ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
Top 10 news
ଜଗନ୍ନାଥ ମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍, ଖୋ-ଖୋ ବିଶ୍ୱକପ୍ ଜିତିଲା ଭାରତ, ପଢ଼ନ୍ତୁ ୧୦ ବଡ଼ ଖବର
Top 10 News Headlines: ପୁରୀ ଜଗନ୍ନାଥ ମନ୍ଦିର ଭିତରର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପୁଣି ଥରେ ଶ୍ରୀ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 19,2025, 21:56 PM IST
Rinku Singh Love Story
ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ପ୍ରେମ କାହାଣୀ: କିପରି ଏବଂ କେଉଁଠି ଭେଠିଥିଲେ ଏହି ଯୋଡି?
Rinku Singh Love Story: ପ୍ରିୟାଙ୍କ ବାପା ଦୁଇ ଜଣଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ସେ ରିଲେସନଶିପରେ ଅଛନ୍ତି। ଏହାର ଅର୍ଥ ହେଉଛି ରିଙ୍କୁ ଏବଂ ପ୍ରିୟା ଖୁବ୍ ଶୀଘ୍ର ନିର୍ବନ୍ଧ କରିବେ ଏବଂ ତା’ପରେ ଉଭୟ ବିବାହ କରିବେ। କିନ୍ତୁ ଆପଣ ଜାଣନ୍ତି କି ଦୁହେଁ କିପରି ଭେଟ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ କିପରି ଆଗକୁ ବଢ଼ିଥିଲା?
Jan 19,2025, 21:13 PM IST
Kho-Kho World Cup 2025
ନେପାଳକୁ ପରାସ୍ତ କରି ଭାରତ ପ୍ରଥମ ଥର ପାଇଁ ଜିତିଲା ଖୋ-ଖୋ ବିଶ୍ୱକପ୍ ଟାଇଟଲ
Kho-Kho World Cup 2025: ଭାରତୀୟ ମହିଳା ଦଳ ଖୋ-ଖୋ ବିଶ୍ୱକପ୍ ୨୦୨୫ ର ଫାଇନାଲରେ ନେପାଳର ଦଳକୁ ୭୮-୪୦ ରେ ପରାସ୍ତ କରି ଟାଇଟଲ ଜିତି ନେଇଛି।
Jan 19,2025, 20:13 PM IST
Horoscope 20 January 2025
୨୦ ଜାନୁଆରିରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 20 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୦ ଜାନୁଆରୀ ୨୦୨୫ ହେଉଛି ସୋମବାର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦ ଜାନୁଆରୀ ସୋମବାର କିଛି ରାଶି ପାଇଁ ବହୁତ ଶୁଭ ହେବାକୁ ଯାଉଥିବାବେଳେ ଅନ୍ୟ କିଛି ରାଶି ମାନଙ୍କୁ ଜୀବନରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଜାଣନ୍ତୁ ୨୦ ଜାନୁଆରୀ ୨୦୨୫ ରେ କେଉଁ ରାଶିର ଲୋକମାନେ ଲାଭ ପାଇବେ ଏବଂ କେଉଁ ରାଶିର ଲୋକମାନେ ସତର୍କ ରହିବାକୁ ହେବ।
Jan 19,2025, 18:39 PM IST
mahakumbh 2025
ମହାକୁମ୍ଭ ମେଳା ପରିସରରେ ଭୟଙ୍କର ଅଗ୍ନିକାଣ୍ଡ, ଫାଟିବାରେ ଲାଗିଛି ସିଲିଣ୍ଡର
Mahakumbh 2025: ମହାକୁମ୍ଭ ମେଳା ପରିସରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଅନେକ ଦମକଳ ଗାଡ଼ିକୁ ଡକାଯାଇଛି। ତୁଳସୀ ମାର୍ଗର ସେକ୍ଟର ୧୯ ରେଳ ବ୍ରିଜ୍ ତଳେ ବିବେକାନନ୍ଦ ସେବା ସମିତି ବାରାଣସୀର ଶିବିରରେ ଏହି ଅଗ୍ନିକାଣ୍ଡ ଘଟିଛି।
Jan 19,2025, 17:12 PM IST
Viral Girl Monalisa
ସୁନ୍ଦରୀ ହେବା ହୋଇଗଲା ସମସ୍ୟା! କୁମ୍ଭମେଳା ଛାଡିବାକୁ ବାଧ୍ୟ ହେଲେ 'ଭାଇରାଲ ଗାର୍ଲ ମୋନାଲିସା'
