Advertisement

Sambalpur News

alt
ସମ୍ବଲପୁର ଜିଲ୍ଲାପାଳ ଓ ଏସ ପି କଣ ରୋମାନ୍ସ କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର | ଗତବର୍ଷ ହନୁମାନ ଶୋଭାଯାତ୍ରା ସମୟରେ ଯେଉଁ ଦଙ୍ଗା ହୋଇଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ | ଯେଉଁ ଜାଗା ରେ ଦଙ୍ଗା ହେଲା ସେ ଜାଗା ରେ ପୋଲିସ ମୃତୟନ ହୋଇ ନ ଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ | ସେଥିପାଇଁ ଏଭଳି ଘଟଣା ଘଟିଥିଲା | ସୂଚନା ଥାଉ କି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏ ବର୍ଷ ହନୁମାନ ଶୋଭାଯାତ୍ରା କୁ ବାରଣ କରାଯାଇଛି |କୋଲକାତା ହାଇକୋର୍ଟ ର ଅର୍ଡର ଅନୁଯାୟୀ ସମସ୍ତ ଙ୍କୁ ରାଲି କିମ୍ବା ଶୋଭାଯାତ୍ରା କରାଯିବାର ଅଧିକାର ରହିଛି, କାହିଁକି ସମ୍ବଲପୁର ରେ ଏହାର ବିପରୀତ | କଣ ପାଇଁ ଏହି ଅଞ୍ଚଳ କୋର୍ଟ ର ଅର୍ଡର କୁ ଅବମାନନା କରାଯ
Apr 16,2024, 12:13 PM IST
alt
ସମ୍ବଲପୁର ର ସାମାଜିକ ଗଣମାଧ୍ୟମ ରେ ପ୍ରସନ୍ନ ଙ୍କୁ ବିରୋଧ | ଗୁରୁବାର ଦିନ ସନ୍ଧ୍ୟା ରେ ବିଜୁ ଜନତା ଦଳ ତରଫରୁ ସମ୍ବଲପୁର ବିଧାନସଭା ଟିକେଟ ଘୋଷଣା ହେବା ପରେ ବିରୋଧ ଦେଖିବାକୁ ମିଳିଛି | ସ୍ଥାନୀୟ ନେତା ଙ୍କୁ ଟିକେଟ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି | ସମ୍ବଲପୁର ଏକ ସଂସ୍କୃତି ସମ୍ପର୍ଣ୍ଣ ପୁରାତନ ସହର ଏଠାରେ କଣ ନେତା ନାହାନ୍ତି ସେଥିପାଇଁ ବାହାର ଜିଲ୍ଲା ରୁ ନେତା ଙ୍କୁ ସିଟ ଦିଆଯାଉଛି ବୋଲି ପ୍ରଶ୍ନ କରାଯାଇଛି | କୌଣସି ଆପତ୍ତି ଅଭିଯୋଗ ପାଇଁ ଆମକୁ ବରଗଡ଼ ଯିବାକୁ ପଡିବ, ତା ସହ ସେ ଅବିଭକ୍ତ ସମ୍ବଲପୁର ର ନାଗରିକ ଥିବା ବେଳେ ଅନ୍ୟ କଥା ଥିଲା | ଏବେ ସେ ବରଗଡ଼ ଜିଲ୍ଲା ର ଲୋକ | ତାଙ୍କୁ ତାଙ୍କ ସ୍ଥାନ ରେ ଟିକେଟ ଦିଅନ୍ତୁ ଏବଂ ସ୍ଥାନୀୟ ନେତୃତ୍ୱ କୁ ଗୁରୁତ୍ୱ ଦେଇ ଏଠାକାର ନେତା ଙ୍କୁ ସୁଯୋଗ ଦିଅନ୍ତୁ ବୋଲି ସା
Apr 13,2024, 18:52 PM IST
alt
Apr 13,2024, 12:39 PM IST
alt
ମାର୍ଚ୍ଚ ୧୮ ତାରିଖ ରେ ଜ଼ୀ ଓଡିଶା ନିୟୁଜ ର ଦୃଷ୍ଟିବାଧିତ ଙ୍କ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପ୍ରସାରଣ ହୋଇ ଥିବା କାର୍ଯ୍ୟକ୍ରମ କୁ ସ୍ୱୀକୃତି ଦେଲେ ଓଡିଶା ସରକାର |ସୋମବାର ଦିନ ଭୁବନେଶ୍ୱର ରେ ପ୍ରଦର୍ଶନ ହେବ ସ୍ମାର୍ଟ ଷ୍ଟିକ ଓ ସ୍ମାର୍ଟ ସେନ୍ସର | ଭୁବନେଶ୍ୱର ର ଭିନ୍ନକ୍ଷମ ସାମାଜିକ ସୁରକ୍ଷା ର ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ ଏକ ଚିଠି ମାଧ୍ୟମ ରେ ଆଶିଷ ମାହାନା ଙ୍କୁ ତାଙ୍କର ଡିଭାଇସ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି | ସୋମବାର ଦିନ ଭୁବନେଶ୍ୱର ଠାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଏହି ସ୍ମାର୍ଟ ଷ୍ଟିକ ଓ ସେନ୍ସର ପ୍ରଦର୍ଶନ କରିବେ ସମ୍ବଲପୁର ରଂପେଲା ଗାଁ ର ଯୁବ ବୈଜ୍ଞାନିକ ଆଶିଷ କୁମାର ମାହାନା | ସେ ସମ୍ବଲପୁର ରୁ ରବିବାର ରାତି ରେ ବାହାରି ସୋମବାର ଦିନ ଏହି ପ୍ରକଳ୍ପ ପ୍ରଦର
Apr 6,2024, 15:52 PM IST
alt
Mar 23,2024, 12:39 PM IST
alt
ଦୃଷ୍ଟିବାଧିତ ଙ୍କ ପାଇଁ ସ୍ମାର୍ଟ ଡିଭାଇସ ଉଇଥ GPS ଓ ମଲ୍ଟି ସେନ୍ସର ଡିଭାଇସ ତିଆରି କରି ଚର୍ଚ୍ଚା ରେ ଯୁବ ଇଞ୍ଜିନିଅର ଆଶିଷ ମହାନା | ସମ୍ବଲପୁର ରେଙ୍ଗାଲି ରଂପେଲା ରେ ଅବସ୍ଥାନ କରୁଥିବା ଆଶିଷ ଦୃଷ୍ଟି ବାଧିତ ଙ୍କୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ର ଦେଖି ସେ ଏଭଳି ଦୁଇଟି ଡିଭାଇସ ତିଆରି କରିଛନ୍ତି | ଯେଉଁଥିରେ କି ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ନିଆଁ, ଇଲେକଟ୍ରିକ କରେଣ୍ଟ ପାଣି କୌଣସି ଯାନବାହାନ କିମ୍ବା ଗଛ ଇତ୍ୟାଦି ଆସିଲେ ଷ୍ଟିକ ସେନ୍ସର ଦ୍ୱାରା ତାଙ୍କୁ ଭାଇବ୍ରେସନ ସହ ଆଲାର୍ମ ବାଜିବ, ଯତଦ୍ୱାରା ସେ ସତର୍କ ହୋଇଯିବ |ଏଥିପାଇଁ ଏଭଳି ଦୁଇଟି ଡିଭାଇସ ତିଆରି କରିଥିବାରୁ ତାଙ୍କୁ ରାଜଗାଙ୍ଗପୁର ରେ ତାଙ୍କୁ ସମ୍ମାନିତ କରାଯାଇଛି | ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି ଅଜୟ କୁମାର
Mar 18,2024, 14:13 PM IST
alt
Mar 11,2024, 12:26 PM IST
alt
ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାପ୍ରତାପି ମହାରାଜ କଂସ ନଗର ଭ୍ରମଣ କରି ଫେରିବା ପରେ ସନ୍ଧ୍ୟାରେ ରାଜ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରଙ୍ଗ ସଭା ରେ ଗୀତ ସଂଗୀତ ସହ ସମ୍ବଲପୁରୀ ନାଚ ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ତା ପରେ ଦେବକୀ ର ଅଷ୍ଟମ ଗର୍ଭ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ସହ ଗୋପପୁରକୁ ପ୍ରେରଣ କରାଯାଇଥିଲା। ଏଥିପାଇଁ ଗୋପପୁରରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇବା ସହିତ ଧାର୍ମିକ ମନୋଭାବରେ ଗୋପପୁର ପ୍ରକମ୍ପିତ ହୋଇ ଥିଲା।ଏହି ଖବର ପ୍ରସାରିତ ହେବା ପରେ ଟାମ୍ପରସରାର ପିଙ୍କି ପଣ୍ଡା ଓ ବରାହମୁଣ୍ଡାର ପୁଷ୍ପା ବନଛୋର ଗୋପପୁରେ ପହଞ୍ଚି ସଂକିର୍ତ୍ତନ ପରିବେଷଣ କରିଥିଲେ। ସେପଟେ ମଥୁରାନଗରୀରେ ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁର ପ୍ରେରଣ ଓ ବିଜୁଳି କନ୍ୟା ଆବିର୍ଭାବ ଦୃଶ୍ୟ ଦର୍ଶକ ମହଳରେ ଅପୂର୍ବ ଆଧ୍ୟା
