Advertisement
photoDetails0hindi

Cholesterol: ହାଇ କୋଲେଷ୍ଟଲ ପାଇଁ ଚିନ୍ତିତ କି ? ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

Cholesterol: ଅସାଧାରଣ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକେ କୋଲେଷ୍ଟଲର ଶୀକାର ହୋଇଥାନ୍ତି । ଏବଂ ଏହି ରୋଗକୁ ଦୂର କରିବା ପାଇଁ ହଜାର ହଜାର ଟଙ୍କାର ଔଷଧ ଖାଇଥାନ୍ତି । କିନ୍ତୁ ରୋଗ କମି ନଥାଏ । କୋଲେଷ୍ଟଲକୁ ନିୟନ୍ତ୍ରଣ ରଖିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଆମେ ଆପଣଙ୍କୁ କହିବୁ ।

1/5

ଦୈନିକ ଏକ ଆପଲ ଖାଇଲେ ଶରୀରରୁ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ ହୋଇଥାଏ । ଯଦି ଆପଣ ଉଚ୍ଚ କୋଲେଷ୍ଟ୍ରଲ୍ ସମସ୍ୟାରେ ପୀଡିତ ତେବେ,ପ୍ରତିଦିନ ଗୋଟିଏ ଲେଖାଏ ସେଓ ଖାଆନ୍ତୁ ।  ମଧ୍ୟ ଅସୁବିଧାରେ ପଡ଼ନ୍ତି,ତେବେ ନିଶ୍ଚିତ ଭାବରେ ପ୍ରତିଦିନ ଏକ ଆପଲ୍ ଖାଆନ୍ତୁ ।

2/5

ଓଟସ୍ ଉଚ୍ଚ ଫାଇବରର ଏକ ଉତ୍ତମ ଉତ୍ସ ।  ପ୍ରତିଦିନ ସକାଳେ ଓଟସ ଖାଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଏହା ଏଲଡିଏଲକୁ ୫.୩ % ହ୍ରାସ କରିପାରେ ।

 

3/5

ଡ୍ରାଏ ଫ୍ଲଟସ୍ (Dry Fruits) ଶରୀରକୁ ପୁଷ୍ଟିକର ଉପାଦାନ ଦେଇଥାଏ । ପ୍ରତିଦିନ ଡ୍ରାଏ ଫ୍ଲଟସ୍  (Dry Fruits) ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । କାରଣ ଏଥିରେ ଫାଇବର, ପ୍ରୋଟିନ୍ ଏବଂ ଭିଟାମିନ୍-ଇ ମିଳିଥାଏ। ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । 

 

4/5

ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏ-ହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ କୋଲେଷ୍ଟ୍ରଲ୍କୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

 

5/5

ରସୁଣ ପ୍ରତ୍ୟେକ ରୋଷେଇ ଘରେ ସହଜରେ ଉପଲବ୍ଧ । ଆପଣ ପ୍ରତିଦିନ ରସୁଣ ଖାଇ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ । ଏହା ସହିତ ରକ୍ତଚାପ, ରକ୍ତ ପ୍ରବାହ ଏବଂ ମଧୁମେହ ପରି ରୋଗକୁ ମଧ୍ୟ ଚୁଟକିରେ ଭଲ କରିପାରିବେ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ ।  ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ।)