Viral Girl Monalisa: ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳା ବିକ୍ରୀ କରୁଥିବା ଇନ୍ଦୋରର ଏହି ଝିଅ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛନ୍ତି। କଳା ରଙ୍ଗ ଏବଂ ସୁନ୍ଦର ଆଖି ଥିବା ଏହି ଝିଅଟିର ସୌନ୍ଦର୍ଯ୍ୟ ତାଙ୍କ ପାଇଁ ବର୍ତ୍ତନମାନ ସମସ୍ୟା ହୋଇପଡିଛି। ସେ ଯେଉଁଠାକୁ ଯାଉଛନ୍ତି ଲୋକମାନେ ତାଙ୍କ ସହ ଫଟୋ ଉଠାଇବା ଏବଂ ରିଲ୍ସ କରିବା ପାଇଁ ଭିଡ ଜମାଉଛନ୍ତି। ଏହି ଭିଡିଓ ରେ ଦେଖନ୍ତୁ ପୂରା ଘଟଣା।
Jan 19,2025, 17:00 PM IST
BJP president
ବିଜେପି ଖୁବ୍ଶୀଘ୍ର ଚୟନ କରିବ ନିଜର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ, ରେସ୍ ରେ ଅଛନ୍ତି ଏହି ସବୁ ନେତା
New BJP President: ଦଳର ସମ୍ବିଧାନ ଅନୁଯାୟୀ କେବଳ ଜଣେ ବ୍ୟକ୍ତି ଯିଏ ଅତି କମରେ ୧୫ ବର୍ଷ ଧରି ଦଳର ସଦସ୍ୟ ଅଛନ୍ତି ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇପାରିବ। ପୂର୍ବରୁ ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ସଂଗଠନର କମାଣ୍ଡ ନୀତିନ ଗଡକରୀଙ୍କ ପାଖରେ ଥିଲା। ରାଜନାଥ ସିଂହ ୨୦୦୫ ରୁ ୨୦୦୯ ଏବଂ ତା’ପରେ ୨୦୧୩ ରୁ ୧୪ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ଅମିତ ଶାହ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ବିଜେପିର ଦାୟିତ୍ୱ ନେଇଥିଲେ।
Jan 19,2025, 16:21 PM IST
maha kumbh 2025
ରିଲ୍ ବନାଇବା ପାଇଁ ମହାକୁମ୍ଭରେ ଶେଖ୍ ବେଶରେ ପହଞ୍ଚିଥିଲେ ଯୁବକ, ଗୋଡେଇ ପିଟିଲେ ସାଧୁ
Viral Video: ମହାକୁମ୍ଭ ୨୦୨୫ ରେ ଅନେକ ଜିନିଷ ଭାଇରାଲ ହେଉଛି। ଏହି କ୍ରମରେ ବର୍ତ୍ତମାନ ଏକ ନୂତନ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଜଣେ ଯୁବକଙ୍କର ଯିଏ ନକଲି ଶେଖ୍ ଭାବରେ ନିଜକୁ ଉପସ୍ଥାପନ କରି ମହାକୁମ୍ଭରେ ପହଞ୍ଚିଥିଲେ। କୁହାଯାଏ ଯେ ସେ ରିଲ୍ ତିଆରି କରିବା ପାଇଁ ମହାକୁମ୍ଭ ଆସିଥିଲେ। କିନ୍ତୁ ଏଠାରେ ତାଙ୍କ ସହିତ ଏପରି କିଛି ଘଟିଲା ଯାହା ହୁଏତ ସେ କଳ୍ପନା ମଧ୍ୟ କରି ନଥିବେ। କିଛି ସାଧୁ ତାଙ୍କୁ ଧରି ପକାଇ ପ୍ରବଳ ପିଟିଥିଲେ।
Jan 19,2025, 15:52 PM IST
CRPF New DG
ଆଇପିଏସ୍ ଜ୍ଞାନେନ୍ଦ୍ର ପ୍ରତାପ ସିଂହ କିଏ? CRPF ର ନୂତନ DG ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର
CRPF New DG: ନୂତନ ସିଆରପିଏଫ ଡିଜି ଜିପି ସିଂହ ପୂର୍ବରୁ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ଏବଂ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ଆସାମ ପୋଲିସରେ ଅନେକ ବରିଷ୍ଠ ପଦବୀରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି।
Jan 19,2025, 15:23 PM IST
chittorgarh school video
ସ୍କୁଲ ଭିତରେ ସାର୍ ଦିଦି କରୁଥିଲେ 'ଖରାପ କାମ', ଭାଇରାଲ୍ ହେଉଛି ସିସିଟିଭି ଭଡିଓ
Viral Video: ଜିଲ୍ଲା ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ଶର୍ମା କହିଛନ୍ତି ଯେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଉଭୟଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ହାଜର ହେବାକୁ କୁହାଯାଇଥିଲା। ଗ୍ରାମବାସୀଙ୍କ ଦାବି ଆଧାରରେ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି।
