Universal USB-C Port
ଫୋନ ଚାର୍ଜ କରିବାକୁ ଆଉ ହେବନାହିଁ ସମସ୍ୟା ! ସବୁ ଡିଭାଇସରେ Universal USB-C Port ଅନିବାର୍ଯ୍ୟ
Universal USB-C Port: ସ୍ମାର୍ଟଫୋନ କିମ୍ବା ଅନ୍ୟ କୌଣସି ସ୍ମାର୍ଟ ଡିଭାଇସ ଚାର୍ଜ କରିବା ସମୟରେ ଆଉ ହେବ ନାହିଁ ସମସ୍ୟା । ଭିନ୍ନ ପୋର୍ଟ କାରଣରୁ ଅନେକ ସମୟରେ ଫୋନ ସହିତ ଚାର୍ଜର ସାଥିରେ ନେଇନଥିବା ଲୋକେ ଚାର୍ଜ କରିପାରିନଥାନ୍ତି। କିନ୍ତୁ ଏବେ ଆଉ ଏହି ସମସ୍ୟା ହେବନାହିଁ । କାରଣ ଦେଶରେ ସମସ୍ତ ଡିଭାଇସରେ ରହିବ Universal USB-C Port ।
Nov 17,2022, 21:01 PM IST
Global Innovation Index
GII: ଇନୋଭେସନ କ୍ଷେତ୍ରରେ ବଢୁଛି ଭାରତର ଗୌରବ, ଦେଶରେ ଦ୍ୱିଗୁଣିତ ହେଲା ୟୁନିକର୍ଣ୍ଣ ଷ୍ଟାର୍ଟଅପ୍
Global Innovation Index: ଇନୋଭେସନ କ୍ଷେତ୍ରରେ ୪୦ତମ ରାଙ୍କ ହାସଲ କରିଛି ଭାରତ । ଏହାସହିତ ଭାରତରେ ଏବେ ୟୁନିକର୍ଣ୍ଣ ଷ୍ଟାର୍ଟଅପ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ବେଙ୍ଗାଳୁରୁରେ ଆୟୋଜିତ ଏସିଆ ମହାଦେଶର ସବୁଠାରୁ ବଡ଼ ଟେକ୍ ସମିଟ ଆୟୋଜିତ ହୋଇଛି । ଭର୍ଚ୍ଚୁଆଲରେ ପ୍ରଧାନମନ୍ତ୍ରୀ ସମ୍ମିଳନୀର ଉଦଘାଟନ କରିବା ସହ ଉଦ୍ଭାବନ କ୍ଷେତ୍ରରେ ଭାରତ ନୂଆ ମାଇଲ ଖୁଣ୍ଟ ଅତିକ୍ରମ କରିଥିବା କହିଛନ୍ତି ।
Nov 16,2022, 22:35 PM IST
Password
ଭାରତର ଅଧିକାଂଶ ବ୍ୟବହାରକାରୀଙ୍କ ପାସୱାର୍ଡ କଣ ଜାଣନ୍ତି କି? ଦେଖନ୍ତୁ ଟପ୍-୧୦ ପାସୱାର୍ଡର ତାଲିକା
Password: ଆପଣଙ୍କୁ ଆପଣଙ୍କ ସୋସିଆଲ ମିଡିଆ କିମ୍ବା ଅନ୍ୟ କୌଣସି ଆପ୍ଲିକେସନର ପାସୱାର୍ଡ ମାଗିଲେ ଆପଣ କାହାକୁ ଦେବେ କି ? ଏହି ପ୍ରଶ୍ନର ଉତ୍ତର ନିଶ୍ଚୟ ନା... କିନ୍ତୁ ଭାରତରେ ଏପରି ଅନେକ ବ୍ୟକ୍ତି ନିଜ ଆକାଉଣ୍ଟରେ ରଖୁଥିବା ପାସୱାର୍ଡ ନିଜ ଅଜାଣତରେ ହ୍ୟାକରଙ୍କୁ ଦେଇଦେଇଥାନ୍ତି । ଆଜ୍ଞା ହଁ NordPass ଦ୍ୱାରା ପ୍ରକାଶ କରାଯାଇଥିବା ପାସୱାର୍ଡ ତାଲିକାରୁ ଏହା ସ୍ପଷ୍ଟ ହୋଇଛି ।
Nov 15,2022, 21:11 PM IST
CPI Inflation October 2022
ମହଙ୍ଗା ବୋଝରୁ ଆଶ୍ୱସ୍ତି: କମିଲା ମୁଦ୍ରାସ୍ଫୀତି, ଅକ୍ଟୋବରରେ ୭.୪୧ରୁ ୬.୭୭ ପ୍ରତିଶତକୁ ହ୍ରାସ
CPI Inflation October 2022: ଧୀରେଧୀରେ କମୁଛି ମୁଦ୍ରାସ୍ଫୀତି । RBI ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିଣାମ ସାମ୍ନାକୁ ଆସିଛି । ସଦ୍ୟ ପ୍ରକାଶ ପାଇଥିବା CPI ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ରିପୋର୍ଟ ଅନୁସାରେ ଅକ୍ଟୋବରରେ ମୁଦ୍ରାସ୍ଫୀତି ହାର ପୂର୍ବାପେକ୍ଷା ହ୍ରାସ ପାଇଛି । ଯଦିଓ ଏବେବି RBI ଦ୍ୱାରା ସ୍ଥିର ହୋଇଥିବା ମୁଦ୍ରାସ୍ଫୀତିର ଟଲରେନ୍ସ ବ୍ୟାଣ୍ଡ (୨-୬ ପ୍ରତିଶତ) ଉପରେ ରହିଛି ।
Nov 14,2022, 19:17 PM IST
World Diabetes Day 2022
ମଧୁମେହର ପ୍ରାରମ୍ଭିକ ଲକ୍ଷଣ: ଆପଣ ସୁଗର ଲେବଲ ବୃଦ୍ଧି ହେବାର ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି?