Mar 8,2024, 15:26 PM IST
alt
ଦିଲ୍ଲୀରେ ରାଷ୍ଟ୍ରପତି ଙ୍କୁ ଭେଟିଲେ ଓଡ଼ିଶା ଛାତ୍ର ସଙ୍ଗଠନ| ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା | ନୂଆଦିଲ୍ଲୀ ରେ ଗତ ପାଞ୍ଚ ତାରିଖ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଓଡ଼ିଶା ତଥା ଭାରତରେ ବୈଦିକ ପରମ୍ପରା ତଥା ଗୁରୁକୁଳ ପରମ୍ପରା କୁ ସୁଦୃଢ କରିବା,ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ,ପଣ୍ଡିତ ରଘୁନାଥ ମୁର୍ମୁ, ଭୀମ ଭୋଇ,ଗଙ୍ଗାଧର ମେହେର,ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଭଳି ବିଭିନ
Mar 7,2024, 12:13 PM IST
alt
ଶେଷ ହେଲା ଜାତୀୟ ଆଦିବାସୀ ମହୋତ୍ସବ | ପରିଚୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ଜାତୀୟ ମହୋତ୍ସବ ଟି ସମ୍ବଲପୁର ର phed ପଡିଆ ରେ ଅନୁଷ୍ଠିତ ହୋଇଥିଲା | ଏହି ମହୋତ୍ସବ ରେ ଦେଶର ଆଦିବାସୀ ଭାଷା ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ସମାଗମ ଦେଖିବାକୁ ମିଳିଥିଲା | କୋଲକାତା ଝାରଖଣ୍ଡ ମଧ୍ୟ ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆଦିବାସୀ ମାନଙ୍କର ହସ୍ତ ତିଆରି ସାମଗ୍ରୀ ଓ ବ୍ୟବହାର କରୁଥିବା ଦ୍ରବ୍ୟ ଆଣିଥିଲେ | ଗତ ମାସ ୨୫ ତାରିଖ ରୁ ମାର୍ଚ୍ଚ ତିନି ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହୋଇଥିଲା | ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଆଦିବାସୀ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଉଥିଲା | ସ୍ଥାନୀୟ ବାସିନ୍ଦା ମଧ୍ୟ ଏ ଭଳି ଏକ ମହୋତ୍ସବ ଆୟୋଜନ ହୋଇଥିବା ରୁ ଖୁସି ହେବା ସହ ବିଭିନ୍ନ ସ୍ରମଗ୍ରୀ କିଣାକିଣି କରିଥିଲେ |
Mar 4,2024, 11:39 AM IST
alt
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କନ୍ଧରା କୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି | ଆସନ୍ତା କାଲି ମାର୍ଚ୍ଚ ଦୁଇ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇ ଙ୍କ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ଭୀମ ଭୋଇ ସ୍ମୃତି ପୀଠ ବେଶ ଉତ୍ସାହିତ |ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଆସନ୍ତା କାଲି ସାଢେ ବାର ଟା ରେ ସେଠାରେ ପହଂଚିବା କାର୍ଯ୍ୟକ୍ରମ ରହିବା ସହ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ମହିମା ଧାର୍ମାବଲମ୍ବୀ ଙ୍କ ମଧ୍ୟ ରେ ବେଶ ଉତ୍ସାହ ଦେଖାଦେଇଛି | ସୂଚନା ଥାଉ କି ସନ୍ଥ କବି ଭୀମ ଭୋଇ ଙ୍କ ବାଣୀ ''ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ
