SSA And CCI Recruitment: ପ୍ରକାଶ ପାଇଲା ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପାଇଁ ବମ୍ପର ନିଯୁକ୍ତି, ଜାନୁଆରୀ ୨୨ ଶେଷ ତାରିଖ
Advertisement
Article Detail0/zeeodisha/odisha2606564

SSA And CCI Recruitment: ପ୍ରକାଶ ପାଇଲା ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପାଇଁ ବମ୍ପର ନିଯୁକ୍ତି, ଜାନୁଆରୀ ୨୨ ଶେଷ ତାରିଖ

SSA And CCI Recruitment: ସ୍ପେଶାଲ ଆଡପସନ ଏଜେନ୍ସି (ଏସଏଏ) ପାଇଁ ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଲେଖାରେ ପ୍ରାର୍ଥୀମାନେ ମାଲକାନଗିରି ଜିଲ୍ଲା ନିଯୁକ୍ତି ୨୦୨୫ ଆବେଦନ ପ୍ରକ୍ରିୟା, ଗୁରୁତ୍ୱପୂର୍ଣ୍ଣ ତାରିଖ, ବୟସ ସୀମା, ଯୋଗ୍ୟତା, ବେତନ ସ୍କେଲ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇବେ । 

 

SSA And CCI Recruitment: ପ୍ରକାଶ ପାଇଲା ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପାଇଁ ବମ୍ପର ନିଯୁକ୍ତି, ଜାନୁଆରୀ ୨୨ ଶେଷ ତାରିଖ

SSA And CCI Recruitment: ମାଲକାନଗିରି ଜିଲ୍ଲା ଏସ୍ଏସ୍ଏ ଓ ସିସିଆଇରେ ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ମାଲକାନଗିରି ଜିଲ୍ଲା ଏସ୍ ଏସ୍ ଏ ଓ ସିସିଆଇ ନିଯୁକ୍ତି ୨୦୨୫ ବିଜ୍ଞପ୍ତି, ଯୋଗ୍ୟତା ମାନଦଣ୍ଡ, ଚୟନ ଓ ଆବେଦନ ପ୍ରକ୍ରିୟା, ଦରମା ଓ ଅନ୍ୟାନ୍ୟ ବିବରଣୀ ଏଠାରେ ଦେଖିପାରିବେ। 

ମାଲକାନଗିରି ଜିଲ୍ଲା ଏସଏସଏ ଓ ସିସିଆଇ ନିଯୁକ୍ତି ୨୦୨୫ ବିଜ୍ଞପ୍ତି ପିଡିଏଫ ପକ୍ଷରୁ ମାଲକାନଗିରିର ପରିବର୍ତ୍ତନ ପାଇଁ ଶିଶୁ ଗୃହ (ସିସିଆଇ) ଏବଂ ସ୍ପେଶାଲ ଆଡପସନ ଏଜେନ୍ସି (ଏସଏଏ) ପାଇଁ ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଲେଖାରେ ପ୍ରାର୍ଥୀମାନେ ମାଲକାନଗିରି ଜିଲ୍ଲା ନିଯୁକ୍ତି ୨୦୨୫ ଆବେଦନ ପ୍ରକ୍ରିୟା, ଗୁରୁତ୍ୱପୂର୍ଣ୍ଣ ତାରିଖ, ବୟସ ସୀମା, ଯୋଗ୍ୟତା, ବେତନ ସ୍କେଲ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇବେ । 

ମାଲକାନଗିରି ଜିଲ୍ଲା ଏସଏସଏ ଓ ସିସିଆଇ ନିଯୁକ୍ତି ୨୦୨୫
ସଂସ୍ଥା: ଶିଶୁଗୃହ (ସିସିଆଇ) ଏବଂ ସ୍ପେଶାଲ ଆଡପସନ୍ ଏଜେନ୍ସି (ଏସଏସଏ), ମାଲକାନଗିରି ।

ବିଜ୍ଞପ୍ତି ପ୍ରକାଶ: ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି, ଓଡ଼ିଶା 
*ପୋଷ୍ଟ ପ୍ରକାର: ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ 
*ଶ୍ରେଣୀ: ଓଡ଼ିଶା ଚାକିରି 
*ଆବେଦନ ପଦ୍ଧତି: ଅଫଲାଇନ୍ (ଡାକ ମାଧ୍ୟମରେ) 
ଆବେଦନ ପତ୍ର ଦାଖଲ ତାରିଖ: ୦୪ ଜାନୁଆରୀରୁ ୨୨ ଜାନୁଆରୀ ୨୦୨୫ 

କିଏ କରିପାରିବେ ଆବେଦନ: ସମଗ୍ର ଓଡ଼ିଶାରେ ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ 
*ଚୟନ ପ୍ରକ୍ରିୟା: କ୍ୟାରିୟର ମାର୍କିଂ, ସାକ୍ଷାତକାର, ଡକ୍ୟୁମେଣ୍ଟ ଭେରିଫିକେସନ୍
*ଅଫିସିଆଲ ୱେବସାଇଟ: www.malkangiri.odisha.gov.in 

ମାଲକାନଗିରି ଜିଲ୍ଲା ଏସଏସଏ ଓ ସିସିଆଇ ପଦବୀ ୨୦୨୫
ପରିବର୍ତ୍ତନ ଶିଶୁଗୃହ ମାଲକାନଗିରି (ସିସିଆଇ)