World Diabetes Day 2022: ଆଜିକାଲି ଅନେକ ଲୋକ ମଧୁମେହ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଖରାପ ଜୀବନଶୈଳୀ ଓ ଜେନେଟିକ୍ କାରଣରୁ ମଧ୍ୟ ଡାଇବେଟିସ୍ ସମସ୍ୟା ହୋଇପାରେ । କିନ୍ତୁ ପ୍ରାରମ୍ଭିକ ସମୟରେ ଆପଣ ଚାହିଁଲେ ଏହି ରୋଗର ଲକ୍ଷଣ ଜାଣିପାରିବା ସହ ଉପଚାର କରିପାରିବେ । ମଧୁମେହ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ World Diabetes Day ପାଳନ ହେଉଛି ।
Nov 13,2022, 21:18 PM IST
Whatsapp
Whatsapp ର ନୂଆ ମଜାଦାର କମ୍ୟୁନିଟି ଫିଚର ରୋଲଆଉଟ, ଜାଣନ୍ତୁ ସହଜରେ କିପରି କରି ପାରିବେ ୟୁଜ୍
ମେସେଜିଂ ପ୍ଲାଟଫର୍ମ Whatsappରେ ନୂଆ କମ୍ୟୁନିଟି ଫିଚର ରୋଲଆଉଟ ହୋଇଛି । ଏହି ବୈଶିଷ୍ଟ୍ୟ ଉପରେ ଦୀର୍ଘଦିନ ଧରି କମ୍ପାନି ପରୀକ୍ଷା ଜାରି ରଖିଥିଲା । ବର୍ତ୍ତମାନ ଏହି ନୂଆ ଫିଚର ବ୍ୟବହାରକାରୀ ବ୍ୟବହାର କରିପାରିବେ ।
Nov 12,2022, 21:19 PM IST
Google Pixel
ଜବରଦସ୍ତ ଡିଲ୍! ମାତ୍ର ଦିନେ ପାଇଁ ଅଫର, ୧୨୫୦୦ରୁ କମ୍ ମୂଲ୍ୟରେ କିଣିପାରିବେ Google Pixel ଫୋନ୍
ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି Google ପ୍ରିମିୟମ ସ୍ମାର୍ଟଫୋନ? ବଡ଼ ସୁଯୋଗ, ଖୁବ କମ ମୂଲ୍ୟରେ କିଣିପାରିବେ Google Pixel 6a ସ୍ମାର୍ଟଫୋନ । ଲଞ୍ଚ୍ ସମୟରେ ଏହି ସ୍ମାର୍ଟଫୋନର ମୂଲ୍ୟ ୪୦ ହଜାରରୁ ଅଧିକ ଥିବାବେଳେ ଅଫର ପ୍ରାଇସରେ ମାତ୍ର ୧୨,୪୯୯ ଟଙ୍କାରେ କିଣିପାରିବେ । ଜାଣନ୍ତୁ କେଉଁଠୁ ଓ କିପରି କିଣିପାରିବେ ଗୁଗଲ ପ୍ରିମିୟମ ଫୋନ ।
Nov 11,2022, 20:40 PM IST
Prevent Suicide
Prevent Suicide:ଯୁବକଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଉଛି ସୋସିଆଲ ମିଡିଆ, ଧ୍ୟାନ ରଖନ୍ତୁ ପିତାମାତା
Prevent Suicide: ସୋସିଆଲ ମିଡିଆ ବଢ଼ାଉଛି ଆତ୍ମହତ୍ୟା ପ୍ରବଣତା । ଦୀର୍ଘ ସମୟ ଧରି ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବବର୍ଗ ମାନସିକ ବିଷାଦଗ୍ରସ୍ତ ହେଉଥିବା ମନୋବିଜ୍ଞାନୀ କହୁଛନ୍ତି । ଏହାସହିତ ସୋସିଆଲ ମିଡିଆ ଯୁବକମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ମଧ୍ୟ ବୃଦ୍ଧି କରୁଥିବା ରିପୋର୍ଟ ପ୍ରକାଶ ପାଇଛି ।
Nov 8,2022, 21:10 PM IST
iPhone
iPhone ବ୍ୟବହାରକାରୀଙ୍କ ମୁଣ୍ଡବିନ୍ଧା: ଅପଡେଟ ଇନଷ୍ଟଲ ପରେ କାମ କରୁନି ଫୋନ, ପସ୍ତାଉଛନ୍ତି ୟୁଜର୍
iPhone ଅପଡେଟକୁ ନେଇ ଚିନ୍ତାରେ ବ୍ୟବହାରକାରୀ । ନୂଆ ଅପଡେଟ ଇନଷ୍ଟଲ କରିବା ପରେ କିଛି ବ୍ୟବହାରକାରୀଙ୍କ ଅବସ୍ଥା ଦେଖି ଅନ୍ୟମାନେ ଅପଡେଟ କରିବା ପାଇଁ ଚାହୁଁନାହାଁନ୍ତି । ଗତ ଗୋଟିଏ ସପ୍ତାହ ଧରି ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି ।
Nov 7,2022, 21:14 PM IST
Delhi pollution
Delhi Pollution:ଦିଲ୍ଲୀ-ଏନସିଆରରେ ଗଡ଼ିବନି ଡିଜେଲ ଚାଳିତ ଯାନ, GRAP ଷ୍ଟେଜ-୪ ଲାଗୁ
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ ଗୁରୁବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା 'ଗୁରୁତର' ବର୍ଗରେ ରହିଛି। ଡିପିଏସ୍ ଇନ୍ଦିରାପୁରମ୍ ପ୍ରିନ୍ସିପାଲ୍ ସଂଗୀତତା ହାଜେଲାଙ୍କ ସୂଚନା ଅନୁସାରେ ଶୀତ ଋତୁରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଥାଏ ।
Nov 3,2022, 22:24 PM IST
Cryptocurrency
