Advertisement

AI News

alt
ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ସବୁ ସଜବାଜ ଆରମ୍ଭ କଲେଣି । ଗୋଟିଏ ପଟେ ମେଣ୍ଟ ତିଆରି ଓ ଭଙ୍ଗା ଚାଲିଥିବା ବେଳେ ନିର୍ବାଚନ ଆୟୋଗ ଭୋଟକୁ ସୁରକ୍ଷିତ ଓ ସୂଚାରୁ ରୂପେ ସଂପାଦନ କରିବାକୁ ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଲେଣି । ଏହା ଭିତରେ ଖବର ଆସୁଛି ଯେ, ଏଥର ଭାରତୀୟ ନିର୍ବାଚନ ଆୟୋଗ ଭୋଟ୍ ବେଳେ ଏଆଇର ସାହଯ୍ୟ ନେବ । ଏଆଇ ଭୋଟ କେନ୍ଦ୍ର ଓ ଭୋଟରଙ୍କ ଉପରେ ନଜର ରଖିବ । ଲୋକସଭା ନିର୍ବାଚନ ପାଇଁ ତାରିଖକୁ ନେଇ ବଡ ଖବର ଆସିଛି । ଆସନ୍ତା ମାସରେ ଘୋଷଣା ହୋଇପାରେ ତାରିଖ । ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ୨୦୨୪ ଲୋକସଭା ନର୍ବାଚନ ୭ରୁ ୮ ପର୍ଯ୍ୟାୟରେ ହୋଇପାରେ । ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ଯେ, ସ
Feb 26,2024, 18:52 PM IST

Trending news