Advertisement

Zee Odisha Impact

alt
ଜୀ ଓଡିଶା ର ପ୍ରଭାବ | ନିଲମ୍ବନ ହେଲେ ଜଟୁ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହର ଓ ସହକାରୀ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ହାତୀ ଙ୍କର ଏକ ମାସର ଦରମା ବନ୍ଦ |ସୂଚନା ଥାଉ କି ଗତ ୧୮ ତାରିଖ ଜ଼ୀ ଓଡିଶା ରେ ଏହି ଖବର ସ୍ୱତନ୍ତ୍ର (ଏକ୍ସକ୍ଲୁସିଭ) ଭାବେ ପ୍ରସାରଣ ହୋଇଥିଲା | କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ ମାନେ ବିପଦ ସଂକୁଳ ଗାଡ଼ିଆ ରେ ମଧ୍ୟାହ୍ନ ଭୋଜନ ଖାଇ ଥାଳି ଧୋଇବା ପାଇଁ ଯାଇଥିଲେ ସେଇ ଗାଡ଼ିଆ ରେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି | ସ୍କୁଲ ପରିସର ରେ ଛାତ୍ର ମାନଙ୍କୁ ଶ୍ରମିକ ଭଳିଆ କାମ କରେଇବା ତଥା ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଥାଳି ଧୋଇବାକୁ ସ୍କୁଲ ପରିସର ର ୧୦୦ ମିଟର ବାହାରେ ଥିବା ଗାଡ଼ିଆ କୁ ଯିବା ଘଟଣା ରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ l ସ
Jul 23,2024, 13:13 PM IST

Trending news