Advertisement

Road accident news

alt
Jan 30,2024, 13:12 PM IST
alt
ଅଡବା ଥାନା ଅନ୍ତର୍ଗତ ତୁରାଣୀପାଣି ଗାଁ ନିକଟରେ ବାଇକ୍ ଓ କାର୍ ମୁହାଁ ମୁହିଁ ଧକ୍କା , ଦୁର୍ଘଟଣାରେ ବାଇକ୍ ରେ ଥିବା ଚାରିଜଣ ଙ୍କ ମଧ୍ୟରୁ ବାପା ମା ଗୁରୁତର ଥିବା ବେଳେ ୬ ବର୍ଷ ର ଛୋଟ ପୁଅ ର ମୃତ୍ୟୁ ହୋଇଥିବା ମୋହନା ମେଡିକାଲ୍ ଅଫିସର ଙ୍କ ସୁଚନା। ଗୁରୁତର ଅବସ୍ଥାରେ ବାପା ମା ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରିଛନ୍ତି। ବାଇକ୍ ଆରୋହୀ ଗଜପତି ଜିଲ୍ଲା ଗମ୍ଭାରୀଗାଁ ରୁ ଅଡବା ଆସୁଥିଲେ ଏକ ବୈଠକ କୁ। ସେହି ସମୟରେ ବିପରୀତ ଦିଗରୁ ଏକ କାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରୁ ଦାରୀଙ୍ଗିବାଡି ଯିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଧକ୍କା ରେ ବାପା ମା ଓ ଦୁଇ ଛୁଆ କୁ ୧୦୮ ଏମ୍ବୁଲେନ୍ସ ଯୋଗେ ଗୁରୁତର ଅବସ୍ଥାରେ ମୋହନା ମେଡିକାଲ୍ କୁ ଅଣା ଯାଇଥିଲା। ଡାକ୍ତର ଙ୍କ ବହୁ ଉଦ୍ୟମ ପରେ ମଧ୍ୟ ୬ ବର୍ଷ ର ଶିଶୁ
Jan 27,2024, 19:00 PM IST
alt
Jan 24,2024, 16:13 PM IST
Read More

Trending news