Advertisement
trendingPhotos2402071
photoDetails1hindi

Janmastami

ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀ ରାଧା-କୃଷ୍ଣଙ୍କ ଅପରୂପ ବେଶ ସମ୍ଭାର ଦେଖିବାକୁ ମିଳିଛି।  ପୁରୁଣା ଭୁବନେଶ୍ୱରରକାଠିଆ ବାବା ମଠରେ ଏମିତି କିଛି ଦୃଶ୍ୟ ଏକାଠି ଗୋଟିଏସ୍ଥାନରେ ଆପଣ ଦେଖିବାକୁ ପାଇବେ। 

1/3

କଳା ମୁଗୁନିପଥରରେ କଳା କାହ୍ନୁଙ୍କ ରୂପ ଏବଂ ଧଳା ମାର୍ବଲରେ ଶ୍ରୀ ରାଧାଙ୍କ ଅପରୂପ ଦୃଶ୍ୟ।

2/3

ଏହି ମଠରେ ଜନ୍ମାଷ୍ଟମୀ ସବୁଠାରୁ ବଡ଼ ପର୍ବ ଭାବେ ପାଳନ କରାଯାଏ। 

3/3

ପ୍ରଭୁଙ୍କ ଏକ ଝଲକ ପାଇବା ପାଇଁ ବିଭିନ୍ନ ମଠ ବାହାରେ ଭିଡ଼ ଦେଖିବାକୁ ମିଳିଛି। 

ट्रेन्डिंग फोटोज़