Advertisement

Air Pollution News

alt
AQI ବା ବାୟୁ ଗୁଣବତ୍ତା ଭଲ ହୋଇଥାଏ । ଏହି ସ୍ତରର AQIରେ ବାହାରେ ବ୍ୟାୟାମ କରିବା ନିରାପଦ ଅଟେ । ମଧ୍ୟମ AQI ବା ବାୟୁଗୁଣବତା ୫୨ରୁ ୧୦୦ ମଧ୍ୟରେ ହୋଇଥାଏ । ଏହି ସ୍ତର ବାୟୁ ଗୁଣବତ୍ତା ଗ୍ରହଣୀୟ ହୋଇଥାଏ । ପ୍ରଦୂଷଣ ସ୍ତରରେ ବୃଦ୍ଧି ଆପଣଙ୍କ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇପାରେ,ଯଦି ଆପଣ ବାହାରେ ବ୍ୟାୟାମ କରୁଥାନ୍ତି, ବିଶେଷତଃ ଯଦି ଆପଣଙ୍କର ଆଜମା କିମ୍ବା ଆଲର୍ଜି ଥାଏ, ତେବେ ଅସାଧାରଣ ସମ୍ବେଦନଶୀଳ ବ୍ୟକ୍ତିମାନେ ଦୀର୍ଘସ୍ଥାୟୀ କିମ୍ବା ଭାରୀ ପରିଶ୍ରମ କରିବାରୁ ନିବୃତ ରହିବା ଆବଶ୍ୟକ । ସମ୍ବେଦନଶୀଳ ଗୋଷ୍ଠୀ ପାଇଁ ଅସ୍ୱାସ୍ଥ୍ୟକର (୧୦୧-୧୫୦): ପ୍ରଦୂଷଣ ସମ୍ବେଦନଶୀଳ ଗୋଷ୍ଠୀକୁ ପ୍ରଭାବିତ କରିପାରେ, ବିଶେଷତଃ ଫୁସଫୁସ କିମ୍ବା ହୃଦରୋଗରେ ପୀଡିତ ବ୍ୟକ୍ତି ଏହା ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସମ୍
Nov 8,2023, 18:13 PM IST

Trending news