ଭାରତର ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋ କରେନ୍ସି ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଟଙ୍କାର ଭବିଷ୍ୟତ
ଭାରତରେ ଆରମ୍ଭ ହୋଇଛି ଡିଡିଟାଲ ମୁଦ୍ରା ଯୁଗ । ଗତ ଏକ ବର୍ଷ ଧରି ଡିଜିଟାଲ୍ ମୁଦ୍ରାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଲାଗି ରହିଥିବାବେଳେ ଶେଷରେ ଏହାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମଙ୍ଗଳବାର ଡିଜିଟାଲ ଟଙ୍କାର ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି। କିନ୍ତୁ ଏବେ ସମସ୍ତଙ୍କ ମନରେ ଉଠିଥି
Nov 1,2022, 21:07 PM IST
Biggest Employer
Biggest Employer: ଭାରତ ପ୍ରତିରକ୍ଷା ମନ୍ତ୍ରାଳୟରେ ସର୍ବାଧିକ ନିଯୁକ୍ତି, ଚୀନ୍-ଆମେରିକାଠୁ ଅଧିକ
Biggest Employer: ଆପଣ ଜାଣିଛନ୍ତି କି ଦୁନିଆର ସବୁଠୁ ବଡ ନିଯୁକ୍ତିଦାତା କିଏ? ଜର୍ମାନୀର ଏକ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ହେଉଛି ବିଶ୍ୱର ସବୁଠାରୁ ବଡ ନିଯୁକ୍ତିଦାତା। ବର୍ତ୍ତମାନ ଏଥିରେ ୨୯.୨ ଲକ୍ଷ କର୍ମଚାରୀ ଅଛନ୍ତି ।
Oct 31,2022, 22:10 PM IST
New IT Rules
ସୋସିଆଲ ମିଡିଆରେ ମନଇଚ୍ଛା ଲେଖିବା, କମେଣ୍ଟ ଦେବା ବନ୍ଦ କରନ୍ତୁ! ସରକାର ଆଣୁଛନ୍ତି ନୂଆ ନିୟମ
New IT Rules: ଫେକ୍ ନ୍ୟୁଜକୁ ନେଇ ଜାରି ହୋଇଛି ନୂଆ ଆଇଟି ନିୟମ । ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ଏନେଇ ଆଲର୍ଟ ମଧ୍ୟ ଜାରି ହୋଇଛି । ଅଭିଯୋଗର ୭୨ ଘଣ୍ଟା ମଧ୍ୟରେ ଫ୍ଲାଟଫର୍ମରୁ ଫେକ୍ ନ୍ୟୁଜ୍ ହଟାଇବାକୁ ଆଇଟି ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି ।
Oct 29,2022, 19:10 PM IST
Britain PM
ବ୍ରିଟେନରେ ୬ବର୍ଷ ମଧ୍ୟରେ ୫ମ ପିଏମ ସୁନକ! କାହିଁକି କାର୍ଯ୍ୟକାଳ କରିପାରୁ ନାହାଁନ୍ତି ପୂରଣ?
Britain PM: ୬ ବର୍ଷ ମଧ୍ୟରେ ବ୍ରିଟେନର ପଞ୍ଚମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ର ବ୍ରିଟେନରେ ଗତ ୬ ବର୍ଷ ମଧ୍ୟରେ କୌଣସି ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାଁନ୍ତି । ଦ୍ୱିତୀୟତଃ ଏହି ବିକଶିତ ରାଷ୍ଟ୍ର ଏବେ ଆର୍ଥିକ ସଙ୍କଟ ସହିତ ଜୁଝୁଛି ।
Oct 27,2022, 20:28 PM IST
Indian Origin Top Global Leader
ଭାରତ ପାଇଁ ଶୁଭ ସଙ୍କେତ! ବ୍ରିଟେନ, ଆମେରିକା ପରି ଶକ୍ତିଶାଳୀ ଦେଶରେ ଭାରତୀୟ ବଂଶୋଦ୍ଭବଙ୍କ ରାଜ୍
Top Global Leader: ବିଶ୍ୱରେ ଭାରତର ଗୌରବ ବଢ଼ାଉଛନ୍ତି ଭାରତୀୟ ବଂଶୋଦ୍ଭବ ରାଜନେତା । ଯୁକ୍ତରାଷ୍ଟ୍ର ଆମେରିକାଠାରୁ ଆରମ୍ଭ କରି ପର୍ତ୍ତୁଗାଲ ଯାଏ, ଭାରତୀୟ ବଂଶୋଦ୍ଭବ ଓ ଭାରତୀୟ ରାଜନେତାଙ୍କ ଜୟକାର ଶୁଣିବାକୁ ମିଳୁଛି । ଭାରତୀୟ ବଂଶୋଦ୍ଭବ ରାଜନେତା ଏବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମହତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଛନ୍ତି ।
Oct 25,2022, 22:44 PM IST
rishi sunak
UK PM Rishi Sunak: ଆଜିଠାରୁ ବ୍ରିଟେନରେ ଋଷି ରାଜ
ରୁଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଥମ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ।
Oct 24,2022, 18:55 PM IST
Whatsapp Latest Feature
ଦୀପାବଳି ପରେ ପୁରୁଣା ଫୋନରେ କାମ କରିବ ନାହିଁ Whatsapp ! ଆପଣଙ୍କ ଫୋନ୍ ତାଲିକାରେ ନାହିଁ ତ?
