Advertisement

Maa Tarini Temple

alt
ଚଇତି ପର୍ବ ଦିନ ମା ତାରିଣୀଙ୍କ ଆବିର୍ଭାବ ହୋଇଥିଲା । ଏହି ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯାଇଥାଏ । ଏଣୁ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁଣ୍ଣ ହୁଏ ବୋଲି ବିଶ୍ବାସ ଅଛି । ତେଣୁ ଏହି ଦିନରେ ମାଙ୍କ ଦର୍ଶନ ଲାଗି ଦୁର ଦୁରାନ୍ତରୁ ଭକ୍ତ ମାନଙ୍କର ସୁଅ ଘଟଗାଁ ମା ତାରିଣୀଙ୍କ ପିଠକୁ ଛୁଟିଥାଏ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମା ତାରିଣୀଙ୍କ ଘଟଗାଁ ପିଠ ରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦିର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ବାର୍ଷିକ ଉତ୍ସବରେ ମାଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ
Apr 14,2024, 14:13 PM IST
alt
ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ୮୮ ତମ ଚଇତି ପର୍ବ । ଆଜିଠାରୁ ଆରମ୍ଭ ହୋଇ ୭ ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଆଜିହୋମ ଯଜ୍ଞ, ଚଣ୍ଡିପାଠ, ସତ୍ୟ ନାରାୟଣ ପୂଜା ସହ ମାଙ୍କ ନିତୀ ପୂଜାରେ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଭିନ୍ନ ଏକ ପରିବେଶ । ଆଜି ପ୍ରଥମ ଦିନରେ ମା''ଙ୍କ ନିତୀ ପୂଜା ସହିତ ମାଙ୍କ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହୋଇଛି । ଆଜି ସକାଳୁ ମା''ଙ୍କର ସ୍ନାନ କାର୍ଯ୍ୟ ସମାପନ କରାଯାଇ ସୁନାବେଶ କରାଯିବା ସହ ଯଥା ବିଧିରେ ପୂଜା ବିଧିରେ ସକାଳ ମଙ୍ଗଳ ଆଳତୀ କରାଯାଇଛି । ଚଇତି ପର୍ବରେ ମାଙ୍କ ସୁନା ବେଶ ଦର୍ଶନ କରିବା ପରମ ସୌଭାଗ୍ୟ ଥିବା କାରଣରୁ ଦୁରଦୁରାନ୍ତରୁ ଭକ୍ତ ଘଟଗାଁ ପିଠକୁ ଆସିଥାନ୍ତି ।
Apr 9,2024, 15:13 PM IST

Trending news