Jan 19,2025, 14:38 PM IST
ଚମ୍ପିଆନ୍ସ ଟ୍ରଫି ପାଇଁ ଦଳ ଘୋଷଣା, ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା, ପଢ଼ନ୍ତୁ ୧୦ ବଡ ଖବର
Top 10 News Headlines: ଆସନ୍ତା ମାସରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 18,2025, 22:04 PM IST
Rinku Singh And Priya Saroj
ଆଇପିଏଲ ପରେ ରିଙ୍କୁ ସିଂହ ୟୁପିର ଏହି ସାଂସଦଙ୍କୁ କରିବେ ବିବାହ, ଝିଅର ବାପା କହିଲେ- ମୋ ଝିଅ…
Rinku Singh And Priya Saroj Wedding: ପ୍ରିୟା ସରୋଜଙ୍କ ବାପା ତୁଫାନି ସରୋଜ କହିଛନ୍ତି ଯେ ଏହି ଯୋଡି ବହୁତ ଭଲ। ରିଙ୍କୁର ପରିବାର ଆମ ପରିବାରକୁ ଭେଟିଛନ୍ତି। ଆମେ ଏହି ସମ୍ପର୍କ ପାଇଁ ମଧ୍ୟ ଆମର ସହମତି ଦେଇଛୁ। ବିବାହ ତାରିଖ ଆଇପିଏଲ ପରେ ସ୍ଥିର କରାଯିବ।
Jan 18,2025, 21:09 PM IST
Viral Video
iPhone 16 Pro Max ଧରି ଭିକ୍ଷା ମାଗୁଛନ୍ତି ବ୍ୟକ୍ତି, ଭିଡିଓ ଦେଖି ସମେସ୍ତେ ଆଶ୍ଚର୍ଯ୍ୟ
Beggar with iPhone 16 Pro Max: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଭିକାରୀ Apple iPhone 16 Pro Max ବ୍ୟବହାର କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ ଭିକାରୀ ଜଣକ ରାସ୍ତାରେ ବସି ପଥଚାରୀମାନଙ୍କଠାରୁ ଟଙ୍କା ମାଗୁଛନ୍ତି। କିନ୍ତୁ ଯେତେବେଳେ କେହି ତାଙ୍କ ହାତରେ iPhone 16 Pro Max ଦେଖୁଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ନିଜ ଆଖିକୁ ବିଶ୍ୱାସ କରିପାରୁନାହାଁନ୍ତି। ଭିକାରୀ ଜଣକ କହୁଛନ୍ତି ଯେ ସେ ଭିକ ମାଗି ଏହି ଫୋନ କିଣିଛନ୍ତି।
Jan 18,2025, 20:39 PM IST
Horoscope 19 January 2025
୧୯ ଜାନୁଆରିରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 19 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୯ ଜାନୁଆରୀ ୨୦୨୫ ହେଉଛି ରବିବାର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୯ ଜାନୁଆରୀ ରବିବାର କିଛି ରାଶି ପାଇଁ ବହୁତ ଶୁଭ ହେବାକୁ ଯାଉଥିବାବେଳେ ଅନ୍ୟ କିଛି ରାଶି ମାନଙ୍କୁ ଜୀବନରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଜାଣନ୍ତୁ ୧୯ ଜାନୁଆରୀ ୨୦୨୫ ରେ କେଉଁ ରାଶିର ଲୋକମାନେ ଲାଭ ପାଇବେ ଏବଂ କେଉଁ ରାଶିର ଲୋକମାନେ ସତର୍କ ରହିବାକୁ ହେବ।
Jan 18,2025, 19:34 PM IST
ମହାକୁମ୍ଭରେ ନଜର ଆସିଲେ ଋଷର ୭ ଫୁଟିଆ 'ମସ୍କୁଲାର ବାବା', ଶିକ୍ଷକ ଚାକିରି ଛାଡି ହୋଇଛନ୍ତି ସାଧୁ
Muscular Baba: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ଜଣେ ଋଷୀୟ ସନ୍ଥଙ୍କ ଫଟୋ ଆଜିକାଲି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଏହି ବାବା 'ମସ୍କୁଲାର ବାବା' ନାମରେ ମଧ୍ୟ ପ୍ରସିଦ୍ଧ। ଏଠାରେ ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି।