Whatsapp Latest Feature: ମେସେଜିଂ ପ୍ଲାଟଫର୍ମ Whatsapp ଆସନ୍ତା ସପ୍ତାହରୁ କିଛି ପୁରୁଣା ଆଇଫୋନ୍ ମଡେଲରେ ଉପଲବ୍ଧ ହେବ ନାହିଁ । କିଛି ମଡେଲରେ ସେବା ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି । ଏନେଇ ମେଟା ପକ୍ଷରୁ ସମ୍ପୂର୍ଣ୍ଣ ତାଲିକା ଜାରି ହୋଇଛି । କିଛି ମଡେଲରେ ଉପଭୋକ୍ତାମାନଙ୍କୁ ସେବା ପାଇବା ପାଇଁ iOSର ନୂଆ ଭର୍ଜନ ଇନଷ୍ଟଲ କରିବାକୁ ପଡ଼ିବ ।
Oct 21,2022, 22:04 PM IST
Android 13
Android 13: Googleର ଖାସ୍ ଉପହାର! ଶସ୍ତା ସ୍ମାର୍ଟଫୋନ୍ ପାଇଁ Android 13 (Go Edition) ଲଞ୍ଚ୍
Android 13: Google ଏହାର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଏକ ଚମତ୍କାର ଉପହାର ଦେଇଛି। ସୁଲଭ ସ୍ମାର୍ଟଫୋନ୍ ପାଇଁ ଗୁଗଲ୍ Android 13 (Go Edition) ଘୋଷଣା କରିଛି । ଆଣ୍ଡ୍ରଏଡ୍ ଗୋ (Android Go) ପ୍ରାୟ ୨୫ କୋଟି ଡିଭାଇସରେ କାମ କରୁଛି ।
Oct 20,2022, 20:12 PM IST
Apple TV 4K
Apple TV 4K: ଭାରତରେ ଆପଲ୍ କମ୍ପାନିର ନୂଆ 4K ଟିଭି ଲଞ୍ଚ୍, ଜାଣନ୍ତୁ ମୂଲ୍ୟ ଓ ସ୍ପେସିଫିକେସନ୍ସ
Apple TV 4K: ଭାରତରେ ଲଞ୍ଚ୍ ହୋଇଛି ଆପଲ୍ 4K ଟିଭି । ଏହା 4K ଭିଡିଓ ସପୋର୍ଟ କରିବା ସହ HDR10 + ଷ୍ଟ୍ରିମିଂ ସପୋର୍ଟ କରୁଛି । ନୂଆ ମଡେଲରେ ଡଲବି ଭିଜନ ଏବଂ ହାଇ ରିଜୋଲ୍ୟୁସନ୍ ପ୍ଲେବ୍ୟାକ୍ (2160pରେ 60FPS) ମଧ୍ୟ ସପୋର୍ଟ କରୁଛି ।
Oct 19,2022, 21:06 PM IST
Diwali offer
Diwali Offer:୧୫ ଦିନ ପାଇଁ ହାଇ-ସ୍ପିଡ ଇଣ୍ଟରନେଟ ଫ୍ରି, ରିଚାର୍ଜରେ ମିଳିବ ୭୫GB ଅତିରିକ୍ତ ଡାଟା
Diwali Offer: ନୂଆ ଜିଓ ଫାଇବର ଗ୍ରାହକମାନଙ୍କ ପାଇଁ କମ୍ପାନି ଘୋଷଣା କରିଛି ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାନଜା (JioFiber Double Festival Bonanza) ଅଫର । ଏଥିରେ ସଂଯୋଗକାରୀଙ୍କୁ ଅତିରିକ୍ତ ୧୫ ଦିନ ପାଇଁ ଇଣ୍ଟରନେଟ୍ ମାଗଣାରେ ମିଳିବ । ସେପଟେ ଦୀପାବଳିରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଏୟାରଟେଲ ମାତ୍ର ୯୯ ଟଙ୍କା ରିଚାର୍ଜରେ ବର୍ଷେ ପାଇଁ ବୈଧତା ପ୍ରଦାନ କରୁଛି । ସେହିପରି ଭୋଡାଫୋନ୍-ଆଇଡିଆ ଦିୱାଲୀରେ ଉପଭୋକ୍ତାମାନଙ୍କୁ ୭୫ ଜିବି ଅତିରିକ୍ତ ଡାଟା ମାଗଣାରେ ପ୍ରଦାନ କରୁଛି। ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ।
Oct 18,2022, 21:32 PM IST
Brain Malaria
Brain Malaria: ମସ୍ତିଷ୍କ ମ୍ୟାଲେରିଆରେ ପୀଡ଼ିତ ହେଉଛନ୍ତି ଶିଶୁ, ଜାଣନ୍ତୁ ଲକ୍ଷଣ ଓ ପ୍ରତିଷେଧକ
