Advertisement

Surama Padhy

alt
ପୁରୀ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ।ବାଚସ୍ପତି ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି । ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ତାଙ୍କ ସାଙ୍ଗରେ ରହିଥିଲେ ।ମହାପ୍ରଭୁଙ୍କ ସାନିଧ୍ୟ ପରେ ସେ ବେଶ୍ ଭାହାବିହ୍ୱଳ ହୋଇଥିଲେ ।ସପ୍ତଦଶ ବିଧାନସଭା ରେ ଅବସ୍ଥାପିତ ହେବାପରେ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପିତ କଲି ।ଓଡ଼ିଶାର ସାଢେ଼ ଚାରୀକୋଟି ଜନତା ଓ କୃଷକ ଙ୍କ ମଙ୍ଗଳ ପାଇଁ ମହାପ୍ରଭୁ ସହାୟ ହୁଅନ୍ତୁ ବୋଲି ସେ କହିଛନ୍ତି ।ଗୃହ ଚଳେଇବା ପାଇଁ ଗୁରୁ ଦାୟିତ୍ଵ ନିଭାଇବାକୁ ପଡିବ ।ସେଥିପାଇଁ
Jun 22,2024, 12:13 PM IST

Trending news