Jan 18,2025, 19:02 PM IST
Mahakumbh Mela 2025
୯ ବର୍ଷ ଧରି ବାବାଙ୍କ ମୁଣ୍ଡରେ ବସିଛି କପୋତ! ମହାକୁମ୍ଭରୁ ଆଉ ଜଣେ ବାବାଙ୍କ ଭିଡିଓ ଭାଇରାଲ୍
MahaKumbh Baba viral video: ଏକ କପୋତ ୯ ବର୍ଷ ଧରି ଜଣେ ବାବାଙ୍କ ମୁଣ୍ଡ ଉପରେ ବସିଛି। ମହାକୁମ୍ଭରେ ଏହି ବାବାଙ୍କ ଭାଇରାଲ ଭିଡିଓ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଭିଡିଓଟି ଦେଖନ୍ତୁ ଏବଂ ଏହି ଅଜବ ଘଟଣା ବିଷୟରେ ଅଧିକ ଜାଣନ୍ତୁ।
Jan 18,2025, 18:26 PM IST
mangal gochar 2025
Mangal Gochar 2025: ଚମକିବାକୁ ଯାଉଛି ଏହି ରାଶିମାନଙ୍କ ଭାଗ୍ୟ, ନୂଆ ଚାକିରି ସହିତ ହେବ ଧନ ଲାଭ
Mangal Gochar 2025 Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୧ ଜାନୁଆରୀରେ ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ ଏବଂ ବୁଧଙ୍କ ରାଶି ମିଥୁନ ରାଶିରେ ପ୍ରବେଶ କରିବେ। ମଙ୍ଗଳ ବକ୍ରି ଅବସ୍ଥାରେ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା କିଛି ରାଶିର ଲୋକଙ୍କୁ ବିଶେଷ ଲାଭ ମିଳିବ। ଯେତେବେଳେ କି ଆଉ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡିବ। ତେବେ ଜାଣନ୍ତୁ ମଙ୍ଗଳ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ ସବୁ ରାଶି ଲାଭବାନ ହେବେ।
Jan 18,2025, 17:02 PM IST
Champions Trophy 2025
Champions Trophy 2025: ପ୍ରଥମ ମ୍ୟାଚ୍ରେ ଏହା ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍
Champions Trophy 2025: ଭାରତୀୟ ଦଳ ୨୦ ଫେବ୍ରୁଆରୀରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏପରି ପରିସ୍ଥିତିରେ ଜାଣନ୍ତୁ ପ୍ରଥମ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କେଉଁ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇପାରନ୍ତି।
Jan 18,2025, 16:14 PM IST
ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ, ଏହି ୧୫ ଖେଳାଳିଙ୍କୁ ମିଳିଲା ସ୍ଥାନ
Champions Trophy India squad: ଆସନ୍ତା ମାସରେ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଠାରେ ଜାଣନ୍ତୁ ଦଳରେ କେଉଁ ଖେଳାଳି ମାନଙ୍କୁ ସ୍ଥାନ ମିଳିଛି।
Jan 18,2025, 15:12 PM IST
ATM Heist Case
ସୁରକ୍ଷା କର୍ମୀଙ୍କୁ ଆଟାକ୍ କରି ATM ଭରିବାକୁ ଆସିଥିବା ୯୩ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ
SBI ATM Heist Case: ପୋଲିସର ସୂଚନା ଅନୁଯାୟୀ ଭେଙ୍କଟେଶ ଏବଂ ତାଙ୍କ ବନ୍ଧୁ ସକାଳ ୧୧.୩୦ ସମୟରେ ବ୍ୟସ୍ତବହୁଳ ଶିବାଜୀ ଚୌକରେ ଥିବା ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ପହଞ୍ଚିଥିଲେ। ଗୁଳିରେ ଆହତ ହୋଇଥିବା ଅନ୍ୟ ସୁରକ୍ଷା କର୍ମୀ ଶିବ କାଶୀନାଥଙ୍କର ମଧ୍ୟ ମୃତ୍ୟୁ ହୋଇଥିଛି।
Jan 18,2025, 14:59 PM IST
ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ଚୟନ ହେବ ନାହିଁ ଏହି ଦୁଇ ଖେଳାଳି, ଆସିଲା ବଡ଼ ଅପଡେଟ୍
