Advertisement

Manjummel boys

alt
ବଲିଉଡ ସହ ଏବେ ସାଉଥ୍ ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ବହୁତ ଭଲ ପାଇବା ମିଳୁଛି। ଆଜିକାଲି ମାଲାୟାଲମ୍ ଫିଲ୍ମ 'ମଞ୍ଜୁମେଲ ବଏଜ୍'କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ରିଲିଜ ହେବାର ପ୍ରାୟ ୧୩ ଦିନ ବିତିଗଲାଣି । ଏହି ୧୩ ଦିନ ମଧ୍ୟରେ ଫିଲ୍ମଟି ସଫଳତାର ନୂଆ ମାଇଲଖୁଣ୍ଟ ହାସଲ କରିଛି । ଏହା ପୂର୍ବରୁ '୨୦୧୮', 'ବ୍ରହ୍ମୟୁଗମ୍' ଓ 'ପ୍ରେମଲୁ' ଭଳି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏବେ ଏହି ତାଲିକାରେ 'ମଞ୍ଜୁମେଲ ବଏଜ୍ 'ର ନାମ ମଧ୍ୟ ସାମିଲ ହୋଇଛି। 'ମଞ୍ଜୁମେଲ ବଏଜ୍' ୨୨ ଫେବୃଆରୀ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ମାଲାୟଲମ ଭାଷାରେ ତିଆରି ଫିଲ୍ମ ଗୋଟିଏ ବିଲକ୍ଷଣ ରେକର୍ଡ୍ କରିଛି। ଏହି ଫିଲ୍ମ ମାତ୍ର 13 ଦିନରେ ଶହେ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଚିଦାମ୍
Mar 18,2024, 19:13 PM IST

Trending news