Advertisement

Ratha Yatra 2024

alt
Jul 17,2024, 10:54 AM IST
alt
ପୁରୀରେ ନୂତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ।ଦାୟିତ୍ୱ ନେବା ପରେ ସେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଗୁଣ୍ଡିଚା ମନ୍ଦିର ଯାଇ ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରି ଅଶୀର୍ବାଦ ନେଇଥିଲେ।ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରଥ ଉପରେ ଫୋଟୋ ଓ ସେଲ୍ଫି ନେବା ଉପରେ କଡା କଟକଣା କରାଯିବ।କୌଣସି ପରିସ୍ଥିତିରେ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ l ସବୁ ନିଯୋଗ ସହ ଆଲୋଚନା ହୋଉ ସମନ୍ୱୟ ରକ୍ଷା କରାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ ଓ ପି ଓ ନିର୍ଦ୍ଦେଶକୁ ପାଳନ କରାଯିବ।ଆଡପ ପହଣ୍ଡି ଦିନ ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ପଡିଯିବା ଘଟଣାରେ ସେ କ୍ଷମା ପ୍ରାର୍ଥନା କରିଛନ୍ତ
Jul 12,2024, 17:26 PM IST
alt
ଆଜି ଆଷାଢ଼ ଶୁକ୍ଲପକ୍ଷ ଷଷ୍ଠି ତିଥି । ଏହି ତିଥିରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି ରାତ୍ରରେ ଅନୁଷ୍ଠିତ ହେବ। ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଅଭିମାନିନୀ ମା ମହଲଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବେ। ମହାପ୍ରଭୁଙ୍କ ଦର୍ଶନ ନ ପାଇ ରାଗ ଜର୍ଜରିତା ମା ମହାଲଷ୍ମୀ ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳଧୂପ ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ କରାଯିବ। ସେଥିପାଇଁ ରଥର ସାମାନ୍ୟ ମରାମତି କରାଯାଇଛି। ଅନ୍ୟପଟେ ଆସନ୍ତା। ୧୪ ତାରିଖ ରବିବାର ନବମୀ ସଂଧ୍ୟା ଦର୍ଶନ ଉପଲକ୍ଷେ ସକାଳୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆଡପମଣ୍ଡପରେ ଭକ୍ତ କରିପାରିବେ ଦର୍ଶନ। ସେପଟେ ଆଜି ମଧ୍ୟ ଶରଧାବାଲିରେ ପ୍ରବଳ ଗହଳି ଦ
Jul 11,2024, 20:13 PM IST
alt
Jul 9,2024, 16:52 PM IST
alt
ଦୀର୍ଘ ୫୩ବର୍ଷ ପରେ ହେଲା ମହାପ୍ରଭୁଙ୍କ ବିରଳ ରଥଯାତ୍ରା। ଦୁଇଦିନ ଧରି ରଥରେ ମହାପ୍ରଭୁ ଯାତ୍ରା କଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନ ପ୍ରାୟ ୪.୫୯ ମିନିଟରେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡିଥିବା ମହାପ୍ରଭୁଙ୍କ ଦିବ୍ଯରଥ ଗତକାଲି ଅପରାହ୍ନ ୨.୩୫ରେ ସିଂହଦ୍ଵାର ଚକଡାରେ ପହଞ୍ଚିଥିଲା। ଦୁଇଦିନିଆ ଯାତ୍ରାରେ କ୍ଳାନ୍ତ ହୋଇପଡିଛନ୍ତି ମହାପ୍ରଭୁ। ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି। ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାବାହୁ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୂଢ ଶ୍ରୀଜୀୟୁ ମାନଙ୍କୁ ଦିବ୍ଯ ଦର୍ଶନ କରୁଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ନିଜ ଯନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଏବେ ଦିବ୍ଯମୟ ହୋଇଯାଇଛି। ଆଜି ସକାଳୁ ସକାଳୁ ରଥାରୂଢ ଶ୍ରୀଜୀୟୁଙ୍କ ନି
Jul 9,2024, 15:13 PM IST
alt
Jul 6,2024, 16:00 PM IST
alt
ଆଜି ଅନବସର ବା ଅଣସରର ଦ୍ଵିତୀୟ ଦିନ । ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକ ମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କଶ୍ରୀକ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ । ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି ।ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର ।କୋଠସୁଆଁସିଆ ମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ରୁନ୍ଧା ହୋଇଛନ୍ତି ଶ୍ରୀବିଗ୍ରହ।ଗୁପ୍ତରେ ଅନ୍ଧାରରେ ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି ଦଇତାପତି ସେବାୟତ। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତ
Jun 24,2024, 17:00 PM IST
alt