India squad: ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଜାନୁଆରୀ ୧୮ ତାରିଖରେ ଘୋଷଣା କରାଯିବ। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ପାଇଁ ଖେଳାଳିଙ୍କ ନାମ ଘୋଷଣା କରିବେ।
Jan 17,2025, 22:48 PM IST
actor died
ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଏକ ଦୁଃଖଦ ଖବର, ୨୩ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଅଭିନେତା
Actor Died: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। 'ଧରତୀପୁତ୍ର ନନ୍ଦିନୀ' ଅଭିନେତା ଅମନ ଜୟସୱାଲଙ୍କ ୨୩ ବର୍ଷ ବୟସରେ ଯୋଗେଶ୍ୱରୀ ହାଇୱେରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଟିଭି ଶୋ’ ସହିତ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।
Jan 17,2025, 22:06 PM IST
ଶିକ୍ଷକଙ୍କ ବୃଦ୍ଧି ହେଲା ଦରମା, ସିଙ୍ଗାପୁର ସହ ୮ଟି ବୁଝାମଣା ସ୍ୱାକ୍ଷର, ପଢ଼ନ୍ତୁ ୧୦ ବଡ଼ ଖବର
Top 10 News Headlines: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 17,2025, 21:58 PM IST
IIT Baba Dance Video
IIT Baba ମହା କୁମ୍ଭମେଳାରେ କଲେ ଜବରଦସ୍ତ ଡ୍ୟାନ୍ସ, ଆଖି ପିଛୁଳାକେ ଭିଡିଓ ଭାଇରାଲ୍
Dance Video: ମହାକୁମ୍ଭ ଆରମ୍ଭ ହେବାର କିଛି ଦିନ ପରେ ଖବରରେ ଆସିଥିବା ଆଇଆଇଟି ବାବାଙ୍କ ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଯେଉଁଥିରେ ସେ ଭଗବାନ ଭୋଳାନଥଙ୍କ ଏକ ଭଜନରେ ଜୋରଦାର ନାଚୁଥିବା ନଜର ଆସୁଛନ୍ତି।
Jan 17,2025, 20:52 PM IST
Justice Arindam Sinha
ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କଲେ ରାଷ୍ଟ୍ରପତି
Orissa High Court: କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ନିଯୁକ୍ତି ବିଭାଗ କହିଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରିଷ୍ଠ ବିଚାରପତି ଅରିନ୍ଦମ ସିହ୍ନାଙ୍କୁ କଟକରେ ଥିବା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି।
Jan 17,2025, 20:25 PM IST
russia ukraine war
ଋଷ ସେନାରେ ଲଢ଼ୁଥିବା ୧୨ ଜଣ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ
Randhir Jaiswal PC: ରୁଷ ସେନାରେ କାମ କରୁଥିବା ଭାରତୀୟଙ୍କ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି। ବିଦେଶ ମନ୍ତ୍ରଣାଳୟ କହିଛି ଯେ ଋଷ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬ ଜଣ ବର୍ତ୍ତମାନ ନିଖୋଜ ଅଛନ୍ତି।
Jan 17,2025, 20:05 PM IST
Horoscope 18 January 2025
୧୮ ଜାନୁଆରିରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Horoscope 18 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୮ ଜାନୁଆରୀ ୨୦୨୫ ହେଉଛି ଶନିବାର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୮ ଜାନୁଆରୀ ଶନିବାର କିଛି ରାଶି ପାଇଁ ବହୁତ ଶୁଭ ହେବାକୁ ଯାଉଥିବାବେଳେ ଅନ୍ୟ କିଛି ରାଶି ମାନଙ୍କୁ ଜୀବନରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଜାଣନ୍ତୁ ୧୮ ଜାନୁଆରୀ ୨୦୨୫ ରେ କେଉଁ ରାଶିର ଲୋକମାନେ ଲାଭ ପାଇବେ ଏବଂ କେଉଁ ରାଶିର ଲୋକମାନେ ସତର୍କ ରହିବାକୁ ପଡିବ।
Jan 17,2025, 19:27 PM IST
Priya Saroj
ପ୍ରିୟା ସରୋଜ କିଏ? ଭାରତୀୟ ଷ୍ଟାର କ୍ରିକେଟରଙ୍କ ସହ ନିର୍ବନ୍ଧକୁ ନେଇ ପାଲଟିଛନ୍ତି ହେଡଲାଇନ
Who Is Priya Saroj: ଉତ୍ତର ପ୍ରଦେଶର ମଛଲିସହର ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ପ୍ରିୟା ସରୋଜ ଏହି ସମୟରେ ସବୁଠୁ ଅଧିକ ଚର୍ଚ୍ଚାର ରହିଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ ୟୁପି ସାଂସଦ ପ୍ରିୟା ସରୋଜ ଏବଂ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ରିଙ୍କୁ ସିଂହ ନିର୍ବନ୍ଧ ହୋଇଛି। କିନ୍ତୁ ପ୍ରିୟା ସରୋଜଙ୍କ ବାପା ନିଜେ ଏପରି ଖବରକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ଗଣମାଧ୍ୟମରେ ପ୍ରସାରିତ ଏପରି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ।
Jan 17,2025, 18:37 PM IST
Rinku Singh Engagement
ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂହ କଲେ ନିର୍ବନ୍ଧ! ଖୁବ୍ ଶିଘ୍ର କରିବେ ବିବାହ
Rinku Singh Engagement: ଭାରତୀୟ ଦଳର ଷ୍ଟାର ଖେଳାଳି ରିଙ୍କୁ ସିଂହ ନିର୍ବନ୍ଧ କରିଛନ୍ତି କରିଛନ୍ତି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ରିଙ୍କୁ ସିଂହ ଏସପି ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କରିଛନ୍ତି। କହି ରଖୁଛୁ ଯେ ପ୍ରିୟା ସରୋଜ ଉତ୍ତର ପ୍ରଦେଶର ମଛଲି ସହରରୁ ସାଂସଦ। ସେ ୨୦୨୪ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ।
Jan 17,2025, 18:02 PM IST
Weekly Horoscope
ଜାନୁଆରୀ ଚତୁର୍ଥ ସପ୍ତାହରେ ଚମକିବ ଏହିସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ସାପ୍ତାହିକ ରାଶିଫଳ
Saptahik Rashifal 20 To 26 January 2025: ଜାନୁଆରୀର ଚତୁର୍ଥ ସପ୍ତାହ ବହୁତ ଭଲ ହେବାକୁ ଯାଉଛି। ୨୦ ରୁ ୨୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହମାନଙ୍କର ସ୍ଥିତି ବିଷୟରେ କହିବାକୁ ଗଲେ ମଙ୍ଗଳ ୨୧ ଜାନୁଆରୀରେ ମିଥୁନ ରାଶିରେ ପ୍ରବେଶ କରିବେ ଏବଂ ବୁଧ ୨୪ ଜାନୁଆରୀରେ ମକର ରାଶିରେ ପ୍ରବେଶ କରିବେ। ଏହା ବ୍ୟତୀତ ସୂର୍ଯ୍ୟ ମଧ୍ୟ ମକର ରାଶିରେ ରହିବେ। ଅନ୍ୟ ଗ୍ରହମାନଙ୍କ ସ୍ଥିତି ବିଷୟରେ କହିବାକୁ ଗଲେ କୁମ୍ଭ ରାଶିରେ ଶୁକ୍ର ଏବଂ ଶନି ଅବସ୍ଥିତ। ଏହି କାରଣରୁ ଜାନୁଆରୀ ମାସର ଏହି ସପ୍ତାହ ଅନେକ ରାଶିର ଲୋକଙ୍କ ପାଇଁ ଭାଗ୍ୟକୁ ଚମକାଇପାରେ। ତେବେ ଜାଣନ୍ତୁ ଜାନୁଆରୀ ଚତୁର୍ଥ ସପ୍ତାହର ମେଷ, ବୃଷ, କର୍କଟ, ସିଂହ, ମିଥୁନ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଏବଂ ମୀନ ରାଶିର ସାପ୍ତାହିକ ରାଶିଫଳ।