What Is Brain Malaria: କ’ଣ ଏହି ମସ୍ତିଷ୍କ ମ୍ୟାଲେରିଆ, କ'ଣ ଏହାର ଲକ୍ଷଣ ଏବଂ ପ୍ରତିରୋଧକ ବ୍ୟବସ୍ଥା । ଶୀତ ଋତୁ ଆରମ୍ଭରୁ ଅନେକ ଶିଶୁ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି । ଜ୍ୱରରୁ ବର୍ତ୍ତିବା ପାଇଁ ସାଧାରଣ ଉପାୟ ଥିଲେ ମଧ୍ୟ ସଚେତନତା ଅଭାବରୁ ଶିଶୁମାନେ ସାଙ୍ଘାତିକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରୁଛନ୍ତି ।
Oct 17,2022, 21:55 PM IST
5G Scam
5g Scam: 5G ନାମରେ ହେଉଛି ବଡ଼ ସ୍କାମ ! ସାବଧାନ- ରୁହନ୍ତୁ ସତର୍କ ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ
5g Scam: ଭାରତରେ 5G ରୋଲଆଉଟ୍ ହୋଇସାରିଛି । ଦେଶର ଅନେକ ସହରରେ ଉପଭୋକ୍ତାମାନେ ଦ୍ରୁତ ଇଣ୍ଟରନେଟ ସେବା ସୁବିଧା ପାଇଛନ୍ତି । କିନ୍ତୁ ଏବେ 5G ଆକ୍ଟିଭେସନ୍ ନାମରେ ଅନେକ ଉପଭୋକ୍ତା ଠକେଇର ଶିକାର ହେଉଥିବା ଖବର ସାମ୍ନାକୁ ଆସୁଛି । ଏଥିପ୍ରତି ସଜାଗ ରହିବା ଅତ୍ୟନ୍ତ ଜରୁରୀ ।
Oct 16,2022, 22:11 PM IST
HDFC-HDFC Bank Merger
HDFC-HDFC Bank Merger: ସବୁଠୁ ବଡ଼ ମିଶ୍ରଣ! HDFC-HDFC ମିଶ୍ରଣ ପ୍ରସ୍ତାବକୁ NCLTର ଅନୁମୋଦନ
HDFC-HDFC Bank Merger: ହେବାକୁ ଯାଉଛି ଭାରତର କର୍ପୋରେଟ୍ ଇତିହାସରେ ସବୁଠାରୁ ବଡ଼ ମର୍ଜର । ଖୁବଶୀଘ୍ର HDFC ଲିମିଟଡ ଓ HDFC ବ୍ୟାଙ୍କ ମିଶ୍ରଣ ହେବାକୁ ଯାଉଛି । ୪ ହଜାର କୋଟିର ଏହି ମିଶ୍ରଣ ପ୍ରସ୍ତାବକୁ ନ୍ୟାସନାଲ କମ୍ପାନି ଲ' ଟ୍ରିବ୍ୟୁନାଲ (NCLT)ର ଅନୁମୋଦନ ପରେ ଆସନ୍ତା ୨୫ ନଭେମ୍ବରରେ ସେୟାର ହୋଲ୍ଡର୍ସଙ୍କ ବୈଠକ ହେବାକୁ ଯାଉଛି ।
Oct 15,2022, 21:14 PM IST
iran hijab protest
Iran Hijab Protest: ଦେହରୁ ପୋଷାକ ଖୋଲି ହିଜାବ ବିରୋଧୀ ପ୍ରଦର୍ଶନକୁ ଅଭିନେତ୍ରୀଙ୍କ ସମର୍ଥନ
Iran Hijab Protest: ଇରାନରେ ଚରମ ସୀମାରେ ପହଞ୍ଚିଛି ହିଜାବ ବିରୋଧୀ ଆନ୍ଦୋଳନ । ଇରାନ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରୁ ସେଲିବ୍ରିଟିଙ୍କ ସମର୍ଥନ ମିଳୁଛି । ଏପରିକି ଇରାନୀ ଅଭିନେତ୍ରୀ ଏଲନାଜ ନୋରୋଜୀ ଦେହରୁ ବସ୍ତ୍ର ଖୋଲି ହିଜାବ ବିରୋଧୀ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଛନ୍ତି ।
Oct 12,2022, 22:23 PM IST
recession
Recession: GDP ଅଭିବୃଦ୍ଧି ଆକଳନ ଉପରେ IMFର ଶକ୍ତ ଝଟକା, ଜିଡିପି ଅଭିବୃଦ୍ଧି ହ୍ରାସ ଆଶଙ୍କା
Recession: ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି (IMF)ର ପୂର୍ବାନୁମାନ । ଦେଶର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରୁ କମ୍ ରହିବା ନେଇ ଆକଳନ କରିଛି ଆଇଏମଏଫ। ଗତ ଜୁଲାଇରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜିଡିପି ୭.୪% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଆଇଏମଏଫ ଆକଳନ ଅନୁସାରେ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନ ୬.୮%କୁ ହ୍ରାସ ପାଇବ ।