Jun 15,2024, 15:52 PM IST
alt
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପକ୍ରିୟା। ରବିବାର ପୁରୀ ଗସ୍ତରେ ଆସି ପୁଲିସ ଡିଜି ସୁଧାଂଶୁ ଷଡଙ୍ଗୀ ଏସପି ପିନାକ ମିଶ୍ର ଓ ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା ସହ ଜଡିତ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକ ପରେ ଏସପି ଶ୍ରୀମନ୍ଦିର ଯାଇ ଚାରିଦ୍ୱାର ଖୋଲିବା ନେଇ ସ୍ଥିତି ପରଖିଛନ୍ତି।। ତେବେ ଚାରିଦ୍ୱାର ଖୋଲିବା ପାଇଁ ପୁଲିସ ପ୍ରସ୍ତୁତ ରହିଛି। ନିର୍ଦ୍ଦେଶ ମିଳିଲେ କାର୍ଯ୍ଯକାରୀ କରାଯିବ ବୋଲି ଜଣାପଡିଛି। ସେପଟେ ଆସନ୍ତା କାଲି ଅପରାହ୍ନରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ତାପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି। ସେପଟେ ଚାରି ଦ୍ୱାର ଖୋଲିବା ପୂର୍ବରୁ ସିଂହଦ୍ଵାର ଭଳି ଜିକଯାକ ବ୍ୟାରିକେଡ,ଜୋତା ଷ୍ଟାଣ୍ଡ ଆଦି
Jun 11,2024, 15:26 PM IST
alt
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ। ଷୋଳଦିନରେ ପହଞ୍ଚିଛି ରଥ ନିର୍ମାଣ। ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ଵକର୍ମା ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଛି। ଆସନ୍ତା ବୁଧବାର ଶ୍ରୀକ୍ଷେତ୍ର ଭଉଁରି ତିଥିରେ ଚକାଡେରା ନୀତି ପାଳିତ ହେବ। ଏଣୁ ତାଳଧ୍ଵଜ ରଥର ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଓ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଆଉ ଦୁଇଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିଏର ଅରସାଲ ଶେଷ ହୋଇ ପଇ ବିନ୍ଧ ଚାଲୁରହିଛି। ଏହା ଶେଷ ହେବା ପରେ ପଞ୍ଚମ ଚକରେ ପଇ ସଂଯୋଗ ହେବା ତାଳଧ୍ଵଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି। ଏହି ଓରା ଚାରି ନାହାକା ଉପରେ ସଂଯୋଗ ହେବା ପରେ ରଥର ପ୍ରଥମ ଭୂଇଁ ଉଠିବା ଦର୍ପଦଳନ ରଥର ଚାରିଟି ନାହାକା ଚକ ମଧ୍ୟରୁ ତିନିଟି ନାହାକ
May 27,2024, 20:26 PM IST
alt
ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା। ତେବେ ଆଜି ରଥଖଳା ବେଶ୍ ଚଳଚଞ୍ଚଳ ହୋଇଛି। ତିନିରଥର ତିନି ମୁଖ୍ୟ ମହାରଣା ଉପସ୍ଥିତ ରହି ରଥନିର୍ମାଣ କାର୍ଯ୍ଯକୁ ଯଥାବିଧି ଅନୁସାରେ ତ୍ୱରାନ୍ୱିତ କରିଛନ୍ତି। ଅକ୍ଷୟ ତୃତୀୟା ପରଦିନ ଅର୍ଥାତ ଆଜି ପ୍ରଥମ ଦିନରେ ପରମ୍ପରା ମୁତାବକ ଚକରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କରତିଆ ସେବକ ମାନେ ଫାସିକାଠ କାଟି ଗଡ କରୁଛନ୍ତି। ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ତୁମ୍ଭ ନିର୍ମାଣ ପାଇଁ ଗୋଟିଏ କାଠଗଡି ଦିଆଯାଇଛି। ତାପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ତୁମ୍ଭ ପାଇଁ ଗୋଟିଏ ଗଡି ଦେଇଛନ୍ତି କରତିଆ ସେବକ। ତେବେ ଏହିଭଳି ୪୨ଟି ତୁମ୍ଭ ନିର୍ମାଣ କରାଯିବ। ପ୍ରଥ
May 11,2024, 18:13 PM IST
alt
ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଚଳିତବର୍ଷ ୫୦ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିର ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଦୀର୍ଘ ୩ ବର୍ଷ ଧରି ସମର୍ଥ ବର୍ମା ଜିଲାପାଳ ଭାବେ ତିନୋଟି ରଥଯାତ୍ରା କରିଥିବା ବେଳେ ଏବେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ପୁଣି ନୂଆ ଦାୟିତ୍ୱ ମିଳିଥିବାରୁ ଶୃଙ୍ଖଳିତ ଓ ନିଆରା ଭାବେ ୨୦୨୪ ରଥଯାତ୍ରା କରିବେ ବୋଲି କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଶ୍ରୀସେତୁ , ଶ୍ରୀଦାଣ୍ଡ , ପାର୍କିଂ , ସମଙ୍ଗ ନୂଆ ବସଷ୍ଟାଣ୍ଡ ଆଦିର ବିକାଶ ହୋଇଥିବାରୁ ରଥଯାତ୍ରାର ତିନିଗୁଣ ଭକ୍ତ ଆସିଲେ ବି ସେବାୟତଓ ପ୍ରଶାସନ ସମର୍ଥ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ତେବେ ଶ୍ରୀମନ୍ଦିର ବାହାରେ ଶୃଙ୍ଖଳିତ ଦର୍ଶନ ହେଉଥିବା ବେଳେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡ
Feb 3,2024, 19:13 PM IST

Trending news