Jan 17,2025, 16:54 PM IST
Painkiller Side Effects
ଯନ୍ତ୍ରଣା ହେବା ମାତ୍ରେ ପେନକିଲର ଖାଉଥିଲେ ସାବଧାନ! ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା
Painkiller side effects: ସାଧରଣତଃ ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ଥକ୍କାପଣ, ଜ୍ୱର, ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକମାନେ ପେନ କିଲର ଔଷଧର ସାହାଯ୍ୟ ନିଅନ୍ତି କିନ୍ତୁ ଏହା ଆପଣଙ୍କୁ କ୍ଷତି ମଧ୍ୟ ପହଞ୍ଚାଏ। ଏବଂ ଆପଣଙ୍କ ପାଇଁ ଅନେକ ପ୍ରକାରର ରୋଗ ଆଣିଥାଏ। ପେନକିଲର ଔଷଧ ଆପଣଙ୍କୁ ତୁରନ୍ତ ଆରାମ ଦିଏ ସତ କିନ୍ତୁ ଅସ୍ଥାୟୀ ଭାବରେ ଆପଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରେ।
Jan 17,2025, 15:58 PM IST
ପାକିସ୍ତାନ ଯିବେ କି ରୋହିତ ଶର୍ମା? ଜୟ ଶାହଙ୍କ ପରେ ବର୍ତ୍ତମାନ BCCI ର ସଚିବ ଦେଲେ ବଡ଼ ଅପଡେଟ୍
Champions Trophy 2025: ପିଟିଆଇ ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)କୁ ସ୍ପଷ୍ଟ କରିସାରିଛି ଯେ ଚମ୍ପିଆନ୍ସ ଟ୍ରଫି ୨୦୨୫ ର ଉଦଘାଟନୀ ଉତ୍ସବ ପାକିସ୍ତାନ ବାହାରକୁ ସ୍ଥାନାନ୍ତରିତ କରାଯିବ ନାହିଁ। ଏହି ସମାରୋହରେ ସମସ୍ତ ଦେଶର ଅଧିନାୟକମାନେ ଅଂଶଗ୍ରହଣ କରିବେ।
Jan 17,2025, 15:04 PM IST
Subhadra Yojana
କେବେ ଆସିବ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା? ଜାଣନ୍ତୁ ଡିଟେଲ୍ସ
Subhadra Yojana 4th phase money: ବର୍ତ୍ତମାନ ପ୍ରର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ କେୱାଇସି ଅପ୍ଡେଟ୍ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପଡେଟ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ବାଦ୍ ନପଡନ୍ତି, ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।
Jan 17,2025, 14:23 PM IST
surya gochar 2025
ସୂର୍ଯ୍ୟ ଫେବ୍ରୁଆରି ମାସରେ କରୁଛନ୍ତି ଦୁଇଥର ଗୋଚର, ସମ୍ପୂର୍ଣ୍ଣ ବଦଳିଯିବ ଏହି ୩ ରାଶିର ଭାଗ୍ୟ
Surya Nakshatra Gochar Rashifal: ଗ୍ରହଗମନ ଦୃଷ୍ଟିକୋଣରୁ ଫେବ୍ରୁଆରି ମାସଟି ବହୁତ ସ୍ୱତନ୍ତ୍ର। କାରଣ ଏହି ସମୟରେ ଅନେକ ପ୍ରଭାବଶାଳୀ ଗ୍ରହର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ହେଉଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫେବ୍ରୁ ଆରୀ ମାସରେ ସୂର୍ଯ୍ୟ ଦେବତା ଦୁଇଥର ନକ୍ଷତ୍ର ପରିବର୍ତ୍ତନ କରିବେ, ଯାହା ଦ୍ଵାରା ତିନୋଟି ରାଶି ବିଶେଷ ଲାଭ ପାଇପାରିବେ। ତେବେ ଜାଣନ୍ତୁ ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ କେଉଁ ତିନୋଟି ରାଶି ବିଶେଷ ଲାଭ ପାଇବାକୁ ଯାଉଛନ୍ତି।
Jan 16,2025, 22:32 PM IST
ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, ଅଷ୍ଟମ ବେତନ କମିଶନକୁ ଅନୁମୋଦନ, ୧୦ ବଡ ଖବର