Oct 11,2022, 20:56 PM IST
visa rules
Visa Rules: କାହିଁକି ଭାରତ ଟ୍ରିପ୍ ବାତିଲ୍ କଲେ ବ୍ରିଟିସ ନାଗରିକ? ଭାରତ ହାଇ-କମିଶନରଙ୍କ ତଦନ୍ତ
Visa Rules: ଅଧୁରା ରହିଲା ଭାରତ ବୁଲିବା ଇଚ୍ଛା । ଭାରତ ଆସିବା ପାଇଁ ପର୍ଯ୍ୟଟନ ଭିଜା ମିଳିବାରେ ସମସ୍ୟା ଯୋଗୁ ଅନେକ ବ୍ରିଟିସ ଯାତ୍ରୀ ପ୍ଲାନ ବାତିଲ କରିଛନ୍ତି । ଠିକ୍ ସମୟରେ ଭିସା ପ୍ରକ୍ରିୟାକରଣ ଶେଷ ହୋଇନପାରିବାରୁ ଏପରି ସମସ୍ୟା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।
Oct 10,2022, 21:43 PM IST
e-Rupee
e-Rupee: RBI ଖୁବଶୀଘ୍ର ଲଞ୍ଚ୍ କରିବାକୁ ଯାଉଛି ଡିଜିଟାଲ୍ ମୁଦ୍ରା, ଜାରି ହେଲା କନସେପ୍ଟ ପେପର
e-Rupee: ଦେଶବାସୀ ଖୁବଶୀଘ୍ର ଡିଜିଟାଲ କରେନ୍ସି (e₹) ବ୍ୟବହାର କରିବାକୁ ସକ୍ଷମ ହେବେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ RBI ଜାରି କରିଛି କନସେପ୍ଟ ପେପର । ଏଥିରେ ଡିଜିଟାଲ୍ ମୁଦ୍ରାର ଟେକ୍ନୋଲୋଜି ଏବଂ ଡିଜାଇନ୍ ବିକଳ୍ପ, ଡିଜିଟାଲ୍ ଟଙ୍କାର ସମ୍ଭାବ୍ୟ ବ୍ୟବହାର ଏବଂ ଡିଜିଟାଲ୍ ମୁଦ୍ରାର ଆଦାନ ପ୍ରଦାନ ପ୍ରଣାଳୀ ଉପରେ ତଥ୍ୟ ଦିଆଯାଇଛି ।
Oct 7,2022, 20:43 PM IST
Mountaineer Savita Kanswal Died
୧୬ ଦିନରେ ମାଉଣ୍ଟ ଏଭରେଷ୍ଟ ଓ ମକାଲୁ ଚଢ଼ି କରିଥିଲେ ଜାତୀୟ ରେକର୍ଡ, ହିମସ୍ଖଳନରେ ହରାଇଲେ ଜୀବନ
ଉତ୍ତରାଖଣ୍ଡର ୨୫ ବର୍ଷୀୟା ସବିତା କଂସୱାଲ, ମାତ୍ର ୧୬ଦିନ ମଧ୍ୟରେ ଦୁନିଆର ସବୁଠାରୁ ଉଚ୍ଚ ଏଭରେଷ୍ଟ ଓ ମକାଲୁ ପର୍ବତର ଶିଖରରେ ପହଞ୍ଚି ରଚିଥିଲେ ଇତିହାସ । ଚଳିତବର୍ଷ ପ୍ରଥମ ମହିଳା ଭାବେ ସେ ହିମାଳୟର ସର୍ବୋଚ୍ଚ ଶିଖରରେ ପହଞ୍ଚିଥିଲେ ।
Oct 5,2022, 23:00 PM IST
Vijayadashami 2022
Vijayadashami 2022: ବିଜୟାଦଶମୀରେ କାହାକୁ ନଜଣାଇ ଦିଅନ୍ତୁ ଦାନ-ଦକ୍ଷିଣା, ବର୍ଷିବ ମା'ଙ୍କ କୃପା
Vijayadashami 2022: ଦଶହରା ଦିନରେ କିଛି ଜିନିଷକୁ ଗୁପ୍ତ ଭାବରେ ଦାନ କଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ରାତି ପାହିଲେ ପାଳନ ହେବାକୁ ଯାଉଛି ବିଜୟାଦଶମୀ । ଦଶହରା ଦିନରେ ରାବଣ ଦହନ ସହିତ କିଛି ଉପାୟ କରିବାକୁ ଶୁଭ ବିଚାର କରାଯାଇଥାଏ ।
Oct 4,2022, 21:37 PM IST
Gosani Puja
ଶ୍ରୀକ୍ଷେତ୍ରରେ ଅନନ୍ୟ ତ୍ରିଦିନାତ୍ମକ ଗୋଷାଣୀ ପୂଜା ପରମ୍ପରା- ମା'ବିମଳାଙ୍କ ସ୍ୱରୂପ ଗୋଷାଣୀ ପୂଜା
Gosani Puja: ଜାଣନ୍ତୁ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ପରମ୍ପରା । ଯେଉଁଠି ବାମାୟନ ପଦ୍ଧତିରେ ହୋଇଥାଏ ଗୋଷାଣୀ ମା'ଙ୍କର ପୂଜାର୍ଚ୍ଚନା । ଶ୍ରୀମନ୍ଦିର ଅଗ୍ନିକୋଣରେ ମା' ବିମଳାଙ୍କ ସ୍ୱରୂପ ମା' କାକୁଡିଖାଇଙ୍କୁ ଦର୍ଶନ କରିଥାନ୍ତି ଭକ୍ତ । ପୌରାଣିକ କଥା ଅନୁସାରେ ମହିଷାସୁର ବଦ୍ଧ ପରେ ମା' ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଗୋଷାଣୀ ରୂପରେ ଅବସ୍ଥାନ କରିଥିଲେ ।
