Advertisement

Mind game

alt
ଭଲ ସିନେମା ତିଆରି କଲେ ସମୟ ଲାଗେ |ତା ସହ କୋଭିଡ ସମୟ କୋର୍ଟ କଚେରୀ ରେ ଚଳଚ୍ଚିତ୍ର ଟି ଛନ୍ଦି ହୋଇ ଅନେକ ସମୟ ଅତିବାହିତ ହୋଇ ଯାଇଛି |ଲୋକେ ମଧ୍ୟ ଅନେକ କଥା କହିଛନ୍ତି ଯେ କଣ ସିନେମା ତିଆରି କରିଛ ଯେ ପାଞ୍ଚ ବର୍ଷ ଲାଗିଗଲା |ଭଲ କଣ୍ଟେଣ୍ଟ ର ସିନେମା ତିଆରି କଲେ ସମୟ ଲାଗେ |ଆସନ୍ତୁ ସମସ୍ତେ ଦେଖନ୍ତୁ ଏଭଳି ଏକ ବିଷୟବସ୍ତୁ ଉପରେ ଚଳଚ୍ଚିତ୍ର ଟି ଗତିଶୀଳ ହେଉଛି ଯେ ଲୋକେ ନିଶ୍ଚୟ ଭିଡି ହୋଇ ହଲ କୁ ଯିବେ |ଏବେ ଓଡ଼ିଶାରେ ସିନେମା ହଲ ସଂଖ୍ୟା କମ ରହିଛି |ସିନେମା ହଲ ତିଆରି ହେଉ ପ୍ରଯୋଜକ ବି ବାହାରିବେ ଓ ଲୋକେ ଆହୁରି ଭଲ ଭଲ ସିନେମା ଦେଖିବାକୁ ପାଇବେ |ସୂଚନା ଥାଉ କି ଅକ୍ଟୋବର ମାସ ରେ ଚାରୋଟି ଭାଷା ରେ ରିଲିଜ ହେବାକୁ ଯାଉ ଥିବା ଚଳଚ୍ଚିତ୍ର ମାଇଣ୍ଡ ଗେମ ନିଶ୍ଚିତ ଦର୍ଶକୀୟ ଆଦୃତ୍ତି ଲାଭ କରିବ।
Sep 24,2023, 15:47 PM IST

Trending news