Advertisement
Videos Details/odisha/zeeodisha2306363
Video ThumbnailPlay icon

Ratha Khala: ରଥଖଳା ଚଳଚଞ୍ଚଳ, ସରିଛି ଚାରି ନାହକାରେ ଭୂଇଁ ପଡ଼ିବା କାର୍ଯ୍ୟ

ଆଜି ଅନବସର ବା ଅଣସରର ଦ୍ଵିତୀୟ ଦିନ । ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକ ମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କଶ୍ରୀକ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ । ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି ।ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର ।କୋଠସୁଆଁସିଆ ମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ରୁନ୍ଧା ହୋଇଛନ୍ତି ଶ୍ରୀବିଗ୍ରହ।ଗୁପ୍ତରେ ଅନ୍ଧାରରେ ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି ଦଇତାପତି ସେବାୟତ। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତାଟି ବନ୍ଧା ହୋଇ ଚାଲିଛି ଗୁପ୍ତସେବା । ସେପଟେ ଶ୍ରୀମନ୍ଦିରରେ ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କ । ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ଦେବୀ ଭୂବନେଶ୍ୱରୀଙ୍କୁ ଦର୍ଶନ ଦେଉଛନ୍ତି ଭକ୍ତ
Mohan Ch Majhi: ବରପୁତ୍ର ମାନଙ୍କୁ ସମ୍ମାନ ଦିଅନ୍ତି ଆମ ସରକାର, ବଦଳିବନି ବିଜୁ କ୍ରୀଡା ପୁରସ୍କାର ନାଁ
Play icon01:27
Odisha assembly session: ଶେଷ ହେଲା ସର୍ବଦଳୀୟ ବୈଠକ, ଆସନ୍ତାକାଲି ବିଧାନସଭା ଅଧିବେଶନ
Play icon03:00
Mangal Alati: ମହାପ୍ରଭୁଙ୍କ ଦିବ୍ୟଆଳତି ରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନଚର୍ଯ୍ୟା, କୁହନ୍ତୁ 'ଜୟ ଜଗନ୍ନାଥ'
Play icon04:18
Hirakud Water: କମିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର, ପଡ଼ିବ ଘୋର ପ୍ରଭାବ
Play icon06:13
Weather Report: ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Play icon04:36
Malkangiri Rain: ମାଲକାନଗିରିରେ ରେକର୍ଡ ବର୍ଷା, ଗତ ୨୪ ଘଣ୍ଟାରେ ୧୯୦.୦୨ ମିମି ବର୍ଷା ରେକର୍ଡ
Play icon00:51
77 Needles Out From Head: ଯୁବତୀଙ୍କ ମୁଣ୍ଡରୁ ୭୦ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର
Play icon01:27
Sura Rout Ray: ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ ନେତା ସୁର ରାଉତରାୟ
Play icon01:20
Weather Report: ଅବପାତର ରୂପ ନେଇପାରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
Play icon01:36
Rasagola Dibasa: ଆଜି ରସଗୋଲା ଦିବସ, ମା'ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ମହାବାହୁ
Play icon01:18
Ratna Alankar: ସରିଲା ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା, ଭିତରେ ଥିଲା ୭ଟି ସିନ୍ଦୁକ ସହ ଆଲମାରୀ
Play icon07:38
Weather Report: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆଗକୁ ପ୍ରବଳ ବର୍ଷା
Play icon03:33
Train Accident: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୪ ମୃତ ଓ ଅନେକ ଆହତ
Play icon01:02
Gajapati Reaction: ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଲେ ଗଜପତି ମହାରାଜ, ସୁଡ଼ଙ୍ଗ ନେଇ...
Play icon05:57
Ratna Bhandar: ପୁଣି ଖୋଲିଲା ରତ୍ନଭଣ୍ଡାର, ରତ୍ନଅଳଙ୍କାର ହେଉଛି ସ୍ଥାନାନ୍ତର
Play icon00:44
Weather Report:  ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon03:18
Odisha News: ମାଆ ତାରିଣୀଙ୍କ ଭକ୍ତ ନିଜ ଜିଭ କାଟି ଭକ୍ତ ଗୁରୁତର, ଦେଖନ୍ତୁ ଏହି ଭିଡିଓ
Play icon01:09
Odisha News: ପୁଅକୁ ଟିମ୍‌ରେ ଖେଳିବାକୁ ସୁଯୋଗ ନଦେବାରୁ ହଙ୍ଗାମା, ପିଚ୍ ଉପରେ ଧାରଣା ଦେଲେ ମା' ଦେଖନ୍ତୁ ଏହି ଭିଡିଓ
Play icon03:13
Mangal Arati Darshan: ରଥାରୂଢ ଶ୍ରୀଜୀଉଙ୍କ ଦିବ୍ୟ ଦୁର୍ଲ୍ଲଭ ମଙ୍ଗଳ ଆଳତୀ
Play icon03:08
Ratna Bhandar Open Again: ଗୁରୁବାର ଦିନ ସକାଳ ୮ଟାରୁ ଭକ୍ତଙ୍କ ପାଇଁ ଦର୍ଶନ କଟକଣା
Play icon03:30
Bahuda Yatra: ସିଂହଦ୍ଵାର ସମ୍ମୁଖରେ ତିନିରଥ,ମହାପ୍ରଭୁଙ୍କ ନିକଟରେ ଚାଲିଛି ନୀତିକାନ୍ତି
Play icon06:35
Ratna Bhandar: ଆସନ୍ତା ଗୁରୁବାର ସକାଳ ୯ଟା ୫୧ ରୁ ୧୨.୧୫ ମଧ୍ୟରେ ପୁଣି ଖୋଲିବ ରତ୍ନଭଣ୍ଡାର
Play icon03:25
Ratna Bhandar: ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର, ଭିତର ରତ୍ନଭଣ୍ଡାରରେ କ'ଣ ଦେଖିଲା କମିଟି
Play icon02:51
 Mangal Arati Darshan: ରଥାରୂଢ ଶ୍ରୀଜୀଉଙ୍କ ଦିବ୍ୟ ଦୁର୍ଲ୍ଲଭ ମଙ୍ଗଳ ଆଳତୀ
Play icon06:00
Ratna Bhandar: କାଲି କ'ଣ ଘଟିଥିଲା ରତ୍ନଭଣ୍ଡାର ଭିତରେ, କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
Play icon06:26
Bahuda Yatra: ବାହୁଡିବେ ମହାବାହୁ, ଜନ୍ମବେଦୀରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି
Play icon00:49
Ratna Bhandar: ଆଜି କ'ଣ ଘଟିଲା ରତ୍ନଭଣ୍ଡାରରେ, ମୁହଁ ଖୋଲି କହିଦେଲେ ସେବାୟତ
Play icon03:44
Weather Report: ଆସନ୍ତାକାଲିରୁ ୬ ଦିନ ରାଜ୍ୟରେ ପ୍ରବଳ ବର୍ଷା
Play icon02:45
Law Minister: କେମିତି ଓ କେଉଁ ଉପାୟରେ ଖୋଲିବ ରତ୍ନଭଣ୍ଡାର, କହିଲେ ଆଇନମନ୍ତ୍ରୀ...
Play icon06:00
Sinduka Box: ଆଉକିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର, ପହଞ୍ଚିଲା ସିନ୍ଦୂକ
Play icon00:31