Oct 3,2022, 22:50 PM IST
syphilis
ୟୁରୋପରେ ବ୍ୟାପୁଛି ଏହି ରୋଗ ! ପର୍ଣ୍ଣ ଆକ୍ଟର୍ସଙ୍କ କାମ ବନ୍ଦ, ଜାଣନ୍ତୁ ଘାରୁଛି କେଉଁ ଭୟ
Syphilis: ୟୁରୋପରେ ପର୍ଣ୍ଣ ଆକ୍ଟର୍ସଙ୍କୁ ଘାରୁଛି ସିଫିଲିସ୍ ଭୟ । ଅନେକ ଅଭିନେତା , ଅଭିନେତ୍ରୀ ସିଫିଲିସ୍ ରୋଗ ସଂକ୍ରମିତ ଚିହ୍ନଟ ହେବା ପରେ କାମ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଯାହା ଆଗାମୀ ସମୟରେ ବଡ଼ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି । କାରଣ ଏଡସ୍ ପରି ଏହା ଶାରୀରିକ ସମ୍ପର୍କ ଓ ଇଞ୍ଜେକସନ ମାଧ୍ୟମରେ ବ୍ୟାପୁଛି ।
Sep 29,2022, 20:11 PM IST
Hijab case
କେରଳକୁ ଡେଇଁଲା ହିଜାବ ନିଆଁ ! ସ୍କୁଲରେ ଛାତ୍ରୀଙ୍କୁ ମିଳିଲାନି ପ୍ରବେଶ ଅନୁମତି, ବଢ଼ିଲା ବିବାଦ
Hijab Case: କେରଳର କୋଝିକୋଡେରେ ହିଜାବ ପିନ୍ଧିଥିବା ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ମିଳିନଥିଲା ସ୍କୁଲରେ ପ୍ରବେଶ ଅନୁମତି । ଏହାକୁ ନେଇ କେରଳରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏପଟେ ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି ଶେଷ ହୋଇଥିଲେ ବି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ କୋର୍ଟ । ଭାରତରେ ହିଜାବ ସମର୍ଥନରେ ଆନ୍ଦୋଳନ ତେଜୁଥିବାବେଳେ ବିଦେଶରେ ହିଜାବ ବିରୋଧରେ ସ୍ୱର ଉଠାଉଛନ୍ତି ମହିଳା ।
Sep 27,2022, 19:18 PM IST
Proposed IPO
ଆସୁଛି ଆଉ ଏକ ସରକାରୀ କମ୍ପାନିର IPO, ୩ କୋଟିରୁ ଅଧିକ ସେୟାର ବିକ୍ରି କରିବେ ସରକାର
Proposed IPO: ଭାରତ ସରକାରଙ୍କ ମାଲିକାନାରେ ଥିବା କମ୍ପାନି ୱାପକସ ଲିମିଟେଡ୍ (WAPCOS Limited)ର ଆସିବ ଆଇପିଓ (IPO) । ଜଳଶକ୍ତି ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା WAPCOS ଏହାର ପ୍ରସ୍ତାବିତ ଆଇପିଓ ପାଇଁ SEBIରେ ପ୍ରାରମ୍ଭିକ କାଗଜପତ୍ର ଦାଖଲ କରିଛି ।
Sep 26,2022, 21:28 PM IST
dollar vs rupee
Dollar vs Rupee:ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଟଙ୍କା, ପ୍ରଥମ ଥର ୮୧ ଡେଇଁଲା ବିନିମୟ ମୂଲ୍ୟ
Dollar vs Rupee: ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଭାରତୀୟ ମୁଦ୍ରା । ଭାରତୀୟ ମୁଦ୍ରା ବିନିମୟ ମୂଲ୍ୟ ୮୧.୧୨ରେ ପହଞ୍ଚିଛି । ପ୍ରଥମଥର ପାଇଁ ଏପରି ହୋଇଛି ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ୮୧ ଅତିକ୍ରମ କରିଛି । ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ସମୟରେ ଜାଣନ୍ତୁ ଆଗକୁ ଟଙ୍କା ବିନିମୟ ମୂଲ୍ୟ କେତେ ଯାଏ ଖସିବ ?