Top 10 News Headlines: ସିଙ୍ଗାପୁର ରାଷ୍ଟ୍ରପତି ଟି ସାନମୁଗରତ୍ନମ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏବଂ ଏହି ଗସ୍ତ ସମୟରେ ତାଙ୍କୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଯିବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 16,2025, 21:58 PM IST
Sitanshu Kotak
ଭାରତୀୟ ବ୍ୟାଟସମ୍ୟାନଙ୍କୁ ମିଳିଲା ନୂଆ ଗୁରୁ, ଏହି ପୂର୍ବତନ ଖେଳାଳି ହେଲେ ଭାରତର ବ୍ୟାଟିଂ କୋଚ୍
Sitanshu Kotak: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଏବଂ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଗୁରୁବାର ଦିନ ପୂର୍ବତନ ସୌରାଷ୍ଟ୍ର ବ୍ୟାଟସମ୍ୟାନ୍ ସୀତାଂଶୁ କୋଟକଙ୍କୁ ଭାରତର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ୫୨ ବର୍ଷୀୟ କୋଟାକ ଦୀର୍ଘ ସମୟ ଧରି ନେସନାଲ କ୍ରିକେଟ ଏକାଡେମୀରେ ବ୍ୟାଟିଂ କୋଚ୍ ଭାବରେ କାର୍ଯ୍ୟ କରିଆସୁଛନ୍ତି।
Jan 16,2025, 21:35 PM IST
8th pay commission
ଅଷ୍ଟମ ବେତନ କମିଶନ ସହିତ କେତେ ବୃଦ୍ଧି ହେବ ଦରମା ଏବଂ ପେନସନ୍, ଏଠାରେ ଜାଣନ୍ତୁ
8th Pay Commission: ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରାଯାଇଛି। ଏବେ ଏହା ୨୦୨୬ ପୂର୍ବରୁ ଗଠିତ ହେବ। ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଶେଷ ହେବା ପରେ ଏହାର ସୁପାରିଶଗୁଡ଼ିକ କାର୍ଯ୍ୟକାରୀ ହେବ। ବିଶେଷଜ୍ଞଙ୍କ ମତରେ ଯଦି ଏହା ହୁଏ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ଏକ ବଡ଼ ବୃଦ୍ଧି ହେବାର ସମ୍ଭାବନା ରହିଛି।
Jan 16,2025, 20:46 PM IST
Sukma encounter
ବିଜାପୁରରେ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୧୨ ନକ୍ସଲ ନିହତ
12 Naxalites killed: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷା କର୍ମୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ଖବର ରହିଛି।
Jan 16,2025, 19:59 PM IST
Saif Ali Khan
ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍, ଏଠାରେ ଦେଖନ୍ତୁ
Saif Ali Khan Attacker Video: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହା ବାନ୍ଦ୍ରାରେ ସୈଫଙ୍କ ଫ୍ଲାଟ୍ 'ସତଗୁରୁ ଶରଣ'ର ସିସିଟିଭି ଫୁଟେଜ୍ ଅଟେ। ଭିଡିଓ ସନ୍ଦିଗ୍ଧ ବ୍ୟକ୍ତି ବିଲ୍ଡିଂ ସିଡ଼ି ବ୍ୟବହାର କରୁଥିବାର ଦେଖାଯାଉଛି। ଏଠାରେ ଦେଖନ୍ତୁ ଭିଡିଓ।
Jan 16,2025, 19:26 PM IST
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଆସିଲା ନୂଆ ଅପଡେଟ୍, ସାମ୍ନାକୁ ଆସିଲା ସନ୍ଦିଗ୍ଧ ଫଟୋ
Saif ali khan update: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ବାନ୍ଦ୍ରାରେ ସୈଫଙ୍କ ଫ୍ଲାଟ୍ 'ସତଗୁରୁ ଶରଣ'ର ସିସିଟିଭି ଫୁଟେଜ୍ ରୁ ନିଆଯାଇଛି। ଫଟୋରେ ସନ୍ଦିଗ୍ଧ ବ୍ୟକ୍ତି ବିଲ୍ଡିଂର ସିଡ଼ି ବ୍ୟବହାର କରୁଥିବାର ଦେଖାଯାଉଛି।
Jan 16,2025, 18:55 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.