୧. ଅଧୀକ୍ଷକ 
୨. କାଉନସିଲର 
୩. ଶିଶୁ କଲ୍ୟାଣ ଅଧିକାରୀ/ ପ୍ରୋବେଶନରୀ ଅଫିସର 
୪. ହାଉସ ମଦର/ ହାଉସ ଫାଦର 
୫. ପାରା ମେଡିକାଲ ଷ୍ଟାଫ୍ 
୬. ଷ୍ଟୋରକିପର କମ ଆକାଉଣ୍ଟାଣ୍ଟ 
୭. ଶିକ୍ଷୟିତ୍ରୀ 
୮. କଳା ଓ କାରିଗରୀ ସହ ସଙ୍ଗୀତ ଶିକ୍ଷକ 
୯. ପିଟି ପ୍ରଶିକ୍ଷକ କମ ଯୋଗ ପ୍ରଶିକ୍ଷକ 
10. ରୋଷେୟା
11. ହେଲପର କମ୍ ନାଇଟ୍ ୱାଚମ୍ୟାନ୍ 
12. ଗୃହରକ୍ଷୀ 

ପରିବର୍ତ୍ତନ ଶିଶୁଗୃହ ମାଲକାନଗିରି (ଏସ୍ ଏସ୍ ଏ)
୧. ମ୍ୟାନେଜର ସଂଯୋଜକ 
୨. ସମାଜସେବୀ କମ୍ ପ୍ରାରମ୍ଭିକ ଶିଶୁ ଶିକ୍ଷୟିତ୍ରୀ 
୩. ନର୍ସ 
୪. ଡାକ୍ତର (ପାର୍ଟ ଟାଇମ୍) 
୫. ଆୟା
୬. ଚୌକିଦାର 

ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ୨୦୨୫ - ବୟସ ସୀମା 
ସର୍ବନିମ୍ନ ବୟସ ସୀମା - ୨୧ ବର୍ଷ 
ସର୍ବାଧିକ ବୟସ ସୀମା - ୪୫ ବର୍ଷ 

ପରିବର୍ତ୍ତନ ଶିଶୁଗୃହ ମାଲକାନଗିରି (ସିସିଆଇ)
୧. ଅଧୀକ୍ଷକ- ୩୩,୧୦୦/ 
୨. କାଉନସିଲର - ୨୩,୧୭୦/- ଟଙ୍କା
୩. ଶିଶୁ କଲ୍ୟାଣ ଅଧିକାରୀ/ପ୍ରୋବେଶନରୀ ଅଫିସର- ୨୩,୧୭୦/- ଟଙ୍କା
୪. ହାଉସ ମଦର/ହାଉସ ଫାଦର - ୧୪, ୫୬୪/- ଟଙ୍କା 
୫. ପାରା ମେଡିକାଲ ଷ୍ଟାଫ୍ - ୧୧,୯୧୬/- ଟଙ୍କା 
୬. ଷ୍ଟୋରକିପର କମ ଆକାଉଣ୍ଟାଣ୍ଟ - ୧୮,୫୩୬/- ଟଙ୍କା 
୭. ଶିକ୍ଷୟିତ୍ରୀ- ୧୦,୦୦୦/- ଟଙ୍କା 
୮. ଆର୍ଟ ଆଣ୍ଡ କ୍ରାଫ୍ଟ କମ୍ ମ୍ୟୁଜିକ୍ ଟିଚର - ୧୦,୦୦୦/- ଟଙ୍କା 
୯. ପିଟି ପ୍ରଶିକ୍ଷକ କମ ଯୋଗ ପ୍ରଶିକ୍ଷକ - ୧୦,୦୦୦/- ଟଙ୍କା 
୧୦. କୁକ୍ - ୯,୯୩୦/- ଟଙ୍କା 
ହେଲପର କମ୍ ନାଇଟ୍ ୱାଚମ୍ୟାନ୍ - ୭,୯୪୪/- ଟଙ୍କା 
ଗୃହରକ୍ଷୀ - ୭,୯୪୪/- ଟଙ୍କା 

ପରିବର୍ତ୍ତନ ଶିଶୁଗୃହ ମାଲକାନଗିରି (ଏସ୍ ଏସ୍ ଏ)
୧. ମ୍ୟାନେଜର ସଂଯୋଜକ- ୨୩,୧୭୦/- ଟଙ୍କା
୨. ସମାଜସେବୀ କମ ପ୍ରାରମ୍ଭିକ ଶିଶୁ ଶିକ୍ଷୟିତ୍ରୀ - ୧୮,୫୩୬/- ଟଙ୍କା 
୩. ନର୍ସ- ୭,୯୪୪/- ଟଙ୍କା 
୪. ଡାକ୍ତର (ପାର୍ଟ ଟାଇମ୍) - ୯,୯୩୦/- ଟଙ୍କା 
୫. ଆୟାହ - ୭,୯୪୪/- ଟଙ୍କା 
୬. ଚୌକିଦାର - ୭,୯୪୪/- ଟଙ୍କା

Also Read: Surya Budh Yuti 2025: ସୂର୍ଯ୍ୟ ବୁଧ ମିଶ୍ରଣ କରିବ ଧମାଲ୍, ୧୦ ଫେବୃଆରୀରୁ ଏହି ୩ରାଶି ହେବେ ମାଲାମାଲ୍

Also Read: January 18 Financial Horoscope: ଶଶ ରାଜଯୋଗ ସହ ମିଳିବ ଶନିଦେବଙ୍କ ଆଶୀର୍ବାଦ, ୫ରାଶିକୁ ଲାଭ