Advertisement

Puri ratha yatra

alt
Jun 15,2024, 15:52 PM IST
alt
May 28,2024, 21:00 PM IST
alt
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ। ଷୋଳଦିନରେ ପହଞ୍ଚିଛି ରଥ ନିର୍ମାଣ। ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ଵକର୍ମା ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଛି। ଆସନ୍ତା ବୁଧବାର ଶ୍ରୀକ୍ଷେତ୍ର ଭଉଁରି ତିଥିରେ ଚକାଡେରା ନୀତି ପାଳିତ ହେବ। ଏଣୁ ତାଳଧ୍ଵଜ ରଥର ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଓ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଆଉ ଦୁଇଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିଏର ଅରସାଲ ଶେଷ ହୋଇ ପଇ ବିନ୍ଧ ଚାଲୁରହିଛି। ଏହା ଶେଷ ହେବା ପରେ ପଞ୍ଚମ ଚକରେ ପଇ ସଂଯୋଗ ହେବା ତାଳଧ୍ଵଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି। ଏହି ଓରା ଚାରି ନାହାକା ଉପରେ ସଂଯୋଗ ହେବା ପରେ ରଥର ପ୍ରଥମ ଭୂଇଁ ଉଠିବା ଦର୍ପଦଳନ ରଥର ଚାରିଟି ନାହାକା ଚକ ମଧ୍ୟରୁ ତିନିଟି ନାହାକ
May 27,2024, 20:26 PM IST
alt
ଆସନ୍ତା ୧୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥନିର୍ମାଣର ଶୁଭ ଅନୁକୂଳ ହେବ। ଏଣୁ ଶ୍ରୀପଞ୍ଚମୀ ପୂର୍ବରୁ ପର୍ଯ୍ଯାୟ କ୍ରମେ ରଥକାଠ ରଥଖଳାକୁ ଆସୁଛି। ତେବେ ଫାସିକାଠର ଅଭାବୀ ନେଇ ଗତ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ହେଲେ ଏଥର ଫାସିକାଠର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ବାସୀନ୍ଦା। ମହାପ୍ରଭୁଙ୍କ ରଥପାଇଁ ୨ଶହରୁ ୩ଶହ ଗଛ ରହିଛି। ଆସ୍କା ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଚାରୋଟି ଫାସିଗଛ କାଟି ୧୪ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଆହୁରି ଆଠଗାଡି କାଠ ମହଜୁଦ ରହିଛି। ତାହା ଆସିବ। ମହାପ୍ରଭୁଙ୍କ ରଥନିର୍ମାଣରେ ଲାଗୁଥିବା ଫାସିକାଠର ଅଭାବ ହେବ ନାହିଁ ବୋଲି ଆସ୍କାରୁ କାଠ ନେଇ ଆସିଥିବା ଭକ୍ତ କହିଛନ୍ତି। ତେବେ ଏହି ଫାସିକାଠରେ ରଥର ଗୁର
May 7,2024, 14:26 PM IST

Trending news