Advertisement
Videos Details/odisha/zeeodisha2206542
Video ThumbnailPlay icon

Jay Narayan: 'ସମ୍ବଲପୁର ଜିଲ୍ଲାପାଳ ଓ SP କଣ ରୋମାନ୍ସ କରୁଥିଲେ କି?'

ସମ୍ବଲପୁର ଜିଲ୍ଲାପାଳ ଓ ଏସ ପି କଣ ରୋମାନ୍ସ କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର | ଗତବର୍ଷ ହନୁମାନ ଶୋଭାଯାତ୍ରା ସମୟରେ ଯେଉଁ ଦଙ୍ଗା ହୋଇଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ | ଯେଉଁ ଜାଗା ରେ ଦଙ୍ଗା ହେଲା ସେ ଜାଗା ରେ ପୋଲିସ ମୃତୟନ ହୋଇ ନ ଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ | ସେଥିପାଇଁ ଏଭଳି ଘଟଣା ଘଟିଥିଲା | ସୂଚନା ଥାଉ କି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏ ବର୍ଷ ହନୁମାନ ଶୋଭାଯାତ୍ରା କୁ ବାରଣ କରାଯାଇଛି |କୋଲକାତା ହାଇକୋର୍ଟ ର ଅର୍ଡର ଅନୁଯାୟୀ ସମସ୍ତ ଙ୍କୁ ରାଲି କିମ୍ବା ଶୋଭାଯାତ୍ରା କରାଯିବାର ଅଧିକାର ରହିଛି, କାହିଁକି ସମ୍ବଲପୁର ରେ ଏହାର ବିପରୀତ | କଣ ପାଇଁ ଏହି ଅଞ୍ଚଳ କୋର୍ଟ ର ଅର୍ଡର କୁ ଅବମାନନା କରାଯାଉଛି | ଗତବର୍ଷ ଯାହା ବି ହୋଇଛି ଆସନ୍ତା ବର୍ଷ ସବୁ ଠିକ ହୋଇଯିବ ବୋଲି କହିଲେ ଜୟ |
Viral Dance: ଆଣ୍ଟି ନମ୍ବର-1! ରାପ୍ ସଙ୍ଗରେ ମହିଳା କେଲ ଜବରଦସ୍ତ ଡ୍ୟାନ୍ସ, ସୋସିଆଲ ମିଡିଆରେ ଲଗାଇଛି ନିଆଁ!
Play icon01:22
Video: ଯାତ୍ରା ମଞ୍ଚରେ ଆଇଟମ ଗର୍ଲ ମିଷ୍ଟିଙ୍କ ଉପରେ ଟଙ୍କା ବର୍ଷା, ଭିଡିଓ ଭାଇରାଲ୍
Play icon00:41
Video: ନୂଆ ସରପ୍ରାଇଜ୍ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶୁଣନ୍ତୁ କ'ଣ କହିଲେ...
Play icon00:52
ସୋଏବ ଅଖତରଙ୍କୁ ଚା' ପିଆଇଲେ ଡଲି ଚାଇୱାଲା, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହି VIDEO
Play icon00:35
Video: ମେକଅପ ରୁମରେ ଯାତ୍ରା ଅଭିନେତ୍ରୀଙ୍କ ସହ ଦୈତାରୀ ପଣ୍ଡା, ଭିଡିଓ ଭାଇରାଲ୍
Play icon00:15
Weather Report: ଆରମ୍ଭ ହେଲାଣି ଟାଣ ଖରା, ଛଟପଟ ହେବେ ରାଜ୍ୟବାସୀ !
Play icon02:33
Viral Video: ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ଏହି ଭିଡିଓ ଭାଇରାଲ୍ , ଦେଖନ୍ତୁ
Play icon00:53
Asima Panda Viral Video: ଜୟଦେବ ବାଟିକାରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡି଼ଓ, ଦେଖନ୍ତୁ
Play icon01:30
Rani panda Viral Video: ପୁଣି କନିଆ ବେଶରେ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ ଆଉ ଏକ ଭିଡିଓ, ଦେଖନ୍ତୁ...
