Advertisement
  • Jagdish Barik

    Jagdish Barik

    ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।

    Journalist

Stories by Jagdish Barik

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଉପରେ ଜବାବ ରଖିଲେ ଲେଖାଶ୍ରୀ ସାମନ୍ତସିଂହାର

Lekhasri Samantsinghar

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଉପରେ ଜବାବ ରଖିଲେ ଲେଖାଶ୍ରୀ ସାମନ୍ତସିଂହାର

Lekhasri Samantsinghar Respond On BJP Chargesheet: ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରସୋରେ ଆରମ୍ଭ ହୋଇସାରିଛି। ଏହି କ୍ରମରେ ଗୋଟିଏ ପଟେ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିବାବେଳେ ଅନ୍ୟପଟେ ବିଜେପି ଆଣିଛି ବିଜେଡି ବିରୋଧରେ ଏକ ଚାର୍ଜସିଟ୍ ଆଣିଥିଲା। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳର ଅବ୍ୟବସ୍ଥା ନେଇ ଅଭିଯୋଗ କରିବା ସହ ଶାସକ ଦଳର ଦୋଷ ଦୁର୍ବଳତା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଖାଣିଛନ୍ତି। ବର୍ତ୍ତମାନ ଏହାର ଜବାବ ଲେଖାଶ୍ରୀ ସାମନ୍ତସିଂହାର ରଖିଛନ୍ତି। ସେ କହିଛନ୍ତି, 'ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ...।' ଦେଖନ୍ତୁ ପୂରା ଭିଡିଓ-

Apr 24,2024, 22:39 PM IST

Trending news

Read More