Mar 1,2024, 13:13 PM IST
alt
ସମ୍ବଲପୁରିଆ ଗୋଡ ଟଣା କହି ବିବାଦରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ l ବରଗଡ଼ରେ ଦେବେଶଙ୍କ କୁଶପୁତ୍ତଳିକା ଦାହ କଲା କୋଶଲ ମହାସଂଘ |ସମ୍ବଲପୁରୀଆ ଗୋଡ଼ ଟଣା କହିବା ପଡିଲା ମହଙ୍ଗା। ବିବାଦ ଘେରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ। ବରଗଡ଼ ଗାନ୍ଧିଛକରେ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କଲା ବରଗଡ଼ର କୋଶଲବାଦୀ ସଂଗଠନ। ଦେବେଶ ଆଚାର୍ଯ୍ୟ କ୍ଷମା ମାଗନ୍ତୁ ବୋଲି ଦାବି କରିଛି କୋଶଲ ବାଦୀ ସଂଗଠନ। ବିଜେପୁରରେ ଗଙ୍ଗାଧର ପ୍ରକଳ୍ପ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆଉ ଏହି ଅବସରରେ ନିଜର ବ୍ୟକ୍ତବ୍ୟ ରଖିବା ବେଳେ ଦେବେଶ ସମ୍ୱଲପୁରିଆ ଗୋଡ ଟଣା ବୋଲି କହିଥିଲେ l ଅନ୍ୟପଟେ ଏନେଇ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବିଧାୟକ ଦୁଇ କୋଟି
Feb 23,2024, 11:52 AM IST
alt
Feb 22,2024, 13:39 PM IST
alt
ତୃତୀୟ ବର୍ଷ ରେ ଏକ ଟଙ୍କିଆ କ୍ଲିନିକ। ଭୀମସାର ର ଆସିଷ୍ଟେଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀ ଙ୍କ ଦ୍ୱାରା ସ୍ଥାପିତ ଏକ ଟଙ୍କିଆ କ୍ଲିନିକ ତାର ତୃତୀୟ ବର୍ଷ ରେ ପଦାର୍ପଣ କରିଛି | ପ୍ରଥମ ରୁ ଏକ ଟଙ୍କା ରେ ରୋଗୀ ସେବା ସହ ଏହାର ଆରମ୍ଭ ହୋଇଥିଲା |ପରବର୍ତୀ ସମୟ ରେ ନିଜ ଗାଡି କୁ ଏକ ଟଙ୍କିଆ ଆମ୍ବୁଲାନ୍ସ ପରେ ଏକ ଟଙ୍କା ନେବୁଲାଇଜର ସହ ଏହା ଗତିଶୀଳ ହେଉଥିବା ବେଳେ ଏବେ ତୃତୀୟ ବର୍ଷ ରେ ପଦାର୍ପଣ କରିଛି ଏକ ଟଙ୍କିଆ କ୍ଲିନିକ | ଆଜି ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏବେ ଏକ ଟଙ୍କିଆ ECG ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି ଡାକ୍ତର ଶଙ୍କର ରାମ ଚନ୍ଦାନୀ | ଏବେ ତାଙ୍କର ବରଗଡ଼ ସମ୍ବଲପୁର ସହ ଅନେକ ସ୍ଥାନ ରେ ଏକ ଟଙ୍କିଆ କ୍ଲିନିକ ରହିଛି |ମୁଖ୍ୟ ଭାବରେ ଦେଖିବାକୁ ଗଲେ ଯେ ହେତୁ ସେ ବୁର୍ଲା ଭୀମସାର ରେ କାର୍ଯ୍ୟରତ
Feb 12,2024, 17:39 PM IST
alt
Jan 29,2024, 12:59 PM IST
Read More

Trending news