Play icon00:31
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Video: କାର୍ ପାଖରୁ ଭାଇରାଲ୍ ହେଲା ତୁମ ବିନା ସିରିଏଲର ଲକ୍ଷ୍ମୀ ଓ ଅନୁରାଗଙ୍କ ଭିଡିଓ
Play icon00:17
Video: ମଞ୍ଚ ଆଢୁଆଳରୁ ଭାଇରାଲ ହେଲା ଅଭିନେତ୍ରୀ ପୁନମ ମିଶ୍ରଙ୍କ ଭିଡିଓ
Play icon00:25
Cookies Swain Video: ଏନଗେଜମେଣ୍ଟର ନୂଆ ଭିଡିଓ ସେୟାର କଲେ ଅଭିନେତ୍ରୀ କୁକିଜ୍ ସ୍ୱାଇଁ
Play icon01:01
Video: ହାସ୍ୟ ଅଭିନେତା କାଳିଆ ଷଣ୍ଢଙ୍କ ସହ ସାହୁ ଭାଉଜ, ଭିଡିଓ ଭାଇରାଲ୍
Play icon00:25
Weather Report: ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Play icon03:32
Video: ଅଭିନୟ ବଦଳରେ ଏମିତି କିଛି କଲେ ଯାତ୍ରା ଅଭିନେତା, ଓଳାସୁଣୀ ମେଳାରୁ ଭିଡିଓ ଭାଇରାଲ୍
Play icon01:06
Video: ଯାତ୍ରା ମଞ୍ଚ ତଳେ କଇଁ କଇଁ ହେଇ କାନ୍ଦିଲେ ଦର୍ଶକ, ଜାଣନ୍ତୁ କାରଣ
Play icon00:22
Viral Video: ଟୋଲ୍ କର୍ମଚାରୀଙ୍କ ଉପରେ ଗାଡି ଚଢ଼ାଇବାକୁ ଉଦ୍ୟମ, ବନେଟ୍ ଉପରେ ଘୋଷାଡି ନେଲେ ୧ କିମି
Play icon00:16
କାହା ପାଇଁ ମଥାରେ ସିନ୍ଦୁର ପିନ୍ଧିଲେ ଅଭିନେତ୍ରୀ ଅନୁ ଚୌଧୁରୀ, ଦେଖନ୍ତୁ ଏହି ଭିଡିଓ
Play icon00:29
କାହାକୁ ବାହା ହେଲେ ଅଭିନେତ୍ରୀ ରାଣୀ ପଣ୍ତା? ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:35
ଅଭିନେତା ଅନୁଭବଙ୍କ ପାଇଁ ରାତି ଅଧରେ ଏହି ଭିଡିଓ ସେୟାର କଲେ ବର୍ଷା! ଦେଖନ୍ତୁ
Play icon00:37
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Video: ରେଳ ଷ୍ଟେସନରେ ବ୍ୟକ୍ତିଙ୍କୁ ଆସିଲା ହାର୍ଟ ଆଟାକ୍, ଦେବଦୂତ ହୋଇ ଏପରି ଜୀବନ ବଞ୍ଚାଇଲେ GRP ଯବାନ
Play icon00:55
Mahakumbh Fire: ମହାକୁମ୍ଭରେ ଆଉ ଏକ ଭୟଙ୍କର ଅଗ୍ନିକାଣ୍ଡ, ଦେଖନ୍ତୁ ଭିଡିଓ
Play icon01:10
Viral Video: ଜଙ୍ଗଲିଆ ଅଞ୍ଚଳରୁ ଭାଇରାଲ ହେଲା ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଭିଡିଓ
Play icon00:16
Prakruti Mishra Video: ଜଣେ ଯୁବକଙ୍କ ସହ ଛାତ ଉପରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:45
Viral Video: ଛି ଛି ଛିରେ ନନୀ ଗୀତରେ ମଞ୍ଚ ପଛପଟୁ ଭାଇରାଲ ହେଲା ଯାତ୍ରା ଅଭିନେତା କାହ୍ନାଙ୍କ ଭିଡିଓ
Play icon00:30
Viral Video: ଖଣ୍ଡଗିରି ଯାତ୍ରା ପୂର୍ବରୁ ପୁଣି ଥରେ ଭାଇରାଲ ଆଉ ଜଣେ ଯାତ୍ରା ଅଭିନେତ୍ରୀଙ୍କ ଭିଡିଓ
Play icon00:30
Elina Samantray Viral Video: ବିବାହ ପରେ ପୁଣି ଥରେ କାହା ପ୍ରେମରେ ପଡି଼ଲେ ଅଭିନେତ୍ରୀ ଏଲିନା, ଦେଖନ୍ତୁ ଏହି ଭିଡିଓ
Play icon01:13
 ଯାତ୍ରା ମଞ୍ଚ ନୁହେଁ, ଜଙ୍ଗଲରୁ ଭାଇରାଲ୍ ହେଲା ଆଇଟମ୍ ଗାର୍ଲ ମିଷ୍ଟିଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00