ଶିକାର ହୋଇଛି । ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ପଛପଟୁ ଧକ୍କା ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଆହାତ ହୋଇଥିବା କୁହାଯାଇଛି । ତେବେ ୧୩ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ୍ୟୁବରଣ ହୋଇଥିବା ନେଇ କୁହାଯାଇଛି। ବିଶାଖାପାଟଣା ଠାରୁ ପଲାସା ଯାଉଥିବା (୦୮୫୩୨) ପାସେଞ୍ଜରକୁ ଆନ୍ଦ୍ର ପ୍ରଦେଶ ବିଜୟନଗରମ ଜିଲ୍ଲା କଣ୍ଟାପାଲ୍ଲୀ ଏବଂ ଆଲମଣ୍ଡା ଷ୍ଟେସନ ମଧ୍ୟରେ ସିଗନାଲକୁ ଅପେକ୍ଷା କରି ଅଟକି ଥିବାବେଳେ ବିଶାଖାପାଟଣା ଠାରୁ ରାୟଗଡ଼ା ଆସୁଥିବା (୦୮୫୦୪) ପାସେଞ୍ଜର ଟ୍ରେନଟି ପଛପଟୁ ଧକ୍କା ଦେଇଥିବା ସୂଚନା ମିଳିଛି ।
Oct 30,2023, 14:13 PM IST
alt
Oct 30,2023, 13:42 PM IST
Read More

Trending news