Sep 23,2022, 21:21 PM IST
flipkart vs amazon sale
କେଉଁ ପ୍ରଡକ୍ଟ ଉପରେ ପାର୍ବଣ ଋତୁରେ କେତେ ମିଳୁଛି ରିହାତି ଓ କ୍ୟାସବ୍ୟାକ ଜାଣନ୍ତୁ ସମସ୍ତ ବିବରଣୀ
Flipkart Vs Amazon sale: କେଉଁ ପ୍ରଡକ୍ଟ ଉପରେ ପାର୍ବଣ ଋତୁରେ କେତେ ମିଳୁଛି ରିହାତି, ବ୍ୟାଙ୍କ୍ ଅଫରଠାରୁ କ୍ୟାସ୍ ବ୍ୟାକ୍ ପର୍ଯ୍ୟନ୍ତ ଜାଣନ୍ତୁ ସମସ୍ତ ବିବରଣୀ । ଏହି ରିପୋର୍ଟରେ, ଆମେ ଆପଣଙ୍କୁ ଉଭୟ ଆମାଜନ ଓ ଫ୍ଲିପକାର୍ଟ ପ୍ଲାଟଫର୍ମରେ ଉପଲବ୍ଧ ବିଗ୍ ଅଫର, କ୍ୟାସବ୍ୟାକ୍ ସହିତ ବ୍ୟାଙ୍କ ଅଫର ବିଷୟରେ ସୂଚନା ଦେଉଛୁ ।
Sep 22,2022, 19:59 PM IST
'ହିଜାବ୍ ନୁହେଁ ଇସଲାମର ଅନିବାର୍ଯ୍ୟ ଅଂଶ'! ଶିକ୍ଷାନୁଷ୍ଠାନର ଡ୍ରେସକୋଡ ନିୟମ ମାନିବାକୁ ପରାମର୍ଶ
Hijab Case: ଶିକ୍ଷାନୁଷ୍ଠାନରେ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ପିଟିସନ ଉପରେ ସର୍ବୋଚ୍ଚ କୋର୍ଟରେ ଶୁଣାଣି ହୋଇଛି । ଶିକ୍ଷାନୁଷ୍ଠାନରେ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ନକରିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।
Sep 20,2022, 21:30 PM IST
stomach burning
ଛାତି, ପେଟ ଜ୍ୱଳନ ବଢ଼ାଉଛି କି ସମସ୍ୟା ? ତୁରନ୍ତ ଆରାମ ପାଇଁ ଆପଣାନ୍ତୁ ଏହି ୪ଟି ଘରୋଇ ଉପଚାର
Stomach Burning: ଯେତେବେଳେ ଆପଣ ବ୍ୟସ୍ତତା କାରଣରୁ ଶୀଘ୍ର ଖାଦ୍ୟ ଖାଆନ୍ତି, କିମ୍ବା ଖାଇବା ପରେ ତୁରନ୍ତ ଶୋଇପଡନ୍ତି, ଏହା ଆପଣଙ୍କ ପେଟ ଉପରେ ଅତିରିକ୍ତ ଚାପ ପଡ଼ିଥାଏ । ଯେଉଁ କାରଣରୁ ପେଟରେ ଜ୍ୱଳନ ବଢ଼ିଯାଇଥାଏ ।
Sep 19,2022, 21:44 PM IST
ଚୀନକୁ ବଡ଼ ଝଟକା: iPhone ପରେ ଭାରତରେ Google Pixel ଫୋନ୍ ନିର୍ମାଣ ପାଇଁ ଯୋଜନା, ଜାଣନ୍ତୁ କାରଣ
ଗୁଗଲ ଭାରତରେ ୫ରୁ ୧୦ଲକ୍ଷ ଯାଏ ପିକ୍ସେଲ ଫୋନ୍ ଉତ୍ପାଦନ କରିବାକୁ ଯୋଜନା କରୁଛି। ଏଥିପାଇଁ କମ୍ପାନି ପ୍ରାରମ୍ଭିକ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି। କମ୍ପାନି ଏହାର ବ୍ୟବସାୟକୁ ଭାରତ ସହିତ ଭିଏତନାମକୁ ସ୍ଥାନାନ୍ତର କରିବାକୁ ଚାହୁଁଛି।
Sep 15,2022, 21:50 PM IST
Anti Mosquito Spray Side Effects
ସାବଧାନ ! ଆଣ୍ଟି ମସ୍କ୍ୟୁଟୋ ସ୍ପ୍ରେ ବ୍ୟବହାର କରୁଛନ୍ତି କି ? ସ୍ପ୍ରେ ଯୋଗୁ ୧୬ ମହିଳା ବେହୋସ୍
Anti Mosquito Spray Side Effects: ନୋଏଡାର ଇକୋଟେକ୍ ଅଞ୍ଚଳରେ ଏଲଜିନ୍ ଇଲେକ୍ଟ୍ରୋନିକ୍ସ ନାମକ ଏକ କମ୍ପାନିରେ ମଶା ଘଉଡାଇବା ପାଇଁ ସ୍ପ୍ରେ ବ୍ୟବହାର କରାଯାଇଥିଲା । ଯାହାପରେ ୧୬ ଜଣ ମହିଳା ବେହୋଶ ହୋଇଥିଲେ। ମହିଳାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।
Sep 13,2022, 20:48 PM IST
Smart Audio Sunglasses
ଚଷମାରେ ଶୁଣିବେ ଗୀତ, କରିପାରିବେ କଲ୍ ! ବଜାରକୁ ଆସିଲା ଶସ୍ତା ଏମ୍ବ୍ରେନ୍ ସ୍ମାର୍ଟ ଗ୍ଲାସ୍
Smart Audio Sunglasses: ସ୍ମାର୍ଟ ଡିଭାଇସ ତାଲିକାରେ ଯୋଡି଼ ହୋଇଛି ସ୍ମାର୍ଟ ଗ୍ଲାସ୍ । ମୋବାଇଲ୍ ଆସୋସରିଜ୍ ବ୍ରାଣ୍ଡ୍ ଏମ୍ବ୍ରେନ୍ (Ambrane) ଦ୍ୱାରା ଗ୍ଲେର୍ (Glare) ନାମକ ସ୍ମାର୍ଟ ଗ୍ଲାସ୍ ଲଞ୍ଚ୍ ହୋଇଛି । ଏହି ସ୍ମାର୍ଟ ଗ୍ଲାସର ବଜାର ମୂଲ୍ୟ ମାତ୍ର ୪,୯୯୯ ଟଙ୍କା ରହିଛି ।
Sep 12,2022, 20:37 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.